Movie prime

ନିଜ ଭାଣିଜି କୁ ଜବରଦସ୍ତି ଧରି କଲା ବ-ଳା-ତ୍କା-ର... ଶେଷରେ ବିବାହ ପ୍ରତିଶ୍ରୁତି ଦେଇ କଲା ଫେରାର..

 
Gh
ନମସ୍କାର ପାଠକ ବନ୍ଧୁ।ଝିଆରୀ କୁ ନେଇ ଫେରାର ହେଲା ଦାଦା।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ନିଜ ଝିଆରୀ ସହିତ ଦାଦା ରଖିଛି ସମ୍ପର୍କ।
ଝିଆରୀ ମଧ୍ୟ ଦାଦା କୁ ପ୍ରେମ କରି ଘରୁ ଫେରାର ହୋଇ ଯାଇଛି।ଏ ନେଇ ଯୁବତୀ ଙ୍କ ଖୁଡି ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।
Yy
ସୂଚନା ଅନୁସାରେ ଗୋଟିଏ ପରିବାର ରେ ତିନି ଭାଇ ରହୁଥିଲେ।ବଡ ଭାଇ ର ମୃ-ତ୍ୟୁ ପରେ ସାନ ଭାଇ ତାର ଭାଉଜ ଓ ଝିଆରୀ କୁ ପାଖରେ ରହିଥିଲା।ସେମାନଙ୍କର ଭଲ ମନ୍ଦ ବୁଝୁ ଥିଲା।ସାନ ଭାଇ ର ନିଜର ସ୍ତ୍ରୀ ଓ ପିଲା ଛୁଆ ମଧ୍ୟ ଥିଲେ।
ସାନ ଭାଇ କିଛି ଦିନ ପରେ ନିଜ ଝିଆରୀ କୁ ପ୍ରେମ କରିବାକୁ ଲାଗିଲେ।ଝିଆରୀ ମଧ୍ୟ ଦାଦା କୁ ପ୍ରେମ କରି ଥିଲା।ଏହାକୁ ତାର ସ୍ତ୍ରୀ ଜାଣିବା ପରେ ବିରୋଧ କରି ଥିଲା।ଉଭୟ ଙ୍କୁ ଦୂରେଇ ରଖିବା ପାଇଁ ଚେଷ୍ଟା କରି ଥିଲା।
Bb
ହେଲେ ତାହା କୌଣସି ପ୍ରକାର ହୋଇ ପାରି ନ ଥିଲା।ଉଭୟ ଦାଦା ଝିଆରୀ ଘରୁ ଗତ କିଛି ଦିନ ତଳେ ଫେରାର ହୋଇ ଯାଇଛନ୍ତି।ବାପା ର ଆସିବା ବାଟ କୁ ଝିଅ ଚାହିଁ ରହିଛି।ହେଲେ ବାପା ନିଜ ଭଉଣୀ କୁ ନେଇ ଫେରାର ହୋଇ ଯାଇଛି।
ସେହି ବ୍ୟକ୍ତି ଙ୍କ ସ୍ତ୍ରୀ କାନ୍ଦି କାନ୍ଦି ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ନିଜ ସ୍ଵାମୀ ଙ୍କୁ ଫେରାଇ ଆଣିବା ପାଇଁ ସେ ଥାନା ବାବୁ ଙ୍କୁ ଅନୁରୋଧ କରିଛନ୍ତି।ପୋଲିସ ବାବୁ ମାନେ ଘଟଣା ର ତଦନ୍ତ ଆରମ୍ଭ କରି ଦେଇଛନ୍ତି।
ଏ ପର୍ଯ୍ୟନ୍ତ ଦାଦା ଝିଆରୀ ଙ୍କୁ ପୋଲିସ ଖୋଜି ବାହାର କରି ପାରି ନାହିଁ।ଅନ୍ୟ ପଟେ ବାପା କୁ ନ ପାଇ ଝିଅ ଓ ପୁଅ କାନ୍ଦି କାନ୍ଦି ବେହାଲ ହୋଇ ଗଲେଣି।ଏବେ ଦେଖିବାକୁ ବାକି ରହିଲା ଏହି ଦାଦା ଝିଅ ଙ୍କ ସମ୍ପର୍କ ରେ କେବେ ଫାଟ ସୃଷ୍ଟି ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.