Movie prime

ଘରୋଇ କଲେଜ ରେ କରୁଥିଲେ BCA..ଛଟପଟ ହୋଇ କରି ଚାଲିଗଲା ଜୀବନ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତାଳଚେର ର ଗୋପାଳପ୍ରସାଦ ଅଞ୍ଚଳର ସନ୍ତୋଷ ସାହୁଙ୍କ ଝିଅ ଜସ୍ମିନ ସାହୁ। ସେ କ୍ରିଏଟିଭ ଟେକ୍ନୋ କଲେଜ୍ ରେ ବିସିଏ ଦ୍ଵିତୀୟ ବର୍ଷ ରେ ହଷ୍ଟେଲ ରେ ରହି ପାଠ ପଢ଼ୁଥିଲେ।
ଜସ୍ମିନ ଅତ୍ୟନ୍ତ ଶାନ୍ତ ଓ ସରଳ ପ୍ରକୃତି ର ଝିଅ ଥିଲେ। ସେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଦିନରାତି ଏକ କରି ପାଠ ପଢୁଥିଲେ। ସାଙ୍ଗ ମାନଙ୍କ ସହ ହସ ଖୁସୀ ରେ ରହି ହଷ୍ଟେଲ ରେ ରହି ପାଠ ମଧ୍ୟ ପଢୁଥିଲେ।
Hh
ହେଲେ ଝିଅ ଯେତେବେଳେ ଏତେ ଖୁସୀରେ ରହି ପାଠ ପଢ଼ୁଥିଲା ହଠାତ୍ ଏମିତି କାଇଁ ନିରବି ଗଲା ତାହା କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ସକାଳୁ ସକାଳୁ ହିଁ ଝିଅ ଜସ୍ମିନ୍ ରହୁଥିବା ହଷ୍ଟେଲ ରୁ ହିଁ ତାର ମୃ-ତ ଦେହ ଉଦ୍ଧାର କରାଯାଇ ଥିଲା।
ରୁମ ଭିତରେ ଝିଅର ମୃ-ତ ଦେହ ଦେଖି ହଷ୍ଟେଲ କର୍ମଚାରୀ ମାନେ ସେମାନଙ୍କ ଘର ଲୋକଙ୍କୁ ଫୋନ କରି ସବୁ କଥା ମଧ୍ୟ କହି ଦେଇଥିଲେ। ଏହାପରେ ମାଆ ର ପାଦ ତଳୁ ମାଟି ଖସିଗଲା।
ସୁଚନା ମୁତାବକ ଝିଅକୁ ହ-ତ୍ୟା କରାଯାଇଅଛି ବୋଲି ତାଙ୍କର ପରିବାର ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି। ଛାତ୍ରୀ ଙ୍କ ସହ ଜବରଦସ୍ତି ଏକ ୱାଡେନ୍ ରୁମ ରେ ରହିବେ ବୋଲି ରାତିରେ ଛାତ୍ରୀ ଜଣକ ତାଙ୍କର ପରିବାର ଲୋକଙ୍କୁ ଜଣାଇ ଥିଲେ।
Yy
ହେଲେ ଗତକାଲି ସକାଳେ ଯେତେବେଳେ ମା ଝିଅ ସହ କଥା ହୋଇଥିଲେ ତାର ପରଦିନ ହିଁ ଘର ଲୋକଙ୍କ ପାଖକୁ ହଷ୍ଟେଲ ରୁ ଫୋନ ଯାଇଥିଲା କି ତାଙ୍କର ଝିଅ ଆଉ ଏହି ଦୁନିଆରେ ନାହିଁ ବୋଲି।
ଯେତେବେଳେ ପରିବାର ଲୋକଙ୍କୁ ଏହା କୁହା ଯାଇଥିଲା କି ତାଙ୍କର ଝିଅ ଜୀବନ ହାରୀ ଦେଇଛି ବୋଲି ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ। ଏହାପରେ ପରିବାର ଲୋକେ କହିଥିଲେ କି ତାଙ୍କ ଝିଅ ଜୀବନ ହାରୀ ନାହିଁ ବରଂ ତାଙ୍କୁ ହ-ତ୍ୟା କରାଯାଇଛି।
ଏହାକୁ ନେଇ ପରିବାର ଲୋକେ ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.