Movie prime

ଅସଦାଚରଣ କରି ଜେଲ ଯାଇଥିଲେ ଆଉ ଏବେ ଅଚାନକ ଜୀବନ ହାରିଦେଲେ ଦେଖନ୍ତୁ ଏମିତି କଣ ହେଲା ହଠାତ୍

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bh
ବନ୍ଧୁଗଣ ଏବେ ଏକ ଘଟଣା ସାମ୍ନାକୁ ଆସିଛି।କେନ୍ଦୁଝର ଜିଲ୍ଲା କାରାଗାର ପରିସରରେ ଜଣେ ବିଚାରାଧୀନ ବନ୍ଦୀ ଜୀବନ ହାରିଦେଇଥିବା ନେଇ ଉଦ୍ୟମ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଯାଇଛି।
ଏବେ କିଛି ଏଭଳି ଅଭିଯୋଗ କରିଛନ୍ତି ଅଜୟଙ୍କ ଭାଇ ବିଜୟ। ମୃ-ତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ଜେଲର ସୁରକ୍ଷାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। 
ମୃ-ତ୍ୟୁର ଦୁଇ ଦିନି ପୂର୍ବରୁ ସେ ଅଜୟଙ୍କ ସହ କଥା ହୋଇଥିଲେ। ଗତକାଲି କଏଦୀ ଅଜୟ ଦାସ କେନ୍ଦୁଝର ଜେଲର ପାଇଖାନାରେ ଫାଶି ଲଗାଇ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିବା ଜେଲ୍ କର୍ତ୍ତୃପକ୍ଷ କହିଥିଲେ।
Bb
ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସିବି ମେଡିକାଲକୁ ଅଣାଯାଇଥିଲା। ସେଠି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ହୋଇଛି। ଘଟଣାର ତଦନ୍ତ ହେଉଛି ବୋଲି କହିଛନ୍ତି କେନ୍ଦୁଝର ଜେଲ୍ ସୁପରିଟେଣ୍ଡେଣ୍ଟ । 
ସୂଚନାଅନୁସାରେ ଆ-ତ୍ମ-ହ-ତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ଅଜୟ। ଅଭିଯୋଗ ଅନୁସାରେ ଗତକାଲି ପାଇଖାନା ଘରେ ଗାମୁଛାରେ ଫାଶି ଲଗାଇ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିଲେ ଅଜୟ।
ଏକ ଦୁ-ଷ୍କ-ର୍ମ ଅଭିଯୋଗ ମାମଲାରେ ଗିରଫ ହୋଇ ସେ ଜେଲରେ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦୁଝର ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.