Movie prime

ହେ ଭଗବାନ, ୟେ ଝିଅ ନା କଣ !! ଯାତ୍ରା ପେଣ୍ଡାଲ ରେ ସବୁ ଙ୍କ ଆଗରେ ବ୍ଲାଉଜ ଖୋଲିଲା , ଲୋକେ କଲେ ପ୍ରତିବାଦ....

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଭିନେତ୍ରୀ କପଡ଼ା ଖୋଲିବା ସମୟରେ ଚେୟାର ଉପରେ ଛିଡ଼ା ହୋଇ ପଡିଲେ ଦର୍ଶକ ମାନେ। ଯାତ୍ରାର ଉଲଗ୍ନ ହୋଇ ନାଚୁଥିବା ସମୟରେ ଅଭିନେତ୍ରୀ ଜଣକ ଭଲକରି ନାମ ନେଇଛନ୍ତି।
Special Report
ଅଶ୍ରିଳ ନୃତ୍ୟ କରୁଥିବା ସମୟରେ ବଡ଼ ଅଘଟଣ ଘଟିଗଲା। ମେଳ ହୋଇ ବିରୋଧ କରିଥିଲେ ଲୋକମାନେ, ଏହାପରେ ପେଣ୍ଡାଲ ଛାଡି ଆଇଟମ ଗାର୍ଲ୍ ଲଭଲି ପଳାଇ ଯାଇଥିଲେ।
ଯାତ୍ରା ଚାଲିଥିବା ବେଳେ ଦର୍ଶକ ମାନଙ୍କ କୋଳାହଳ ରେ ପେଣ୍ଡାଲ ଫାଟି ପଡୁଥାଏ। ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଚାଲିଥାଏ। ଏଥିରେ ଧୀରେ ଧୀରେ ଦର୍ଶକ ମାନେ ମତୁଆଲା ହୋଇ ଯାଉ ଥାଆନ୍ତି।
ଯେତେବେଳେ ଆଇଟମ ଗାର୍ଲ୍ ମାନେ ନୃତ୍ୟ ପରିବେଷଣ କରୁଥିଲେ ସେତେବେଳେ ଆଉଜଣେ ଆଇଟମ ଗାର୍ଲ୍ ଲଭଲି ଷ୍ଟେଜ ଉପରକୁ ଆସି ଯାଇଥିଲେ। ତାଙ୍କ ନାଁ ଯେମିତି ସେ ଦେଖିବାକୁ ମଧ୍ୟ ଠିକ ସେପରି ହିଁ ଥିଲେ।
Special Report
ଧୀରେ ଧୀରେ ସେ ଡାନ୍ସ କରୁ କରୁ ଦେହରୁ କପଡ଼ା ଖୋଲିବା ମଧ୍ୟ ଆରମ୍ଭ କରି ଦେଇଥିଲେ। ଆଉ ସେ ନିଜର କପଡ଼ା ଖୋଲିବା ସମୟରେ ହିଁ ଚେୟାର ଉପରେ ଛିଡ଼ା ହୋଇ ପଡ଼ିଥିଲେ ଦର୍ଶକ ମାନେ। ଏହାପରେ ଘଟିଲା ଅଘଟଣ।
ତାଙ୍କର ଏହି ଉଲଗ୍ନ ନୃତ୍ୟ କୁ ଦେଖି ସେଠାରେ ବସିଥିବା କିଛି ଦର୍ଶକ ଏହାକୁ ଘୋର ବିରୋଧ ମଧ୍ୟ କରିଥିଲେ। ଦର୍ଶକ ମାନେ ବିରୋଧ କରିବାରୁ ପେଣ୍ଡାଲ ଛାଡି ଏହି ଆଇଟମ ଗାର୍ଲ୍ ଜଣକ ସେଠାରୁ ପଳାଇ ଯାଇଥିଲେ।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦର୍ଶକ ମାନେ ଦେଖିବା ପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ଯ ଦେଇଛନ୍ତି। ଦର୍ଶକ ମାନେ ମଧ୍ୟ ଏଭଳି ନୃତ୍ୟ କୁ ବିରୋଧ କରିଛନ୍ତି।
ଆଉ କହିଛନ୍ତି କି ପେଣ୍ଡାଲ ରେ ଥିବା ଦର୍ଶକ ମାନଙ୍କ ବିରୋଧ କରିବା ନିଶ୍ଚିତ ଭାବରେ ସ୍ଵାଭାବିକ କଥା। ତେବେ ଏହାକୁ ଶୁଣି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.