Movie prime

ସହି ହେଲାନି ନି-ର୍ଯା-ତ-ନା, ଶେଷର ଜୀବନ ହାରିଲା ନୂଆ ବୋହୂ..ବାପା, ବୋଉ.. ମୁ ଯାଉଚି... ଆଉ ସହି ହେଉନି..

 
Bb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯୌ-ତୁ-କ ନି-ର୍ଯ୍ୟା-ତ-ନା ର ଶିକାର ହେଲେ ଆଉ ଏକ ବଧୁ। ଯାଜପୁର ରୋଡ ଥାନା ଦାନଗଦି ଗ୍ରାମରେ ନିଜ ଶୋଇବା ଘରେ ଜୀବନ ହାରିଛନ୍ତି ଜଣେ ବିବାହିତ ମହିଳା।
ମହିଳା ଙ୍କ ମା ଏନେଇ ହ-ତ୍ୟା ଅଭିଯୋଗ ଆଣିଛନ୍ତି।ଖବର ପାଇବା ପରେ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ତେବେ ମୃ-ତ ମହିଳା ଜଣଙ୍କ ହେଲେ ସ୍ୱାଗତିକା ରାଉତ୍।
Gb
ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୯ ମସିହା ରେ ଦାନଗଦି ଗ୍ରାମ ରେ ଆଦିତ୍ୟ ସାହୁ ଙ୍କୁ ପ୍ରେମ ବିବାହ କରିଥିଲେ ସ୍ୱାଗତିକା।ପରେ ରେଜିଷ୍ଟ୍ରି ମ୍ୟାରେଜ କରି ସ୍ବାମୀ ସ୍ତ୍ରୀ ଭାବେ ବେଶ ହସଖୁଷି ରେ ରହି ଆସୁଥିଲେ।
ତାଙ୍କର ଏକ ୪ ବର୍ଷର ପୁତ୍ର ସନ୍ତାନ ଅଛି।କିଛି ବର୍ଷ ପରେ ସ୍ୱାଗତିକା ଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ନି-ର୍ଯା-ତ-ନା ଦେଉଥିବା ନେଇ ଅଭିଯୋଗ ହୋଇଛି।ସ୍ୱାଗତିକା ଶାଶୁଘର ର ଅତ୍ୟାଚାର ସହି ନପାରି ଶେଷରେ ନିଜର ଜୀବନ ହାରି ଦେଇଛନ୍ତି।
ଏହି ଘଟଣା କୁ ନେଇ ଝିଅ ଘର ଲୋକେ ଯାଜପୁର ଥାନା ରେ ଅଭିଯୋଗ କରିଛନ୍ତି।ତେବେ ସ୍ୱାଗତିକା ଙ୍କ ମା ଝିଅ ର ମୃ-ତ୍ୟୁ କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ନି-ର୍ଯା-ତ-ନା ର ଶିକାର ହୋଇ ଶେଷରେ ଜୀବନ ହାରି ଦେଇଛି ଝିଅ।
Vh
ଯାହା ପାଇଁ ଶାଶୁଘର ଲୋକେ ଦାୟୀ ବୋଲି ସ୍ୱାଗତିକା ଙ୍କ ମା କହିଛନ୍ତି।ଘଟଣା ସ୍ଥଳରେ ଉଭୟ ପରିବାର ଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।ସେଠାରେ ଯାଜପୁର ରୋଡ ପୋଲିସ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କରିବା ସହିତ ଘଟଣାଟା ତଦନ୍ତ ଆରମ୍ଭ କରିଛି।
ସ୍ୱାଗତିକା ଙ୍କ ମାମୁଁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ଭାଣିଜି ଭଲ ପାଇ ବିବାହ କରିଥିଲେ।ସ୍ୱାଗତିକା ଙ୍କ ର ଖଣ୍ଡାୟତ ହୋଇଥିଲା ବେଳେ ଯୁବକ ଜଣଙ୍କ ଗଉଡ ଅଟନ୍ତି।
ଘରେ ରାଜି ନ ହେବା ସତ୍ତ୍ୱେ ତାଙ୍କର ଜୋର ଜବରଦସ୍ତି ବିବାହ ହୋଇଥିଲା।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.