Movie prime

ଆରେ ବାପ ରେ.. ଜାଗର ରେ ଶିବ ଙ୍କ ପ୍ରଚଣ୍ତ କ୍ରୋ-ଧ..ଜାଗର ରେ ହଠାତ୍ ହୁତୁ ହୁତୁ ହୋଇ ଜ-ଳି-ଗ-ଲା ଘର

 
Ggy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Jj
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି।
କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଧୀନରେ ଥିବା କାଜିପାଟଣା ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଅନାଥ ବେହେରାଙ୍କ ଗୋଟିଏ ଘରେ ନିଆଁ ଲାଗିଯାଇଥିବା ବେଳେ ପାଖାପାଖି ତିନିଲକ୍ଷ ଟଙ୍କାର ଧନ ସଂପତ୍ତି ଜଳି ପାଉଁଶ ହେଇ ନଷ୍ଟ ହୋଇଯାଇଛି।
Hh
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଯାଇଛନ୍ତି। ହେଲେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିବା ବେଳେ ଅନେକ ଦାମୀ ଆସବା ପତ୍ର ପୋଡ଼ି ପାଉଁଶ ହେଇଯାଇଛି। ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି କି, ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି। 
ଯାହାଫଳରେ ତିନିଲକ୍ଷ ଟଙ୍କାର ଜିନିଷ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଏବେ ଅନାଥ ବେହେରା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି କି, ତାଙ୍କୁ କିଛି ସହାୟତା କରିବା ପାଇଁ। ତେବେ ନିଆଁ ଯେତେବେଳେ ଘରେ ଲାଗିଯାଇଥିଲା ସେତେବେଳେ ପରିବାର ଲୋକେ ମଧ୍ୟ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ପରିବାର ଲୋକେ ବିଫଳ ହୋଇଯାଇଥିଲେ। ଅଗ୍ନିଶମ ବାହିନୀକୁ ସଙ୍ଗେ ସଙ୍ଗେ ଫୋନ କରିବାରୁ ସେ ପହଞ୍ଚି ଯାଇଥିଲେ। ହେଲେ ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ସବୁ ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.