Movie prime

ହୀରାକୁଦ ରେ ଦେଖା ଗଲା ଜଳ ପରୀ, ବାଡେଇ ଛାଟି ହୋଇ ଖେଳୁଛି ପାଣି ରେ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହୀରାକୁଦ ଜଳ ଭଣ୍ଡାରରେ ଧୀରେ ଧୀରେ ବଢ଼ିବାକୁ ଲାଗିଛି ଜଳ ସ୍ତର। ଆଉ ଜଳସ୍ତର ବଢୁଥିବା ନେଇ ହୀରାକୁଦର ଆଉ ତିନୋଟି ଗେଟ୍ ମଧ୍ଯ ଖୋଲିଛି।
ଯାହା ଦ୍ବାରା କି ଦଶଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ବାମ ପାର୍ଶ୍ୱରେ ସାତ ଟି ଓ ଡାହାଣ ପାର୍ଶ୍ଵରେ ତିନୋଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ହୀରାକୁଦରେ ଜଳସ୍ତର ୬୨୯.୬୫ ଫୁଟରେ ପହଞ୍ଚିଛି।
Special report
ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡ ରେ ୧ଲକ୍ଷ ୧୬ ହଜାର ୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୧ ଲକ୍ଷ ୫୪ ହାଜର ବନ୍ୟା ଜଳ। ହେଲେ ଆଗକୁ ମଧ୍ୟ ବଡ଼ ବର୍ଷା ଆସିବାକୁ ଯାଉଛି।
ହୀରାକୁଦ ର ମାଷ୍ଟର କଣ୍ଟ୍ରୋଲ ରୁମ୍ ର ଯନ୍ତ୍ରୀ ମଧ୍ଯ କହିଛନ୍ତି କି ଯଦିଓ ଆଗକୁ ପ୍ରବଳ ମାତ୍ରାରେ ବର୍ଷା ହେବାକୁ କୁହାଯାଇ ନାହିଁ ସେଥିପାଇଁ ଯେତିକି ମାତ୍ରାରେ ବର୍ଷା ହେବ ତାକୁ ନଜର ରଖି ପଦକ୍ଷେପ ନିଆ ଯିବ।
Special report
ହେଲେ ବର୍ତ୍ତମାନ୍ ପର୍ଯ୍ୟନ୍ତ ସେହି ୧୦ ଟି ଗେଟ୍ ମଧ୍ଯ ଦେଇ ହିଁ ବନ୍ୟାଜଳ କୁ ନିଷ୍କାସନ କରାଯିବ। ଆଉ ବର୍ଷା ର ପରିମାଣ କମିବା ଦ୍ବାରା ହିଁ ହୀରାକୁଦ କୁ କମ୍ ଜଳ ପ୍ରବେଶ କରିବ। ଆଉ ଏହା ସୁଚନା ମଧ୍ୟ ମିଳିଛି କି ବର୍ଷାର ପରିମାଣ କମିବାକୁ ଯାଉଛି।
ସେଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ ଯଦି ବର୍ଷାର ପରିମାଣ କମି ଯାଏ ତେବେ ଆପେ ଆପେ ହୀରାକୁଦ ଗେଟ୍ ଗୁଡିକ ମଧ୍ୟ ବନ୍ଦ ହେବ। ଏବଂ ବନ୍ୟା ପାଇଁ ମଧ୍ଯ ଲୋକ ଭୟବୀତ ହେବେ ନାହିଁ।
ଏବେ ଏହି ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କାରଣ ହୀରାକୁଦ ଗେଟ୍ ଖୋଲିବା ମାତ୍ରେ ହିଁ ତଳିଆ ଲୋକ ମାନଙ୍କ ମନରେ ବନ୍ୟାର ଭୟ ସୃଷ୍ଟି ହୋଇଥାଏ।
ଆଉ ଏହା ଦ୍ବାରା ମଧ୍ଯ ଲୋକ ମାନେ ଖୁବ ଚିନ୍ତାରେ ପଡି ଯାଆନ୍ତି କି ତାଙ୍କ ଧନ ଜୀବନ କୁ କିଭଳି ଭାବରେ ସୁରକ୍ଷିତ ରଖିବେ। ତେବେ ଆପଣ ମାନେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏବେ ବନ୍ୟାର ସମ୍ଭାବନା ନାହିଁ। କାରଣ ଆଗକୁ ବର୍ଷା କମିବା କୁ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.