Movie prime

ହୋଲି ରେ ପାର୍ଟି ରେ ମ-ଦ ପିଇ ହଙ୍ଗାମା କଲେ ଯୁବତୀ, ଶେଷରେ ଆସିଲା ପିସିଆର ନେଲା ଥାନା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଅନେକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ଯେଉଁ ଖବର ଆସିଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।
ଆପଣମାନେ ସମସ୍ତେ ତ ଜାଣିଥିବେ ଝିଅମାନେ ଲଜ୍ୟାଶୀଳ ହୋଇଥାନ୍ତି । ଆଉ ସେମାନେ ସବୁ କାମ କରିବା ପୂର୍ବରୁ ତାଙ୍କ ଇଜ୍ଜତ କଥା ଭାବିଥାନ୍ତି । କିନ୍ତୁ ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଘଟଣା ଘଟିଛି ବା ଖବର ଆସିଛି ଭୁବନେଶ୍ୱର ସହରରୁ । ଭୁବନେଶ୍ୱର ସହରରେ ଜଣେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ । ଏବେ ସୋସିଆଲ ମିଡିଆରେ ଏହି ଯୁବତୀଙ୍କ କାମକୁ ନେଇ ଚର୍ଚ୍ଚା ହେଉଛି ।
ଭୁବନେଶ୍ୱର ସହରରେ ଯୁବତୀ ଜଣକ ପବରେ ମଦ ପିଇ ରାସ୍ତାରେ ହଂଗାମା କରୁଛନ୍ତି । ଏହି ଯୁବତୀ ଜଣକ ରାସ୍ତାରେ ଟଳମଳ ଅବସ୍ଥାରେ ଚାଲୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଏହି ଯୁବତୀ ଜଣଙ୍କୁ ଯେଉଁ ବ୍ୟକ୍ତି କିଛି ପ୍ରଶ୍ନ ପଚାରୁଛନ୍ତି ସେ ତାଙ୍କୁ ଗାଳି କରୁଛନ୍ତି । ଏହାପରେ ପୋଲିସ ମଧ୍ୟ ସେହି ଯୁବତୀଙ୍କ ପାଖରେ ପହଞ୍ଚିଛନ୍ତି କିନ୍ତ ସେହି ଯୁବତୀ ଜଣକ କିଛି ଶୁଣି ନାହାଁନ୍ତି । ସେ ପୋଲିସମାନଙ୍କୁ ମଧ୍ୟ ଗାଳି କରିଛନ୍ତି । ସେହି ଯୁବତୀ ଜଣକ ଜମା ନଡରି ଭୁବନେଶ୍ୱର ରାଜରାସ୍ତାରେ ଚାଲୁଛନ୍ତି । 
ରାସ୍ତାରେ ଅନେକ ଗାଡ଼ି ଆସୁଛି ସେଥିପାଇଁ ଯୁବତୀ ଜଣଙ୍କୁ ଦେଖିଲେ ଡର ଲାଗୁଛି । ପୋଲିସ ଯୁବତୀଙ୍କୁ ପଚାରିଲେ କେଉଁଠାକୁ ଯିବ ସେ ତାଙ୍କୁ ଛାଡ଼ିଦେବେ କିନ୍ତୁ ଯୁବତୀ ଜଣକ କିଛି କହୁନଥିଲେ । ଏହି ଘଟଣା ହେଉଛି ଭୁବନେଶ୍ୱର ସହରର ଜୟଦେବ ବିହାରର ଦୃଶ୍ୟ ।
ସେହି ଯୁବତୀ ଜଣକର ଘର ହେଉଛି ଯାଜପୁରରେ । ସେ ଭୁବନେଶ୍ୱର ଶହୀଦ ନଗରର ହଷ୍ଟେଲରେ ରହୁଥିଲେ । ସେହି ଯୁବତୀ ଜଣକ ଏକ ବେସରକାରୀ କମ୍ପାନୀରେ କାମ କରୁଛନ୍ତି । ଯୁବତୀଙ୍କ ଏହି ଟଳମଳ ହୋଇ ରାସ୍ତାରେ ଚାଲୁଥିବା ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।