Movie prime

ହଷ୍ଟେଲ ରେ ଯୁବତୀ କରୁଥିଲେ ଏମିତି କାଣ୍ଡ , ଭିଡିଓ କରି ଭାଇରାଲ କରିଦେଲେ ରୁମ୍ ମେଟ୍

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଏବେ ସୋସିଆଲ ମିଡିଆରେ ଅନେକ ଖବର ଶୁଣି ଥିବେ।ବର୍ତ୍ତମାନ ସମୟରେ ଝିଅ ମାନେ ଅନ୍ୟ ଝିଅ ମାନଂକ ସହିତ ଖରାପ ସମ୍ପର୍କ ରଖୁଛନ୍ତି।ସମାଜ ଏବେ ବହୁତ୍ କଳୁଷିତ ହେବାକୁ ଲାଗୁଚି।ଲୋକ ମାନେ ଏମାନଙ୍କ ଠାରୁ ବହୁତ୍ ଖରାପ କଥା ଶିଖୁଛନ୍ତି।
Special report
କଲେଜ ରେ ବାପା ମା ମାନେ ପଇସା ଦେଇ ପାଠ ପଢ଼ାଇ ଛନ୍ତି।ହେଲେ ପିଲା ହଷ୍ଟେଲ ରେ ରହିଲା ପରେ କାହାକୁ ଆଉ ମାନୁ ନାହାନ୍ତି।ଅର୍ଥ ପାଇବା ପାଇ ଅନେକ ଖରାପ କାମ ରେ ଲିପ୍ତ ରହୁଛନ୍ତି।ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ଆମେ ଆପଣଙ୍କୁ ସେଭଳି କିଛି କଥା କହିବାକୁ ଯାଉଛୁ।ଯାହାକି ଘଟିଛି କର୍ଣ୍ଣାଟକ ମେଡିକାଲ କଲେଜ ରେ।ଏଠାରେ ଝିଅ ମାନେ ସାଜିଛନ୍ତି ଅନ୍ୟ ଝିଅ ମାନଙ୍କ ଶତ୍ରୁ।ବାଥ୍ ରୁମ୍ ରେ ଆଗରୁ କ୍ୟାମେରା ଫିଟ୍ କରିଥିଲେ।
Special report
ଅଲଗା ଝିଅ ମାନେ ବାଥରୁମ କୁ ଗାଧୋଇ ବାକୁ ଗଲେ ତାଙ୍କ ଭିଡିଓ କରି ଦେଉ ଥିଲେ।ଏହା ପରେ ତାଙ୍କର କିଛି ପୁରୁଷ ବଂଧୁ ଏହି ଭିଡିଓ ଙ୍କୁ ଛାଡି ଦେଉ ଥିଲେ।ଏପରି ସେ ଝିଅ ମାନେ ସବୁବେଳେ କରନ୍ତି।ସେ ଯୁବକ ମାନେ ହଠାତ୍ ଦିନେ ତାକୁ ସୋସିଆଲ ମିଡିଆରେ ଛାଡ଼ି ଦେଲେ।
Special report
ଯେଉଁଥିପାଇଁ ସବୁ ସତ ସାମନା କୁ ଆସି ଗଲା।ପୋଲିସ ସେହି ହଷ୍ଟେଲ ରେ ପହଞ୍ଚି ତିନି ଝିଅ ଙ୍କୁ ଗିରଫ କରିଛି।କଲେଜ ମଧ୍ୟ ତିନି ଝିଅ ଙ୍କୁ ସସ୍ପେଣ୍ଡ କରିଛି।ପାଠ ପଢ଼ିବାକୁ ଆସି ଏଭଳି କାମ କରିଥିବାରୁ ତାଙ୍କୁ କଠିନ ରୁ କଠିନ ଶାସ୍ତି ଦିଆ ଯିବା ଉଚିତ।
କିନ୍ତୁ ଏ ଯାଏଁ କୌଣସି ଝିଅ ଏ ବିଷୟ ରେ ଜାଣି ନାହାନ୍ତି ଯେ ସେ ବାଥ୍ ରୁମ୍ ରେ କ୍ୟାମେରା ଫିଟ୍ ହୋଇ ଥିଲା।ସେଥିପାଇଁ କେହି ଥାନା ର ଦ୍ବାରସ୍ଥ ହୋଇ ନ ଥିଲେ।ଖୁବ୍ ଶୀଘ୍ର ସେହି ଯୁବକ ମାନଙ୍କୁ ମଧ୍ୟ ଧରା ଯିବ ବୋଲି ପୋଲିସ କହିଛି।
Special report
ଏମିତି ଏକ ଘଟଣା ଆଗରୁ ଚଣ୍ଡିଗଡ ରେ ମଧ୍ୟ ଘଟି ସାରିଛି।ଏମିତି କରି ଝିଅ ମାନେ କି ଲାଭ ପାଉ ଛନ୍ତି କେଜାଣି।ସେମାନଙ୍କୁ ଉପଯୁକ୍ତ ଦଣ୍ଡ ର ବ୍ୟବସ୍ଥା କରା ଯିବା ଉଚିତ୍।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.