Movie prime

ସାମାନ୍ୟ ୩୦୦ ଟଙ୍କା ପାଇଁ ହଷ୍ଟେଲ ରେ ଯୁବତୀ କରୁଛନ୍ତି ଦେହ ବେପାର, ବିଡିଓ ଭାଇରାଲ ପରେ ସତ ଆସିଲା ସାମ୍ନା କୁ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ସମାଜ ରେ କିଭଳି ନିନ୍ଦନୀୟ ଘଟଣା ମାନ ଘଟୁଛି।ପାପ ଏପରି ମାତ୍ରା ରେ ବଢ଼ି ଚାଲିଛି ଯେ ଭଲ ଲୋକ ମାନଙ୍କ ର ଏ ସମାଜ ରେ ଆଉ ସ୍ଥାନ ନାହିଁ।କୁହା ଯାଏ ଦିଅର ଭାଉଜ ହେଉଛନ୍ତି ଭାଇ ଭଉଣୀ।
ହେଲେ ବର୍ତ୍ତମାନ ସେହି ଭାଇ ଭଉଣୀ ଙ୍କ ସଂପର୍କ କୁ କିଛି ଲୋକ ଖରାପ କରୁଛନ୍ତି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାନ୍ସି ଜିଲ୍ଲା ର ପ୍ରେମନଗର ସହର ରେ।ଜଣେ ବ୍ୟକ୍ତି ନିଜ ବିଧବା ଭାଉଜ ଙ୍କ ସହିତ ପ୍ରେମ ସମ୍ପର୍କ ରଖି ନିଜ ସ୍ତ୍ରୀ କୁ ମାରିବା ପାଇଁ ପଛାଇଲେ ନାହିଁ।
Special Report
ପ୍ରେମନଗର ଗାଁ ରେ ସଂଜୟ ଓ ତାଙ୍କ ସ୍ତ୍ରୀ ରେଖା ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ।ବିବାହ ପରେ ତାଙ୍କର ୫ ଟି ଛୁଆ ଜନ୍ମ ହେଇଥିଲେ।ହେଲେ ଏହାର କିଛି ଦିନ ପରେ ସଞ୍ଜୟ ନିଜ ବିଧବା ଭାଉଜ ଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ।ସବୁବେଳେ ଭାଉଜ ଙ୍କ ଘରେ ପଶିକରି ରହୁଥିଲେ।
Special Report
ଏହାକୁ ସହି ପାରି ନ ଥିଲେ ତାଙ୍କ ସ୍ତ୍ରୀ ରେଖା।ସେ ଏହାର ଖୁବ ବିରୋଧ କରିଥିଲେ।ସଞ୍ଜୟ ତାଙ୍କ ସ୍ତ୍ରୀ ଙ୍କୁ ରାସ୍ତା ରୁ ହଟେଇବା ପାଇଁ ଚେଷ୍ଟା କଲେ।ଅନେକ ପ୍ରକାର ଚେଷ୍ଟା କରି କରି ଶେଷ ରେ ସେ ସଫଳ ହେଲେ।ଏବଂ ରେଖା କୁ ଅତି ନିର୍ମମ ଭାବେ ହ-ତ୍ୟା କଲେ।
ଦିନେ ସଞ୍ଜୟ ନିଜ ପରିବାର ପାଇଁ ବଜାର ରୁ ଚିକେନ ଆଣି ଘରେ ଦେଇ ଦେଇ ବିଧବା ଭାଉଜ ଙ୍କ ପାଖକୁ ଚାଲିଗଲେ।ଏପଟେ ତାଙ୍କ ପତ୍ନୀ ରୋଷେଇ କରୁଥିବା ସମୟ ରେ ସବୁ ଜାଣି ବାକୁ ପାଇଲେ।
Special Report
ସଞ୍ଜୟ ଆସିଲା ଳରେ ଉଭୟ ଙ୍କ ଭିତରେ ଅନେକ ପ୍ରକାର ଝଗଡା ହେଲା।ରେଖା ରୋଷେଇ ଘରୁ ଉଠି ଯାଇ ଘରେ ଶୋଇଲେ।ଏହି ସମୟ ରେ ତାଙ୍କ ସ୍ଵାମି ମାଂସ ତରକାରି ରେ ନିଶା ଦ୍ରବ୍ୟ ମିଶାଇ ଦେଲେ।ଏବଂ ରେଖା କୁ ଦେଲେ ଖାଇବାକୁ।ରେଖା ଏହା ଖାଇ ସାରି ବେହୋସ ହୋଇଗଲେ।
ଏହା ପରେ ସଞ୍ଜୟ ରେଖା ଙ୍କୁ ଏକ ଛୁରୀ ସାହାଯ୍ୟ ରେ କାଟି ବାକୁ ଆରମ୍ଭ କଲେ।ତାଙ୍କ ଅତି ନିର୍ମମ ଭାବେ ଛୁରୀ ରେ ହ-ତ୍ୟା କରି ଫେରାର୍ ହୋଇଗଲେ।
Special Report
କିଛି ସମୟ ପରେ ତାଙ୍କ ପଡୋଶୀ ମାନେ ରେଖା କୁ ଦେଖି ପୋଲିସ କୁ ଖବର ଦେଲେ ଓ ରେଖା ଙ୍କୁ ମେଡ଼ିକାଲ୍ ରେ ଭର୍ତି କଲେ।କିନ୍ତୁ ଡାକ୍ତର ରେଖା ଙ୍କୁ ମୃ-ତ ବୋଲି ଘୋଷଣା କଲେ।ପୋଲିସ ବର୍ତ୍ତମାନ ସମୟ ରେ ସଞ୍ଜୟ କୁ ଖୋଜୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.