Movie prime

ସେ ପୋଡ଼ା ମୁଁହି ଜେଲ୍ ରେ ମ-ରି ଯାଉ...ଖୁନି ଝିଅ ପାଇଁ ଇଚ୍ଛା ମୃ-ତ୍ୟୁ ମାଗିଲେ ମା..

 
Bb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବହୁ ଚର୍ଚ୍ଚିତ ରାଜଧାନୀ ର ଚିନ୍ତାମଣି ସ୍ଵର ଅଞ୍ଚଳ ର ହ-ତ୍ୟା-କା-ରୀ ଯୁବତୀ ଙ୍କ ମା ଓ ବାପା ଙ୍କ ମୃ-ତ୍ୟୁ ପରେ ପିଉଷୀ ଙ୍କ ଘରେ ରହି ପାଠ ପଢ଼ୁଥିଲେ ନିହାରିକା।
ଆଉ ଏଠାରେ ହିଁ ରହି ନିଜ ଲଭ୍ ଚଳାଇଥିଲେ।ପ୍ରେମ ବ୍ୟାପାର କୁ ନେଇ ପୂର୍ବତନ ପ୍ରେମିକ ଙ୍କୁ ହ-ତ୍ୟା କରିବାକୁ କରିଥିଲେ ସାଙ୍ଘାତିକ ଷଡ଼ଯନ୍ତ୍ର।ତେବେ ପ୍ରେମିକ ବଦଳ ରେ ବନ୍ଧୁ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଥିଲେ।
Bb
ଯୁବତୀ ଙ୍କ ବଡ଼ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ନିହାରିକା ମରି ଯିବା ହିଁ ଭଲ।ବାପା ଙ୍କ ର ଯେତେବେଳେ ମୃ-ତ୍ୟୁ ହେଲା ପିଉଷୀ ମାନେ ଆଣି ରଖିଥିଲେ।ଭାବିଥିଲେ ଭଲ ପାଠ ପଢିବେ,ଶିକ୍ଷିତ ହେବେ।
କିନ୍ତୁ ସେ ଯଦି ଅନ୍ୟ ରାସ୍ତା କୁ ଗଲେ ସେ ଝିଅ ମରିଯିବା ହିଁ ଭଲ।ଆଉ ସେପଟେ ସାମାନ୍ୟ ପ୍ରେମ ପାଇଁ ନିଜ ବନ୍ଧୁ ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ଗୌତମ।ଯୁବତୀ ଙ୍କ ପ୍ରଥମ ପ୍ରେମିକ ପିଂକୁ ପ୍ରଥମେ ଗୌତମ ଙ୍କୁ ଡାକି ଥିଲେ।
Gg
ହେଲେ ଏତେ ରାତି ରେ ସେ ଯିବାକୁ ଚାହୁଁ ନଥିଲେ,କିନ୍ତୁ ବନ୍ଧୁ ହିସାବ ରେ ଅଞ୍ଚନ ତାଙ୍କ ସହିତ ଘଟଣା ସ୍ଥଳ କୁ ଯାଇଥିଲେ।ଶେଷ ରେ ମିଶି କି ଉଭୟ ବାଇକ୍ ରେ ନିହାରିକା ଙ୍କ ଘର କୁ ଆସିଥିଲେ।
ତେବେ ମାତ୍ର କେହି ମିନିଟ ରେ କଥାବାର୍ତ୍ତା ପରେ ଗୌତମ ଙ୍କୁ ଅସଭ୍ୟ ଭାଷା ରେ ଗାଳି ଦେଇଥିଲେ ନିହାରିକା ଏବଂ ତାଙ୍କ ପ୍ରେମିକ।ଶେଷ ରେ କିଛି ଦୂର ରେ ଥିବା ଅଞ୍ଜନ ପହଞ୍ଚି କାହିଁକି ଡାକି ଥିଲେ ବୋଲି ପଚାରିବାରୁ ହଠାତ୍ ନିହାରିକା ଖଣ୍ଡା ବୁଲାଇବାକୁ କହିଥିଲା।
ଆଉ ଯୁବତୀ ଙ୍କ କଥା ଶୁଣି ପିଁକୁ ଏବଂ ତାଙ୍କ ସହଯୋଗୀ ଖଣ୍ଡା ରେ ହାଣିବା ପାଇଁ ଗୋଡ଼ାଇ ଥିଲେ।ଏହାପରେ ଗୌତମ ପାଖରେ ଥିବା ଏକ ଟ୍ରକ ତଳେ ଲୁଚି ପଡ଼ିଥିଲେ।ହେଲେ ଅଞ୍ଜନ କିନ୍ତୁ ସାମ୍ନା କରିବାରୁ ହଣା ଖାଇଲେ ଆଉ ଶେଷ ରେ ଜୀବନ ହାରି ଥିବା କହିଛନ୍ତି ଗୌତମ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.