Movie prime

ପ୍ରେମିକ ସହ ରହିଲେ 0yo ରେ ଅଧ ରାତି ରେ କରିଦେଲେ ଏମିତି..

 
Bh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆମ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ନିଜ ସ୍ଵାମୀ ଥାଉ ଥାଉ ପର ପୁରୁଷ ଙ୍କ ସହିତ ସମ୍ପର୍କ ରଖୁଛନ୍ତି ମହିଳା।ତେବେ ଏଭଳି ଏକ ଘଟଣା ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଯାହାକୁ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେବେ।ଭଲ ପାଇ ବିବାହ କରିଥିଲେ ମହିଳା।ହେଲେ ନିଜ ଖୁସି ସ୍ଵାମୀ ଙ୍କ ପାଖରୁ ସରି ଯିବା ପରେ ଅନ୍ୟ ପୁରୁଷ ଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ତାଙ୍କ ସହିତ ଓୟୋ ରୁମ୍ ଯାଇ ଥିଲେ।
Hh
ଯେଉଁ ଠାରେ ଧରି ପକାଇ ଥିଲେ ସ୍ଵାମୀ।ସୂଚନା ଅନୁସାରେ ଗତ କିଛି ବର୍ଷ ତଳେ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ବିବାହ ହୋଇ ଥିଲା।ବିବାହ ସମୟ ରେ ଉଭୟ ବହୁତ ଖୁସି ରେ ଥିଲେ।
ହେଲେ ଗୋଟିଏ ଦିନ ତାଙ୍କ ସ୍ଵାମୀ ଦେଖିଲେ ତାଙ୍କ ସ୍ତ୍ରୀ ଅଫିସ ଯିବା ପାଇଁ ନିଜ ଘରେ ଥିବା ଗାଡ଼ି ବ୍ୟବହାର କରୁ ନାହାନ୍ତି।ସେ ବସ୍ ରେ ସବୁଦିନ ଯିବା ଆସିବା କରୁଛନ୍ତି।ଯେଉଁଥିପାଇଁ ସ୍ଵାମୀ ଙ୍କ ମନ ରେ ସନ୍ଦେହ ହୋଇ ଥିଲା।ସେ ନିଜ ସ୍ତ୍ରୀ ର ପିଛା କରିବା ଆରମ୍ଭ କଲେ।
ମହିଳା ଜଣକ ଅଫିସ ଯିବା ସମୟ ରେ ତାଙ୍କ ସ୍ଵାମୀ ତାଙ୍କ ପଛେ ପଛେ ଗାଡ଼ି ନେଇ ଯାଇ ଥିଲେ।ଏହା ପରେ ସେ ଦେଖିଲେ ତାଙ୍କ ସ୍ତ୍ରୀ ଅଫିସ ନ ଯାଇ ଗୋଟିଏ ଓୟୋ ରୁମ୍ ଭିତରକୁ ଗଲେ।ଏହା ଦେଖି ତାଙ୍କ ସ୍ଵାମୀ ଆଶ୍ଚର୍ଯ୍ୟ ହୋଇ ଗଲେ।
Bb
ସେ ସାଙ୍ଗେ ସାଙ୍ଗେ ସେଠାରେ ନିଜ ସ୍ତ୍ରୀ ଙ୍କୁ ଧରି ପକାଇ ଥିଲେ।ଏହା ପରେ ଉଭୟ ଙ୍କ ମଧ୍ୟ ଖୁବ୍ ଝଗଡ଼ା ହେଲା।ସେ ଓୟୋ ରୁମ୍ ବାହାରେ ରହି ସବୁ କିଛି ର ଭିଡିଓ କରି ଥିଲେ।
ଏହା ପରେ ତାଙ୍କ ପତ୍ନୀ ଙ୍କୁ ସେ ଛାଡ ପତ୍ର ଦେଇ ଥିଲେ।ତାଙ୍କର ସବୁ ଭିଡିଓ ସୋସିଆଲ ମିଡିଆରେ ଛାଡ଼ି ଦେଇ ଥିଲେ।ଏ ନେଇ ସେ ପୋଲିସ ଙ୍କୁ ଖବର ଦେଇ ଥିଲେ।
ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରି ଥିଲେ।ତେବେ ଆପଣ ମାନେ କୁହନ୍ତି ଏଭଳି ସ୍ତ୍ରୀ ଙ୍କୁ କେଉଁ ପ୍ରକାର ଦଣ୍ଡ ମିଳିବା ଆବଶ୍ୟକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.