Movie prime

ଆମ ଡ୍ରାଇଭର କୁ ମୁ ଦେହ ସୁଖ ଦେଲି...ସ୍ବାମୀ ଛାଡିଦେଲା ମତେ, ଏବେ ସେ ମତେ ବାହା ହେଉନି..

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ ମହିଳା ଥାନା କୁ ଆସିଥିଲେ।
ତାପସ ମହାପାତ୍ର ଙ୍କ ନାମରେ ଥାନା ରେ ଅଭିଯୋଗ କରିବା ପାଇଁ ଆସିଥିଲେ।ତାପସ ମହାପାତ୍ର ମହିଳା ଙ୍କ ସହିତ ଖରାପ ସମ୍ପର୍କ ରଖି ବ୍ଲାକ ମେଲିଂ କରୁଛନ୍ତି।ତାପସ ଏବଂ ତାଙ୍କ ପରିବାର ଲୋକମାନେ ମହିଳା ଙ୍କୁ ଟଙ୍କା ମଧ୍ୟ ମାଗୁଛନ୍ତି।
Hh
ମହିଳା ଜଣଙ୍କ ବହୁତ କଷ୍ଟ ରେ ଜୀବନ ବିତାଉଛନ୍ତି।ତାପସ ମହିଳା ଙ୍କୁ ମାଡ଼ ମାରୁଛନ୍ତି।ଘର ମାଲିକ ମଧ୍ୟ ଏ ବିଷୟରେ ଜାଣିଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି।ସବୁଠାରୁ ବଡ଼ କଥା ହେଉଛି ତାପସ ମହାପାତ୍ର ଡ୍ରାଇଭର ଥିଲେ।
ମହିଳା ଜଣଙ୍କ କହିଛନ୍ତି ଯେ ଯେତେବେଳେ ତାଙ୍କର ଛାଡପତ୍ର ହୋଇଥିଲା ତାପସ ତାଙ୍କୁ ଏକ ଘରେ ଆଣି ରଖିଥିଲେ।ଏବଂ ଯେତେବେଳେ ଯାହା ଦରକାର ସେତେବେଳେ ତାପସ ସାହାର୍ଯ୍ୟ କରିଥିଲେ।
ଏହାପରେ ବାରମ୍ବାର ମହିଳା ଙ୍କ ଘର କୁ ଆସିଥିଲେ।ଏବଂ ତାଙ୍କର ଅ-ଶ୍ଳୀ-ଳ ଫଟୋ ଉଠାଇ ଥିଲେ।ମହିଳା ଜଣଙ୍କ ଫଟୋ ସବୁ କାଟି ଦେବା ପାଇଁ ଯେତେବେଳେ କହିଥିଲେ ତାପସ କହିଥିଲେ ଯେ ଦୁହେଁ ବାହା ହେବେ।ଏବଂ ସବୁ ଦିନ ପାଇଁ ସ୍ବାମୀ ସ୍ତ୍ରୀ ହୋଇ ରହିବେ।
Gy
୧ ବର୍ଷ ବହୁତ ଭଲ ରେ ରହିଥିଲେ।ତାପସ ମହାପାତ୍ର ଯାହା ବି ରୋଜଗାର କରନ୍ତି ମହିଳାଙ୍କୁ ଦେଇଥାନ୍ତି।ମହିଳା ଜଣଙ୍କ ମଧ୍ୟ ଯାହା ରୋଜଗାର କରନ୍ତି ଘର ଖର୍ଚ୍ଚ କରିଥାନ୍ତି।ସ୍ବାମୀ ସ୍ତ୍ରୀ ହୋଇ ଏକ ବର୍ଷ ବହୁତ ଭଲ ରେ ଚଳୁଥିଲେ।
ମହିଳା ଙ୍କ ସ୍ବାମୀ ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ରଖିଥିଲେ ବୋଲି ତାଙ୍କୁ ଛାଡ଼ି ଦେଇଛନ୍ତି ବୋଲି କହିଛନ୍ତି।ବର୍ତମାନ ତାଙ୍କ ସ୍ବାମୀ ଆଉ କାହାକୁ ବାହା ହୋଇ ରହିଛନ୍ତି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ବହୁତ ନିନ୍ଦା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.