Movie prime

ମତେ ୨ ବର୍ଷ ଧରି ସେ-କ୍ସ କଲା... ଯେତେ ମନା କଲି, ନ ଶୁଣି ଇଜ୍ଜତ୍ ଲୁଟିଲା

 
Ku
ନମସ୍କାର ପାଠକ ବନ୍ଧୁ।ପ୍ରେମିକା କୁ ଛାଡ଼ି ଅନ୍ୟତ୍ର ବିବାହ କଲା ପ୍ରେମିକ।୮ ବର୍ଷ ର ପ୍ରେମ ସଂପର୍କ କୁ ଗୋଡ ରେ ଆଡେଇ ଦେଇ ଆଉ ଜଣକ ପାଖକୁ ଚାଲି ଗଲା ପ୍ରେମିକ।ଏହି କଥା ଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।
ଜଣେ ପୋଲିସ ଚାକିରି କରିଥିବା ଯୁବକ ଜଣକ ଧୋକା ଦେଇ ଅନ୍ୟ ଜଣ କୁ ବିବାହ କରିଛନ୍ତି।ପ୍ରଥମେ ପରିବାର ଠାରୁ ଲୁଚାଇ ସେମାନେ ମନ୍ଦିର ରେ ବିବାହ କରି ଥିଲେ।ହେଲେ ପରେ ଏହି ବିବାହ କୁ ସ୍ଵୀକୃତି ଦେଇ ନ ଥିଲେ ଯୁବକ।ଯାହାକୁ।ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Ki
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଞ୍ଚଳ ରେ।ସେଠାରେ ସୁଧୀର ନାମକ ଜଣେ ବ୍ୟକ୍ତି ଗତ ଆଠ ବର୍ଷ ତଳେ ଗୋଦାବରୀ ଙ୍କ ସହ ଦେଖା କରି ଥିଲେ।ପ୍ରଥମେ ଦେଖା ରେ ଉଭୟ ପରସ୍ପର କୁ ପ୍ରେମ କରି ଥିଲେ।
ସୁଧୀର ସବୁବେଳେ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ହେଲେ ଗୋଦାବରୀ ତାଙ୍କୁ କିଛି କୁହନ୍ତି ନାହିଁ।ଚାରି ବର୍ଷ ତଳେ ସେମାନେ ବିବାହ କରିବା ପାଇଁ ନିଷ୍ପତି ନେଇ ଥିଲେ।ହେଲେ ଏଥିରେ ସୁଧୀର ଙ୍କ ପରିବାର ଲୋକେ ରାଜି ନ ଥିଲେ।
ସେମାନେ ଗତ ଫେବୃଆରୀ ୧୪ ତାରିଖ ଦିନ ମନ୍ଦିର ରେ ବିବାହ କରିଥିଲେ।ହେଲେ ବର୍ତ୍ତମାନ ସମୟ ରେ ସୁଧୀର ତାଙ୍କ ପରିବାର କଥା ରେ ପଡ଼ି ଅନ୍ୟତ୍ର ବିବାହ କରିଛନ୍ତି।ଯାହାକୁ ସହି ପାରି ନାହାଁନ୍ତି ଗୋଦାବରୀ।
Hh
ଆଠ ବର୍ଷ ର ପ୍ରେମ ସଂପର୍କ କୁ ଛାଡି କିଭଳି ନିଜ ପରିବାର କଥା ରେ ଅନ୍ୟତ୍ର ବିବାହ କଲେ ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଚି।ଏ ନେଇ ଆଜି ମହିଳା ଥାନା ରେ ଅଭିଯୋଗ କରିଛନ୍ତି ଗୋଦାବରୀ।
ସେ ଲେଖିଛନ୍ତି କି ସୁଧୀର ଙ୍କ ସହିତ ତାଙ୍କର ଆଠ ବର୍ଷ ର ସମ୍ପର୍କ ରହିଥିଲା।ଏହି ସମୟ ମଧ୍ୟରେ ସେ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ତାଙ୍କୁ ବିବାହ ମଧ୍ୟ କରିଛନ୍ତି।ହେଲେ ବର୍ତ୍ତମାନ ତାଙ୍କୁ ପତ୍ନୀ ରୂପେ ସ୍ବୀକାର କରୁ ନାହାନ୍ତି।
ଅନ୍ୟ ଜଣକୁ ବିବାହ କରି ସେ ତାଙ୍କ ଘରେ ରହୁଛନ୍ତି।ବର୍ତ୍ତମାନ ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା ଆଗକୁ ଏହି ଘଟଣା ଟି କେଉଁ ମୋଡ ନେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.