Movie prime

ସ୍ଵାମୀ ଚାହୁଁଛି ଭାଉଜକୁ ବୋଲି ମୁଁହ ଖୋଲି ସବୁ ସତ କହିଦେଲେ ସ୍ତ୍ରୀ ଦେଖନ୍ତୁ ଦେଢ଼ଶୁର ଡାକୁଛନ୍ତି ଶୋଇବାକୁ .....

 
Fy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଜଣେ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ତାଙ୍କ ସ୍ଵାମୀ ଆଉ ଦେଢ଼ସୁରଙ୍କୁ ନେଇ ଅଭିଯୋଗ ଆଣିଛନ୍ତି । 
Ty
ଏହି ମହିଳା ଜଣକ ଅଭିଯୋଗ ଆଣିଛନ୍ତି କି ତାଙ୍କ ସ୍ବାମୀ ତାଙ୍କ ସହ ସମ୍ପର୍କ ରଖୁ ନାହାଁନ୍ତି । ତାଙ୍କ ଦେଢ଼ସୁର ତାଙ୍କ ଯାଆ ମଧ୍ୟ ସମ୍ପର୍କରେ ନାହାଁନ୍ତି । ତାଙ୍କ ସ୍ଵାମୀ ତାଙ୍କ ଯାଆ ସହିତ ସମ୍ପର୍କ ରଖିଛନ୍ତି । ତାଙ୍କ ସ୍ଵାମୀ କହୁଛନ୍ତି ତାଙ୍କ ଭାଉଜ ତାଙ୍କ ଜୀବନ ଆଉ ସେ ତାଙ୍କ ବିନା ବଞ୍ଚିପାରିବେ ନାହିଁ ।
ଏହାକହି ସେ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିଛନ୍ତି । ସେ ତାଙ୍କ ସ୍ତ୍ରୀ ଜଣଙ୍କୁ ଏଭଳି ମାଡ ମାରିଛନ୍ତି ଯାହା କି ଦେଖି ହେବ ନାହିଁ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁଶାନ୍ତ ସ୍ୱାଇଁ । ଆଉ ଏହି ମହିଳା ଜଣକ ଦେଢସୁରଙ୍କ ନାମ ହେଉଛି ସୁକାନ୍ତ ସ୍ୱାଇଁ ।
Fy
ଏହି ମହିଳା ଜଣକ ମଧ୍ୟ ଅଭିଯୋଗ ଆଣିଛନ୍ତି କି ତାଙ୍କ ଦେଢସୁର ତାଙ୍କ ସହ ସମ୍ପର୍କ ରଖିବାକୁ ଡାକୁଛନ୍ତି । ଏହି ମହିଳା ଜଣକ ଏବେ ବହୁତ କଷ୍ଟରେ ଅଛନ୍ତି । ତାଙ୍କ ଦେଢ଼ସୁରର ପ୍ରଥମ କନ୍ୟା ତାଙ୍କ ସ୍ବାମୀ ଆଉ ତାଙ୍କ ଯାର ।
ଏହି ମହିଳାଙ୍କ ଦେଢ଼ଶୁର କହୁଛନ୍ତି କି ତାଙ୍କର କିଛି ସମ୍ପର୍କ ତାଙ୍କ ସ୍ଵାମୀ ସହିତ ନାହିଁ ଆଉ ସେଥିପାଇଁ ସେ ତାଙ୍କୁ ସମ୍ପର୍କ ରଖିବାକୁ ଡାକୁଛନ୍ତି । ମହିଳାଙ୍କ ସ୍ବାମୀ ଆଉ ଦେଢ଼ଶୁର ତାଙ୍କ ଗୋଡ଼ ଭାଙ୍ଗି ଦେଇଥିଲେ । 
Tt
ଏହି ଘଟଣାକୁ ନେଇ ମହିଳା ଜଣକ ତାଙ୍କ ସ୍ବାମୀ ଆଉ ଦେଢସୁରଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏବେ ଏହି ମହିଳା ଜଣକ ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ଲେଖିଛନ୍ତି । ଏହି ମହିଳା ଜଣଙ୍କର ସ୍ବାମୀ ତାଙ୍କୁ ଜୀବନରୁ ମାରି ଦେବାକୁ ଚାହିଁଥିଲେ ।
ଏହି ମହିଳା ଜଣଙ୍କର ଏକ ଶିଶୁ କନ୍ୟା ମଧ୍ୟ ଅଛି । ଯାହାର ବୟସ ହେଉଛି ୧୭ ବର୍ଷ । ଏବେ ଏହି ଘଟଣାକୁ ନେଇ ଅନେକ ଖବର ଆସିଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି କଥା ଜାଣିପାରିବେ ।