Movie prime

ଉଫ୍ କି ବିଭତ୍ସ ମୃ-ତ୍ଯୁ..ଟିକେ ବାପା ଙ୍କୁ ଦେଖିବି...

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘରେ ଖାଉଥିଲା ପୁଅ ଆଉ ରାଗରେ ହାଣି ଦେଇଥିଲା ବାପା। କଥା କଟାକଟି ପରେ ହାତାହାତି ହୋଇ ଯାଇଥିଲେ। ପାରିବାରିକ କଲହରୁ ହୋଇଥିଲା କରୁଣ ପରିଣତି।
ରୋଷେଇ ସରିଥିବା ବେଳେ ଖାଇବାକୁ ବସିଥିଲେ ବାପ ପୁଅ। ବାପା କୁ ଶେଷ ଥର ପାଇଁ ଦେଖିବାକୁ ଅଳି କରୁଛି କୁନି ଝିଅ।କାରଣ ସେ ଜାଣି ସାରିଛି କି ତାର ବାପା ଆଉ ନାହାଁନ୍ତି ବୋଲି। ଜେଜେ ବାପା ର ଖଣ୍ଡା ଚୋଟ ରେ ସବୁଦିନ ପାଇଁ ସୋଇ ଯାଇଛି ବାପା।
Nn
ବାପା କୁ ଟିକେ ଭଲକରି ଆଖି ପୁରେଇ ଦେଖିବା ପାଇଁ ବାରମ୍ବାର ଜିଦି କରୁଛି।କାରଣ ସେ ଜାଣି ସାରିଛି କି ଖୁବ୍ ଶୀଘ୍ର ହୁଏତ ତାର ବାପା କୁ ଘରୁ ନେଇଯିବେ। ଆଉ ସେ ଆଉ ତାର ବାପା କୁ ଦେଖି ପାରିବେ ନାହିଁ।
ଅଲିଅଳି ଝିଅର ଏହି କାନ୍ଦ ସମସ୍ତଙ୍କ ଛାତିକୁ ଦୋହଲାଇ ଦେଇଛି।ଏଭଳି ଏକ ଘଟଣା ଘଟିଛି ବନ୍ତ ଥାନା , ଗୋବିନ୍ଦପୁର ର ସୁରଗଡିଆ ଗ୍ରାମରେ। ପ୍ରଥମେ ବାପ ପୁଅ ଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।
ପରେ ଏହା ଏତେ ଉଗ୍ର ରୂପ ନେଇଥିଲା କି ଘର ଭିତରେ ଚାଲିଥିଲା ଖଣ୍ଡା।ବାପା ର ଭୁଜାଲି ଚୋଟ ରେ ଚାଲି ଯାଇଥିଲା ଝିଅର ଜୀବନ। ପୁଅର ଭୁଜାଲି ଆକ୍ରମଣରେ ମଧ୍ୟ ବାପା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।
Nn
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏହାକୁ ନେଇ ମଧ୍ୟ ସେହି ଅଞ୍ଚଳର ଲୋକମାନେ ଖୁବ ଚିନ୍ତିତ ମଧ୍ୟ ହୋଇ ପଡିଛନ୍ତି। ଲୋକମାନେ ମଧ୍ୟ ଏହାକୁ ଭିନ୍ନ ଭିନ୍ନ କଥା ମଧ୍ୟ କହିଛନ୍ତି।
ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଲୋକ ମାନେ ମଧ୍ୟ ଭିନ୍ନ ଭିନ୍ନ କଥା କହିଥିଲେ। ସେହି ଅଞ୍ଚଳରେ ଲୋକମାନେ ମଧ୍ୟ ପୋ।ଲିସ ନିକଟରେ ଏହି ଘଟଣା ସଂପର୍କରେ ସେମାନେ ଅଭିଯୋଗ କରିବା ପରେ ପୋଲିସ
ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି। ତଦନ୍ତ ପରେ ହିଁ ଏହି ଘଟଣା ପଛରେ ଥିବା ଅସଲ ଘଟଣା ସାମ୍ନାକୁ ଆସିବ।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇ ବାକୁ ଆଦୌ ମଧ୍ୟ ଭୁଲି ଯିବେ ନାହିଁ।

Around The Web