Movie prime

ଏଥର ଡାର୍ଲିଙ୍ଗ ଡାକିଲେ କିମ୍ବା ଏହିପରି କମେଣ୍ଟ ମାରିଲେ ସିଧା ଯିବେ ଜେଲ ଦେଖନ୍ତୁ କଣ ହେଲା ନୂଆ ନିୟମ

 
Ghj
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଅନେକ ଲୋକ ଅଛନ୍ତି ଯେଉଁମାନେ ମହିଳାମାନଙ୍କୁ ଅନେକ କିଛି କମେଣ୍ଟ ମାରି ଥାଆନ୍ତି । ଏବେ ମହିଳାଙ୍କୁ ଡାର୍ଲିଂ ଡାକିଲେ କେସ ଲାଗିବ ।
ଯୌନ ଉତ୍ପୀଡନ ମାମଲା ହେବ ବୋଲି ଖବର ଆସିଛି । ଅଭିଯୁକ୍ତଙ୍କୁ ଯିବାକୁ ପଡିବ ଜେଲ । ଯଦି ଆପଣ କୌଣସି ମହିଳାଙ୍କୁ ଡାର୍ଲିଂ ସମ୍ବୋଧନ କରୁଛନ୍ତି ତାହେଲେ ଆପଣଙ୍କ ବିରୋଧରେ ମାମଲା ହୋଇପାରେ ବୋଲି ସୂଚନା ମିଳିଛି ।
Huj
ଆପଣଙ୍କ ନାଁ ରେ ମାମଲା ରୁଜ୍ଜୁ ହୋଇପାରେ ଆଉ ଆପଣଙ୍କୁ ମଧ୍ୟ ଜେଲ ଦଣ୍ଡ ମିଳିପାରେ ବୋଲି ସୂଚନା ମିଳିଛି । ଅଦାଲତ କହିଛି ଏହି ମାମଲା ଯୌନ ଉତ୍ପୀଡନ ସହ ସମାନ ତେଣୁ ସେହି ଅନୁସାରେ ଆପଣଙ୍କୁ ଦଣ୍ଡ ମିଳିବ ।
ମହିଳାମାନଙ୍କୁ ଡାର୍ଲିଂ ଡାକିବା ଆପଣଙ୍କ ପାଇଁ ଏକ ସାଧାରଣ କଥା ହୋଇପାରେ କିନ୍ତୁ ଆଇନ୍ ଦୃଷ୍ଟିରେ ଏହା ଏକ ବଡ ଅପରାଧ ବୋଲି ଜଣାପଡିଛି । କୋଲକତା ହାଇକୋର୍ଟ ଯୌନ ଉତ୍ପୀଡନ ମାମଲା ବେଳେ ଏହି କଥା କହିଛନ୍ତି ।
Hi
ରାସ୍ତାରେ ଗଲା ବେଳେ ଅଜଣା ଯୁବତୀଙ୍କୁ ଡାର୍ଲିଂ ଡାକି ଦେଇଥାନ୍ତି କିଛି ଲୋକ ଆଉ ସେମାନେ ଏବେ ସେଭଳି କରିଲେ ଜେଲ ଯିବେ । ତାଙ୍କ ନାଁରେ ମାମଲା ରୁଜୁ ହେବ । ଆଇପିଶି ଧାରା ୩୫୪ A ଅନୁଯାୟୀ ତାଙ୍କୁ ଜେଲ ଯିବାକୁ ପଡିବ ।
କୋଲକତା ହାଇକୋର୍ଟର ପୋର୍ଟ ପ୍ଲେୟାର ବେଞ୍ଚର ବିଚାରପତି ଜୟସେନ୍ ଗୁପ୍ତା ଜଣେ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ସହ ଜଣେ ଅଜ୍ଞାତ ମହିଳାଙ୍କୁ ରାସ୍ତାରେ ଡାର୍ଲିଂ ସମ୍ବୋଧନ କରିବା ଯୌ-ନ ଉତ୍ପୀଡନ ବୋଲି ସେ କହିଥିଲେ । 
ଧାରା ୩୫୪ ୧ ଘ ଅନୁସାରେ ଡାର୍ଲିଂ ହେଉଛି ଅପରାଧିକ ଏବଂ ଯୌନ ଅବିସନ୍ଧି ଥିବା ଶବ୍ଦ । ଅଭିଯୁକ୍ତ ଜଣକ ମହିଳା କନେଷ୍ଟବଳଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ଏହାପରେ ଏହି ଘଟଣା କୋର୍ଟରେ ଚାଲିଲା ।
ଆଉ ଏହାପରେ ଏହି ମାମଲାରେ ଅନେକ କିଛି ରୁଜ୍ଜୁ ହୋଇଥିଲା । ଏବେ ଖବର ଆସିଛି କି ମହିଳାମାନଙ୍କୁ ଡାର୍ଲିଂ ଡାକିଲେ ଏକ ମାସ ଜେଲ ଯିବେ । ଆଉ ଏହାକୁ ପଶ୍ଚିମବଙ୍ଗର ଅଦାଲତ କେବଳ ଚେତାବନୀ ଦେବାକୁ କହିଛନ୍ତି ।