Movie prime

ଏହି ୧୫ଟି ଲକ୍ଷଣ ମଧ୍ୟରୁ ଯଦି ଆପଣଙ୍କ ପାଖରେ ଥାଏ ଗୋଟିଏ ମଧ୍ୟ ଲକ୍ଷଣ ତେବେ ଆପଣ ହୋଇଥାନ୍ତି ଏମିତି ଭାଗ୍ୟଶାଳୀ

 
Tt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ କିଛି ଝିଅ ମାନେ ଏମିତି ହୋଇଥାନ୍ତି ଯେଉଁ ମାନଙ୍କର ଭାଗ୍ୟ ରେ ବାପା ଘର ଓ ଶାଶୁ ଘରେ ଧନର ବର୍ଷା ହୋଇଥାଏ। ଏପରି ଝିଅ ମାନେ ଯେଉଁ ଠାରେ ରହିଥାନ୍ତି ସେଠାରେ ସୁଖ, ବୈଭବ ଓ ସମୃଦ୍ଧି ବଢିବାକୁ ଲାଗିଥାଏ।
ଏଭଳି ସୁଲକ୍ଷଣି ଝିଅ ମାନଙ୍କର ପରିଚୟ ତାଙ୍କର ଶରୀରର ଅଙ୍ଗ ମାନଙ୍କର ଆକାର ଶୈଳୀ, ରଙ୍ଗ ରୁ ଅଜଣା ପଡିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଲକ୍ଷଣ ଦେଖିଲେ ଜାଣି ହେବ କି ଭାଗ୍ୟଶାଳୀ ଝିଅ ମାନେ କିଏ ବା ଏଭଳି ଝିଅ ମାନେ ଶୁଭ ଅଟନ୍ତି କି ନାହି।
Ft
୧- ପ୍ରଥମ ଲକ୍ଷଣ ହେଉଛି ଭାଗ୍ୟଶାଳୀ ଝିଅ ମାନଙ୍କର କାନ ଯଦି ଟିକେ ନାଲି ହୋଇଥାଏ ତଳ ଆଡକୁ ମୁନିଆ ଓ ଉପର ଆଡକୁ ଓସାରିଆ ଓ ମୋଟା ହୋଇଥାଏ ସେମାନେ ଭାଗ୍ଯବାନ ହୋଇଥାନ୍ତି।
୨- ଦିତୀୟ ଲକ୍ଷଣ ହେଉଛି ଯେଉଁ ଝିଅ ମାନଙ୍କର ଗୋଡ ର ଆଙ୍ଗୁଠି ଟିକେ ଉପରକୁ ଉଠି କରି ଲଗାଲଗି ଓ ମୋଟା ହୋଇଥାଏ ତେବେ ଏଭଳି ଝିଅ ସମୃଦ୍ଧିଶାଳି ହୋଇଥାନ୍ତି।
୩- ତୃତୀୟ ଲକ୍ଷଣ ହେଉଛି ଯେଉଁ ଝିଅ ମାନଙ୍କର ଆହତ ଲମ୍ବା ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ଝିଅ ମାନଙ୍କର ନାଭି ଗଭୀର ହୋଇଥାଏ ସେମାନେ ଲକି ସାବ୍ୟସ୍ତ ହୋଇଥାନ୍ତି।
Ty
୪- ଚତୁର୍ଥ ଲକ୍ଷଣ ହେଉଛି ଯେଉଁ ଝିଅ ମାନଙ୍କର ଜନ୍ମ ରୁ ଆଖିର ଧଳା ଭାଗ ଟି କ୍ଷୀର ଭଳି ଧଳା ହୋଇଥାଏ ସେମାନେ ଭାଗ୍ୟଶାଳୀ ଝିଅ ହୋଇଥାନ୍ତି। ଏହା ସହ ଟିଏ ନାଲି ଅଂସ ଆଖି ରେ ରହିଥାଏ।
୫- ପଞ୍ଚମ ଲକ୍ଷଣ ହେଉଛି ଯେଉଁ ଝିଅ ମାନଙ୍କର ପାଦ ର ତଳ ଭାଗ ଟି ଚିକ୍କଣ ହୋଇଥାଏ ସେମେନ ପରିବାର ପାଇଁ ଶୁଭ ହୋଇଥାନ୍ତି। ଏହାର ବିପରୀତ ଯେଉଁ ଝିଅ ମାନଙ୍କର ପାଦର ଗୋଇଠି ଫାଟୁଥାଏ ସେମାନେ ସର୍ବଦା ଦୁଖରେ ଜୀବନ କାଟିଥାନ୍ତି।
୬- ଯେଉଁ ଝିଅ ମାନଙ୍କର କପାଳ ବାହାର ଆଡକୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ କନ୍ୟା ମାନଙ୍କର ଆଇବ୍ରୋ ମଝିରେ କଳାଜାଇ ଥାଏ ସେମାନେ ସୁଲକ୍ଷଣୀ ହୋଇଥାନ୍ତି।
୭- ଯେଉଁ ଝିଅ ମାନଙ୍କର ଜିଭ ନାଲି ଓ ଚିକ୍କଣ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି। ଝିଅ ମାନଙ୍କର ନାହି ତଳକୁ କଳାଜାଇ ବା କୌଣସି ଚିହ୍ନ ଥିଲେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି।
୮- ଯେଉଁ ଝିଅ ମାନଙ୍କର ବେକ ଛୋଟ ହୋଇଥାଏ ସେମାନେ ପ୍ରାୟତ ଲକି ହୋଇଥାନ୍ତି। ଯେଉଁ କନ୍ୟା ମାନଙ୍କର ଓଠ ସର୍ବଦା ନାଲି ହୋଇଥାଏ ସେମାନେ ଯେଉଁ ସ୍ଥାନରେ ରହିଥାନ୍ତି ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି।
୯- ଯେଉଁ ଝିଅ ମାନଙ୍କର ପାଦ ରେ ଫୁଲ, ଚକ୍ର ଓ ଶଙ୍ଖ ଆଦି ଶୁଭ ଚିହ୍ନ ଥିବା ଉଚ୍ଚ ଅଧିକାରୀଙ୍କ ସ୍ତ୍ରୀ ହେବାର ସଂକେତ ଦେଇଥାନ୍ତି।
୧୦- ଯେଉଁ ଝିଅ ମାନଙ୍କର ନାକ ଆଗକୁ ବଡ ଓ ସିଧା ହୋଇ ରହିଥାଏ ସେମାନେ ଐଶ୍ଚର୍ଜ୍ୟର ସଂକେତ ଦେଇଥାନ୍ତି। ଗୋଇଠିରେ ସର୍ପ ଆକାରର ଚିହ୍ନ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.