Movie prime

ନେପାଳ ରେ ଭ-ୟା-ନ-କ ଭାବ ରେ ହେଇଗଲା ବସ ଦୁ-ର୍ଘ-ଟ-ଣା..ରାସ୍ତା ରେ ଉଡିଲା ମଣିଷ ଦେହ ର ମାଂ-ସ ଖଣ୍ଡ

 
Bh
ନମସ୍କାର ପାଠକ ବନ୍ଧୁ।ଆସିଚି ଏକ ବଡ ଖବର।ଛତିଶଗଡ ର ଭିଲାଇ ଜିଲ୍ଲା ର ଦୁର୍ଗାପୁର ଅଞ୍ଚଳ ରେ ଘଟିଛି ଏକ ବଡ ଦୁର୍ଘଟଣା।ବସ୍ ଟି ରାସ୍ତା ରେ ଆସୁଥିବା ସମୟ ରେ ଗୋଟିଏ ଖାଲ ରେ ପଡ଼ି ଯାଇ ଥିଲା।
ଏହା ପରେ ସେଠାରେ ଲୋକ ମାନେ ରୁଣ୍ଡ ହୋଇ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଥିଲେ।ଏ ନେଇ ସେଠାରେ ଏକ ଶୋକ ର ପରିବେଶ ସୃଷ୍ଟି ହୋଇଚି।କିଛି ଲୋକ ଙ୍କ ର ଘଟଣା ସ୍ଥଳ ରେ ମୃତ୍ୟୁ ଘଟି ଥିବା ବେଳେ ଆଉ କିଛି ଲୋକ ଆହତ ହୋଇ ମେଡିକାଲ ରେ ଭର୍ତି ହୋଇଛନ୍ତି।
Bb
ସୂଚନା ଅନୁସାରେ ଗତ କାଲି ବସ୍ ଟି ତାର ୪୦ ଯାତ୍ରୀ ମାନଙ୍କୁ ନେଇ କୁମାରୀ ରୁ ଭିଲାଇ ନେଇ କରି ଆସୁ ଥିଲା।କିଏ ଜାଣି ଥିଲା ବସ୍ ଟି ସହିତ ଏପରି କିଛି ହେବ।ଚାହୁଁ ଚାହୁଁ କେତେ ଲୋକ ଙ୍କ ଜୀବନ ଚାଲି ଗଲା।
ଏହି ବସ୍ ଟି ଆସୁ ଥିବା ସମୟ ରେ ଗୋଟିଏ ବଡ ଖାଲ ଭିତରେ ପଡ଼ି ଯାଇ ଥିଲା।ଏହି ଘଟଣା ରେ ୧୨ ଜଣ ଲୋକ ଙ୍କ ର ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି।ତାଙ୍କ ପରିବାର ଙ୍କୁ ଶବ ମଧ୍ୟ ଦିଆ ସରି ଯାଇଛି।ଏବେ ସେମାନଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।
Hh
ଅନ୍ୟ ପଟେ ଏହି ବସ୍ ଟି ୫୦ ଫୁଟ ତଳକୁ ପଡ଼ିବା ଫଳ ରେ କିଛି ଲୋକ ମାନେ ଆହତ ହୋଇଛନ୍ତି।ଆହତ ଲୋକ ମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇ ଥିଲା।ସେମାନଙ୍କ ମଧ୍ୟରୁ କିଛି ଲୋକ ଙ୍କ ର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି।
ସେମାନଙ୍କୁ ବଡ ଡାକ୍ତରଖାନା କୁ ପଠା ଯାଇଛି।ଅନ୍ୟ ଲୋକ ମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ସୂଚନା ରହିଛି।ତେବେ ଏ ନେଇ ଛତିଶଗଡ ମୁଖ୍ୟ ମନ୍ତ୍ରୀ ଗତ କାଲି ସମବେଦନା ଜଣାଇ ଛନ୍ତି।
ସେ କହିଥିଲେ କି ମୁଁ ଏହି ଦୁର୍ଘଟଣା ରେ ଅତ୍ୟନ୍ତ ଦୁଃଖିତ।ଭଗବାନ ମୃତକ ଙ୍କ ପରିବାର କୁ ଶକ୍ତି ଦିଅନ୍ତୁ।ଓ ଆହତ ଙ୍କ ପରିବାର କୁ ଆମେ ସବୁ ପ୍ରକାର ସାହାର୍ଯ୍ୟ କରିବୁ।
Hh
ସମସ୍ତଙ୍କୁ ମାଗଣା ରେ ଚିକିତ୍ସା କରା ଯିବ।ସେମାନଙ୍କ ର ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଆମେ ଯତ୍ନଶୀଳ ହେବୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.