Movie prime

ବନ୍ଦ ଘରେ ପୁଅ - ଝିଅ ଡ୍ରେସ୍ ଖୋଲି ହେଉଥିଲେ ରଙ୍ଗ ବୋଳା ବୋଳି, ଅଚାନକ କବାଟ ଖୋଲି ଦେଖିଦେଲା ଝିଅ ର ବାପା..

 
66
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Yy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ହୋଲିରେ ପ୍ରେମିକା ପ୍ରେମିକକୁ ଘରକୁ ଡ଼ାକିଥିଲା। ଆଉ ତାପରେ ଝିଅର ବାପା ଉଭୟଙ୍କୁ ଅସଂଜତ ଅବସ୍ଥାରେ ଦେଖି ଦେଇଥିଲା। ବନ୍ଧୁଗଣ ବାହାରେ ହୋଲି ଖେଳ ଚାଲିଥିବ ସମୟରେ ବାପା ଝିଅ ଘର ଭିତରେ ଥିଲେ। 
Hh
ଆଉ ବାପା ଝିଅକୁ ବାହାରକୁ ହୋଲି ଖେଳିବାକୁ ଯିବା ପାଇଁ ମନା କରିଦେଇଥିଲେ। ବାପା ଝିଅକୁ ଘରେ ରହିବାକୁ କହି କୌଣସି କାମରେ ବାହାରକୁ ଚାଲିଯାଇଥିଲେ ଝିଅର ବାପା। ଝିଅ ଘରେ କେହି ନଥିବାର ସୁଯୋଗ ଉଠାଇ ପ୍ରେମିକକୁ ଘରକୁ ଡାକି ଦେଇଥିଲା।
ଝିଅର ଗୋଟିଏ ଫୋନ କଲରେ ୫ ମିନିଟରେ ଆସି ଘରେ ପହଞ୍ଚି ଯାଇଥିଲା ପ୍ରେମିକ। ସେହି ଘର ଭିତରେ ଉଭୟ ପ୍ରେମ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଝିଅ ଜାଣିନଥିଲା ଯେ ବାପା ଘରେ ସିସିଟିଭି କ୍ୟାମେରା ଲଗେଇଥିଲା ବୋଲି। ବାପା ଘରେ ହିଡେନ କ୍ୟାମେରା ଲଗାଇଥିଲା। 
ଆଉ ଝିଅ ପ୍ରେମିକକୁ ଧରି ଘରେ ଯାହାସବୁ କରୁଥିଲା ସେହି କ୍ୟାମେରାରେ ରେକର୍ଡ ହେଇଯାଇଥିଲା। ପ୍ରେମିକ ଆସି ଘରେ ପହଞ୍ଚୁ ପହଞ୍ଚୁ ଝିଅର ବାପା ଆସି କବାଟ ବାଡେଇ ଥିଲା। ଆଉ ଝିଅ ବାପା ଆସିଥିବାର ଖବର ପାଇ ନିଜ ଡ୍ରେସ ନିଜେ ଜାଣିକି ଚରିଦେଇଥିଲା।
ବାପା ଘର ଭିତରକୁ ଆସିଲା ବେଳକୁ ଝିଅ ଜାଣିଶୁଣି କହିଥିଲା ଯେ ଯୁବକ ଜଣଙ୍କ ଘରେ ପଶି ମତେ ଦୁ-ଷ୍କ-ର୍ମ କରିବାକୁ ଚେଷ୍ଟା କରୁଥିଲା। ଆଉ ପରେ ସିସିଟିଭି ଫୁଟେଜ ଦେଖିବା ପରେ ଝିଅର ସବୁ ସତ ସାମ୍ନାକୁ ଆସିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.