Movie prime

ସନ୍ଧ୍ୟା ବେଳେ ନାତୁଣୀ ବୟସ ର ଝିଅ କୁ ଏକା ପାଇ..ଗୋଡ଼ାଇ ଗୋଡ଼ାଇ ଦୁ-ଷ୍କ-ର୍ମ କଲା ସମ୍ପର୍କୀୟ ଅଜା

 
Gh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ସୁନ୍ଦରୀ ଯୁବତୀଙ୍କୁ ଦେଖି ପ୍ରେମ ରେ ପଡ଼ି ଯାଇଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି।
ଯୁବତୀ ଜଣଙ୍କ ଯେତେ ନାଇଁ ନାଇଁ କରୁଥିବା ବେଳେ ସେପଟେ ସେଇ ସୁନ୍ଦରୀ ଯୁବତୀଙ୍କ ସହ ଏପରି କରିଛନ୍ତି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସୁନ୍ଦରୀ ଯୁବତୀଙ୍କୁ ଦେଖି ନିଜକୁ ସମ୍ଭାଳି ପାରିଲେ ନାହିଁ ବୃଦ୍ଧ ବ୍ୟକ୍ତି।
Bb
ଶେଷ ରେ ନିଜ ନାତୁଣୀ ବୟସର ଯୁବତୀଙ୍କୁ ଭଲ ପାଉଛନ୍ତି ବୋଲି କହିଥିଲେ।ବୃଦ୍ଧ ବ୍ୟକ୍ତି ଙ୍କ ନାମ ହେଉଛି ଗୟା ପ୍ରସାଦ।ସୂଚନା ଅନୁସାରେ ଗୟା ପ୍ରସାଦ ନିଜ ଘର ପାଖରେ ରହୁଥିବା ଜଣେ ଯୁବତୀ ଙ୍କୁ ମନେ ମନେ ପ୍ରେମ କରୁଥିଲେ।
ଏପଟେ ଯୁବତୀ ଜଣଙ୍କ ତାଙ୍କୁ ପ୍ରେମ କରିବାର ଦୂରର କଥା ରଙ୍ଗିଲା ବୁଢ଼ା ଙ୍କୁ ନିଜ ଅଜା ବୟସର ବ୍ୟକ୍ତି ଭାବରେ ନମସ୍କାର କରୁଥିଲେ।ସୂଚନା ଅନୁସାରେ ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ଯୁବତୀ ଙ୍କୁ ଦେଖିବା ପାଇଁ ସବୁଦିନେ ତାଙ୍କ ଘରକୁ କୌଣସି କାମ ର ବାହାନା କରି ଯାଉଥିଲେ।
Tt
ଏମିତି କିଛି ଦିନ ପରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ଯୁବତୀ ଙ୍କୁ ବହୁତ ଭଲ ପାଇ ବସିଲେ।ଆଉ ଶେଷରେ ନିଜ ମନ କଥା ମଉକା ଦେଖି କହିବାକୁ ଲାଗିଲେ।ହେଲେ ଯୁବତୀ ଜଣଙ୍କ ମନା କରିବା ସହିତ ତାଙ୍କ ଘର କୁ ଆସିବା ପାଇଁ ମଧ୍ୟ ମନା କରି ଦେଇଥିଲେ।
ଯାହା ଫଳରେ ରସିକିଆ ବୁଢ଼ା ବହୁତ ରାଗି ଯାଇ ଝିଅ ଓ ତାଙ୍କ ପୁରା ପରିବାର କୁ ଜୀବନ ରୁ ମାରିଦେବା ପାଇଁ ଯୋଜନା କରିଥିଲେ।ଏହାପରେ ସେହି ଯୋଜନା ଅନୁସାରେ କେହି କୁଆଡେ ନଥିବାର ଦେଖି ଏକ ବୋମା ଆଣି ଥିଲା।
ଆଉ ସେହି ବୋମା କୁ ଘର ପାଖରେ ରଖି ଫେରାର ହୋଇ ଯାଇଥିଲା।ହେଲେ ଭାଗ୍ୟ ବଶତଃ ଘରର କେହି ଜଣେ ବ୍ୟକ୍ତି ବୋମା ଦେଖି ପୋଲିସ ଙ୍କୁ ଖବର ଦେବା ପରେ ପୋଲିସ ପହଞ୍ଚି ବୋମା କୁ ନଷ୍ଟ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ।ଏହି ଘଟଣା ଟି ଉତ୍ତର ପ୍ରଦେଶର ବୋଲି ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.