Movie prime

ଅଧ ରାତି ରେ ଶଶୁର ଉପରେ ବସି ଏମିତି କରୁଥିଲା..ଅଚାନକ ଗାଆଁ ଲୋକେ ଧରି କରିଦେଲେ ଏମିତି..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଧରା ପଡ଼ିଗଲା ବୋହୂ ର ଅସଲ ଚେହେରା। ଓଢାନା ଟାଣି ବୋହୂ ଥାନାକୁ ଯାଇଥିଲା। ଏହା କହିଥିଲା କି ଶାଶୁ ଶଶୁର ତାକୁ ଘରେ ପୁରାଉ ନାହାଁନ୍ତି ବୋଲି।
ଏଭଳିକି ତାର ନଣଦ ମଧ୍ୟ ଚରିତ୍ରହିନ ବୋଲି ଏହା ଅଭିଯୋଗ କରିଥିଲା। ହେଲେ ଏବେ ବୋହୂ ର ସବୁ ସତ ଧରା ପଡି ଯାଇଛି। ଘରର ସାନ ପୁଅ ହେଉଛି ଶଶାଙ୍କ। ଦୁଇ ବର୍ଷ ତଳେ ସେ ଏହି ସ୍ତ୍ରୀ କୁ ପ୍ରେମ ବିବାହ କରିଥିବା କଥା ଜଣା ପଡ଼ିଛି।
Hh
ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ କରିଥିଲେ। ଏଥିପାଇଁ ଦୁଇତିନି ଦିନ ପ୍ରଥମେ ପ୍ରଥମେ ଠିକ୍ ଠାକ୍ ଥିଲା। ହେଲେ ବିବାହର ଚତୁର୍ଥୀ ଦିନ ଠାରୁ ବୋହୂ କୁ ଶାଶୁ ଘର ଲୋକ ମାନେ କୁଆଡ଼େ ନି-ର୍ଯା-ତ-ନା ଦେବା ଆରମ୍ଭ କରି ଦେଇଥିଲେ।
ବୋହୂକୁ ଜାତିଆଣା ଆକ୍ଷେପ କରି ଅନେକ କଥା କହିଥିଲେ। ଏଭଳି କି ବୋହୂ କୁ ଠାକୁର ଘର ଠାରୁ ଆରମ୍ଭ କରି ରୋଷେଇ ଘରକୁ ମଧ୍ୟ ଛାଡ଼ୁ ନଥିଲେ। ଏଭଳି କିଛି ବୋହୂ ନିଜେ ହିଁ ଥାନାରେ ଅଭିଯୋଗ କରିଥିଲା।
ଏଭଳି କି ଘରର ନଣଦ ଚରିତ୍ରକୁ ନେଇ ବୋହୂ ପଦା ରେ ପକାଇ ଥିଲା। ହେଲେ ବୋହୂ ଏବେ ଧରା ପଡି ଯାଇଛି। ଆଉ ଜଣା ପଡ଼ିଛି ଏସବୁ ତାର ମନ ଗଢା କାହାଣୀ ଥିଲା। ଏହି ମହିଳାଙ୍କ ଘର ହେଉଛି ବାଲେଶ୍ଵର ବସ୍ତା ଠାରେ।
N
ଏନେଇ ଏହି ବୋହୂ ମଧ୍ୟ ଶାଶୁ ଘର ଲୋକଙ୍କ ନାମରେ ଜଳେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ମିଛ ବୋଲି ମହିଳା ଏହା ନିଜେ ମଧ୍ୟ ସ୍ବୀକାର କରିଥିବା କଥା ଜଣା ପଡ଼ିଛି।
ନିଜ ଭୁଲ୍ କୁ ଗଣମାଧ୍ୟମ ସାମ୍ନା ରେ ସ୍ବୀକାର କରିଛନ୍ତି। ଆଉ ନିଜ ପରିବାର ସହ ସେ ଖୁସୀରେ ରହୁଛନ୍ତି ବୋଲି ମଧ୍ୟ ସ୍ବୀକାର କରିଥିଲେ। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା।
ତେବେ ବୋହୂ ଜଣକ ଏଭଳି ମିଛ କାହିଁକି କହିଲେ ସେନେଇ ଲୋକମାନେ ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି।ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.