Movie prime

ରାତି ଅଧ ରେ ପ୍ରେମିକା କୁ ଟେକି ନେଇ ଏମିତି କାଣ୍ତ କରିଦେଲା ପ୍ରେମିକ..

 
Hj
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସମାଜ ରେ ଅ-ପ-ରା-ଧ ବଢିବାରେ ଲାଗିଛି।ଆମେ ଆଜି ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ମିଠା ମିଠା କଥା କହି ଯୁବତୀ ଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ଥିଲା ଯୁବକ।
ବିବାହ କରିବା ର ପ୍ରତିଶୃତି ଦେଇ ଶେଷ ରେ ତାଙ୍କ ସହିତ ଏଭଳି କିଛି କାର୍ଯ୍ୟ କରା ଯାଇଛି ଯାହାକୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚଣ୍ଡୀଗଡ଼ ଠାରେ।ସେଠାରେ ଜଣେ ଯୁବତୀ ନିଜ ପ୍ରେମିକ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।
Gh
ସୂଚନା ଅନୁସାରେ ଗତ ଚାରି ବର୍ଷ ତଳେ ସେହି ଅଞ୍ଚଳ ର ପ୍ରଦୀପ ନାମକ ଜଣେ ଯୁବକ ଫୋନ୍ ମାଧ୍ୟମ ରେ ଜଣେ ଅଜଣା ଯୁବତୀ ଙ୍କ ସହିତ କଥା ହେଉ ଥିଲେ।ଧୀରେ ଧୀରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସଂପର୍କ ବଢ଼ିବାକୁ ଲାଗିଲା।
ପ୍ରଦୀପ ଉକ୍ତ ଯୁବତୀ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ।ନିଜ ପରିବାର ସହିତ ତାଙ୍କର ଦେଖା ମଧ୍ୟ କରାଇ ଥିଲେ।ହେଲେ ହଟାତ ଉଭୟ ଙ୍କ ମଧ୍ୟରେ କଣ ଘଟିଲା ଯେ ସବୁ କିଛି ଶେଷ ହୋଇ ଗଲା।
ପ୍ରଥମେ ପ୍ରଦୀପ ତାଙ୍କ ପ୍ରେମିକା କୁ ନେଇ ଭଡ଼ା ଘରେ ରଖି ଥିଲେ।ସେଠାରେ ସେ ତାଙ୍କୁ ମାର ପିଟ୍ କରୁଥିଲେ।ଏହା ପରେ ତାଙ୍କୁ ଘର କୁ ନେଇ ସେଠାରେ ରଖି ଥିଲେ।ପ୍ରଦୀପ ଙ୍କ ମା ଭାଇ ମଧ୍ୟ ଉକ୍ତ ଯୁବତୀ ଙ୍କୁ ଶା-ରୀ-ରି-କ ନି-ର୍ଯା-ତ-ନା ଦେଉ ଥିଲେ।
Gh
ଉକ୍ତ ଯୁବତୀ ଙ୍କୁ ଗୋଟିଏ ଘରେ ପୁରାଇ ତାଲା ଦେଇ ଥିଲେ।ଏହା ପରେ ଯୁବତୀ ଜଣକ କୌଣସି ପ୍ରକାରେ ସେ ଘରୁ ଖସି ଆସି ଥିଲେ।ସେଠାରୁ ଖସି ଆସି ସେ ସିଧା ଥାନା କୁ ଯାଇ ଥିଲେ।
ନିଜ ପ୍ରେମିକ ଓ ତାର ପରିବାର ବିଷୟ ରେ ଏ ନେଇ ସେ ଥାନା ରେ ଅଭିଯୋଗ କରି ଥିଲେ।ଭୁଲ ନ ଥାଇ ମଧ୍ୟ ଝିଅ କୁ ଶା-ରୀ-ରି-କ ନି-ର୍ଯା-ତ-ନା ଦିଆ ଯାଉ ଥିଲା।ଏବେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।
ଖୁବ୍ ଶୀଘ୍ର ପ୍ରଦୀପ ଓ ତାର ପରିବାର ଲୋକ ଙ୍କୁ ଗିରଫ କରା ଯାଇ ଥାନା ରେ ଭର୍ତି କରା ଯିବ ବୋଲି କୁହା ଯାଉଛି।ଏହି ଘଟଣା କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.