Movie prime

ଖରା ବେଳିଆ ପେଟ୍ରୋଲ ପମ୍ପ ରେ ଘଟିଗଲା ତୁମୁଳ କାଣ୍ତ,ଅଚାନକ ମଦୁଆ ମାନେ ଆସି କଲେ ଏମିତି ...

 
Hhh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।

Hh

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।

 

ତେବେ ବନ୍ଧୁଗଣ ପେଟ୍ରୋଲ ପମ୍ପରେ ଘଟିଥିବା ଉନ୍ମତ୍ତ କାଣ୍ଡକୁ ନେଇ ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପେଟ୍ରୋଲ୍‌ ପମ୍ପ ମାଲିକ। ବଲାଙ୍ଗିର ଟାଉନ ଥାନା ପାଖରେ ଥିବା ଭଜନ ଲାଲ ପେଟ୍ରୋଲ ପମ୍ପରେ ଆଜି ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି।

Jj

ଉକ୍ତ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ମାଡ ମାରିଥିବା ବେଳେ ପମ୍ପ ଜାଳି ଦେବାକୁ ଉଦ୍ୟମ କରୁଥିବା ନେଇ ପେଟ୍ରୋଲ ପମ୍ପ ମାଲିକ ସନ୍ଦୀପ ଅଗ୍ରୱାଲ ଥାନରେ ଏତଲା ଦେଇଛନ୍ତି।ଏହି ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

 

ଅଭିଯୋଗ ଅନୁସାରେ ଜଣେ ଯୁବକ ପେଟ୍ରୋଲ ପମ୍ପକୁ ଆସି କର୍ମଚାରୀଙ୍କ ସହ ଝଗଡ଼ା କରିବା ସହିତ କର୍ମଚାରୀମାନଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ। ଉକ୍ତ ଘଟଣାରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା କୁହାଯାଇଛି।
ତେବେ ବଲାଙ୍ଗିର ଟାଉନ୍‌ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଥିବା ମଧ୍ୟ ଜଣାପଡିଛି। ଏହି ସମୟର ଭିଡିଓ ସାମିଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଘଟଣାରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା କୁହାଯାଇଛି। ତେବେ ବଲାଙ୍ଗିର ଟାଉନ୍ ପୋଲିସ ତନା ଘନା ତଦନ୍ତ ଆରମ୍ଭ କରିଥିବା ମଧ୍ୟ ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.