Movie prime

କାଲି ସକାଳେ ହୋଇଥାଆନ୍ତା ବାହାଘର ହେଲେ..ଛାତି ଉପରେ ବସି ଭେଣ୍ଡିଆ ପୁଅ ଜୀବନ ନେଲା ବାପା..

 
Gy
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପୁଅ ସାଜିଥାନ୍ତା ବର l।ମୁଣ୍ଡ ରେ ପଗଡ଼ି ପିନ୍ଧି ଘୋଡ଼ା ଉପରେ ଚଢ଼ି ବରଯାତ୍ରୀ ଙ୍କୁ ଧରି ବାହା ହେବା ପାଇଁ ଯାଇଥାନ୍ତେ।
ଆଉ ସାଙ୍ଗ ରେ ଘରର ଲକ୍ଷ୍ମୀ ଙ୍କୁ ନେଇ ଆସିଥାନ୍ତେ। କିନ୍ତୁ ସବୁ ହସଖୁସି କିଛି ସେକେଣ୍ଡ ରେ ଭାଙ୍ଗି ରୁଜି ଚୁରୁମାର ହୋଇଗଲା।କାରଣ ପୁଅର ଖୁସୀ ସହି ପାରିଲେ ନାହିଁ ବାପା।କାରଣ ବିବାହ ପୂର୍ବରୁ ହିଁ ନିଜ ହାତ ରେ ପୁଅକୁ ମାରି ସାଜିଲେ ହ-ତ୍ୟା-କା-ରୀ।
Tt
ଅତି ନିର୍ମମ ଭାବେ ପେଟ ରେ ଛୁରୀ ଭୁଷି ବାପା ନେଇଗଲା ପୁଅର ଜୀବନ।ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀ ରେ ଦେଖିବାକୁ ମିଳିଛି।ଜଣେ ୨୯ ବର୍ଷୀୟ ଜିମ୍ ମାଲିକ ଙ୍କ ହ-ତ୍ୟା ମାମଲାରେ ଏବେ ବାପା ଙ୍କ ହାତ ରେ ପଡ଼ିଛି ହାତକଡି।
ମୃ-ତ-କ ଜଣଙ୍କ ହେଉଛନ୍ତି ଗୌରବ।ଗୌରବ ଙ୍କ ହ-ତ୍ୟା ମାମଲାରେ ପୋଲିସ ତାଙ୍କ ବାପା ଙ୍କୁ ଗିରଫ କରିଛନ୍ତି।ପୁଅ ବାହାଘର ପାଇଁ ଯେଉଁ ଜାଗା ରେ ତେଣ୍ଟ ବନ୍ଧା ହୋଇଥିଲା ସେହି ଜାଗା ରୁ ଉଠିଲା ପୁଅର କୋକେଇ।
Gh
ଯେଉଁ ଜାଗା ରୁ ଆରମ୍ଭ ହୋଇଥାନ୍ତା ବାଜା ସେହି ଜାଗା ରେ ଶୁଣିବାକୁ ମିଳିଲା ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ।ସବୁକିଛି ସରିଥିଲା।ସଙ୍ଗୀତ ସେରେମନି ଭି ପ୍ରସ୍ତୁତ ହୋଇ ସାରିଥିଲା।
ଏହି ସମୟରେ ଗୌରବ ଆଉ ତାଙ୍କ ବାପା ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।ପୁଅ ସବୁବେଳେ ବାପା ଙ୍କୁ ଅବମାନିତ କରୁଥିବାରୁ ବାପା ରାଗି ଯାଇ ପୁଅ ଉପରେ ଆକ୍ରମଣ କରିଥିଲେ। 
ବାଜା ବାଣ ଯୋଗୁ ବାହାର କୁ ଶବ୍ଦ ସୁଭୁ ନଥିବା ବେଳେ ଏହାର ସୁଯୋଗ ନେଇ ବାପା ତାଙ୍କ ପୁଅଙ୍କୁ ବାରମ୍ବାର ଛୁରୀ ରେ ଆକ୍ରମଣ କରିବାକୁ ଲାଗିଲେ।ଏପରିକି ର ରଙ୍ଗ ଲାଲ ନିଜ ପୁଅର ମୁହଁ ଓ ଛାତିରେ ପ୍ରାୟ ୨୦ ରୁ ଅଧିକ ଥର ଛୁରୀ ମାରିଥିବା ଜଣାପଡିଛି।
ଘଟଣା ସ୍ଥଳରେ ହିଁ ପୁଅ ଗୌରବ ଙ୍କ ର ମୃ-ତ୍ୟୁ ଘଟିଥିଲା।ଏହି ଘଟଣା ପରେ ରଙ୍ଗ ଲାଲ ଫେରାର ହୋଇ ଯାଇଥିଲେ।କିନ୍ତୁ ବହୁତ ଖୋଜାଖୋଜି ପରେ ପୋଲିସ ତାଙ୍କୁ ଗିରଫ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.