Movie prime

ଜାଗର ରେ ଭାଉଜ କୁ ଶିବ ମନ୍ଦିର ନେବା କୁ କହି...ଜଙ୍ଗଲ ଭିତରକୁ ନେଇ ଇ-ଜ୍ଜ-ତ୍ ଲୁଟିଲା ପଡିଶା ଘର ପୁଅ

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗାଁ ଦାଣ୍ଡ।ଆଖି ଲୁହ ରେ ଭିଜି ଯାଉଛି ମା ର ପଣତ କାନି।କାଲି ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ଥିଲା।
ରାତିରେ ଝିଅ, ମା ସହିତ କଥା ହୋଇଥିଲା।ହେଲେ ସକାଳେ ଏମିତି କଣ ହେଲା କେଜାଣି ସକାଳକୁ ଯୁବତୀ ଜଣଙ୍କ ମରି ଯାଇଥିଲେ।ଗତକାଲି ଜଣେ ସମ୍ପର୍କୀୟ ଙ୍କ ବାହାଘର ରେ ଯୋଗ ଦେବାକୁ ଯୁବତୀ ଙ୍କ ମା ଘରୁ ଯାଇଥିବା ବେଳେ ଏକା ଯୁବତୀ ଜଣଙ୍କ ନିଜ ଭଉଣୀ ଙ୍କ ସହିତ ଘରେ ରହିଥିଲେ।
Yu
ସବୁକିଛି ଠିକ୍ ଭାବରେ ଚାଲିଥିଲା।ଯୁବତୀ ଜଣଙ୍କ ମଧ୍ୟ ରାତି ରେ କଲ କରି ନିଜ ମା ଙ୍କ ସହିତ ଫୋନ ରେ କଥା ହୋଇଥିଲେ।ଆଉ ରାତିରେ ଖାଇ ପିଇ ଶୋଇବାକୁ ମଧ୍ୟ ଗଲେ।କିନ୍ତୁ ସକାଳୁ ପଡିଶା ଘରୁ ମା ଙ୍କ ପାଖକୁ କଲ ଯାଇଥିଲା।ତାଙ୍କ ଝିଅ ଆଉ ଏହି ଦୁନିଆ ରେ ନାହିଁ।
ଏହି କଥା ଶୁଣିବା ବେଳେ ଯୁବତୀ ଙ୍କ ମା ସତେ ଯେମିତି ପାଗିଳୀ ହୋଇ ଯାଇଛନ୍ତି।ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଅଞ୍ଚଳ ର ମଞ୍ଜୁ ଲତା ଖୁଣ୍ଟିଆ ଙ୍କ ସାନ ଝିଅ ଲକ୍ଷ୍ମୀ ପ୍ରିୟା ଖୁଣ୍ଟିଆ ଙ୍କ ମୃ-ତ୍ୟୁ ଘଟିଥିବା ଜଣାପଡିଛି।
Jji
ମଞ୍ଜୁ ଲତା ଖୁଣ୍ଟିଆ ଙ୍କ ସ୍ବାମୀ ୧୦ ବର୍ଷ ତଳେ ଏହି ଦୁନିଆ ଛାଡ଼ି ଚାଲି ଯାଇଥିବା ବେଳେ ଘରେ ସେ ତାଙ୍କ ଦୁଇ ଝିଅଙ୍କୁ ନେଇ ଚଳି ଆସୁଥିଲେ।ଦୁଇ ଝିଅ ଙ୍କ ମଧ୍ୟରୁ ଜଣେ ପାଗଳି ହୋଇଥିବା ବେଳେ ବର୍ତମାନ ଲକ୍ଷ୍ମୀ ପ୍ରିୟା ଙ୍କ ମୃ-ତ୍ୟୁ କୁ ନେଇ ସେ ଭାଙ୍ଗି ପଡିଛନ୍ତି।
ଲକ୍ଷ୍ମୀ ପ୍ରିୟା ଙ୍କ ଦେହ ରୁ ନାକ ଏବଂ କାନ ରୁ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଥିବା ବେଳେ ତାଙ୍କୁ କେହି ହ-ତ୍ୟା କରିଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ବଡ଼ ଭଉଣୀ କହିଛନ୍ତି ଯେ କାଲି ରାତି ରେ ଦୁଇ ଭଉଣୀ କବାଟ ଦେଇ ସୋଇଥିଲେ।
ତାଙ୍କ ସାନ ଭଉଣୀ ଆଉ ମଝିଆ ଭଉଣୀ ଘରେ ଥିଲେ।ତାଙ୍କ ଭଉଣୀ ଙ୍କୁ କିଏ ମାରିଛନ୍ତି ବୋଲି ସେ କହିଛନ୍ତି।କାରଣ ତାଙ୍କ ଭଉଣୀ ଙ୍କ ର କିଛି ରୋଗ ନଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.