Movie prime

ପାଟକୁରା ରେ ଜାଲ ରେ ପଡ଼ିଲା ବିରଳ ମାଛ, ମାଛ ପେଟ ରେ ମଣିଷ ମୁଣ୍ଡ ଦେଖି ଆତଙ୍କିତ ଅବସ୍ଥା ରେ ଅଛନ୍ତି ଗାଆଁ ଲୋକେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଜାଲରେ ପଡ଼ିଲା ମଣିଷ ଖିଆ ମାଛ। ମଝି ସମୁଦ୍ରରେ ରହି ରାଜ୍ କରୁଥିଲା ଏହି ମାଛ। ଛୋଟ ଛୋଟ ମାଛ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଗିଳି ଦେଉଥିଲା ଏହି ମାଛ।
Special report
ହେଲେ ଆଜି ସେହି ମଣିଷ ଗିଳା ମାଛ ଜାଲ ମଧ୍ୟରେ ଫସି ଯାଇଛି। ସବୁଦିନ ପରି ସେଦିନ ମଧ୍ଯ ବର୍ଷା ଓ ଖରା କୁ ଖାତିର ନକରି ସମୁଦ୍ର ମୁହାଣ କୁ ଚାଲି ଯାଇଥିଲେ ମତ୍ସଜୀବୀ।
ହେଲେ ସେଠାରେ ସେମାନେ ଯାହା ଦେଖିଥିଲେ ତାହା ଦେଖିବା ପରେ ସେଠାରେ ସେମାନେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେଠାରେ ମଧ୍ଯ କିଛି ସମୟ ପାଇଁ ଏହା ଜାଣି ପାରି ନଥିଲେ କୁଆଡେ ଯିବେ ଆଉ କଣ କରିବେ।
ଏତେ ଦିନ ଧରି ତାଙ୍କ ସହ ଏଭଳି କେବେ ମଧ୍ୟ ହୋଇ ନଥିଲା ବୋଲି ଏହା କହିଥିଲେ ସେହି ମତ୍ସଜୀବୀ ମାନେ। ସମୁଦ୍ରର ଲହରୀ ଯେତେ ଜୋରେ ଆସି ମୁହାଣରେ ପିଟି ହେଉଥାଏ ସେ ମଧ୍ଯ ସେତେ ଜୋରେ ଆସି ପିଟି ହେଉ ଥାଆନ୍ତି।
Special report
ତାର ବିଶାଳ କାୟ ଶରୀର କୁ ଦେଖିବା ପରେ ସେମାନେ ଡରି ଯାଇ ଥିଲେ। ଆଉ ଭାବିଥିଲେ କି ସେ ଗୋଟି ଗୋଟି କରି ସମସ୍ତଙ୍କୁ ଗିଳି ଦେବ ବୋଲି ହେଲେ ପାଖକୁ ଯାଇ ଦେଖିଲା ବେଳକୁ ଏହା ଏକ ବିଶାଳକାୟ ମାଛ ଥିଲା।
ଯାହା ସେଦିନ ମଧ୍ୟ ଧରା ପଡି ଯାଇଥିଲା। ଏହି ମାଛ କୁ ମତ୍ସ୍ୟଜୀବୀ ମାନେ ଦୀଘା ଦମୁଦ୍ର କୁଳରୁ ପାଇଥିଲେ। ଏତେ ବଡ ମାଛ ଜାଲରେ ପଡ଼ିଥିବା ଦେଖିବା ପରେ ସେମାନେ ବେଶ ଖୁସୀ ମଧ୍ୟ ହୋଇ ଯାଇଥିଲେ।
ଏହି ମାଛର ନାମ ଭୋଲାକୋର୍ ହୋଇଥିବା ବେଳେ ଏହି ମାଛର ଓଜନ ୧୧୦ କେଜି ହେବା ବୋଲି ମଧ୍ୟ ଏହା ପରିକଳ୍ପନା କରାଯାଉଅଛି। ଏହାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ମଧ୍ୟ ଧରିଛି।
ଏହି ମାଛ କେବଳ ଗଭୀର ସମୁଦ୍ର ଭିତରେ ରହି ଥାଆନ୍ତି ବୋଲି ମଧ୍ୟ ଏହା ଜଣା ପଡ଼ିଛି। ଏହି ମାଛ ଜାଲରେ ପଡ଼ିବା ପରେ ମାଛ କୁ ଦେଖିବା ପାଇଁ ଲୋକ ମାନଙ୍କର ଖୁବ୍ ଭିଡ଼ ମଧ୍ୟ ଜମି ରହିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.