Movie prime

ସ୍ଵାମୀ ଗୋଟିଏ ମହିଳା ୨ ଜଣ ଦେଖନ୍ତୁ କେମିତି ରାସ୍ତା ମଝିରେ ହେଇଗଲେ ଭିଡା ଭିଡି - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆଣିବା ସହ ଆପଣଙ୍କୁ ଅନେକ କିଛି ଖବର ଜଣାଇବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
Special report
ଏହି ଘଟଣା ଆସିଛି ଦୁଇଜଣ ସ୍ତ୍ରୀଙ୍କୁ ନେଇ । ଦୁଇଜଣ ମହିଳା ଗୋଟିଏ ପୁରୁଷ ପାଇଁ ରାସ୍ତାରେ ଟଣା ଓଟରା ହେଉଛନ୍ତି । ଏହି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଚ୍ ରାସ୍ତା ଉପରେ ଏହି ଦୁଇଜଣ ମହିଳା ଏଭଳି ଟଣା ଓଟରା ହେଉଛନ୍ତି ଆଉ ତାଙ୍କୁ ସେଠାରେ ଥିବା ଲୋକମାନେ ଦେଖୁଛନ୍ତି ।
ଏହି ଭିଡିଓ ମାଧ୍ୟମରେ ଏହି ଘଟଣା ଆପଣମାନେ ଦେଖିପାରିବେ । ଏହି ଦୁଇଜଣ ମହିଳା ଏଭଳି ହେବାର କାରଣ ହେଉଛି ତାଙ୍କ ସ୍ୱାମୀ । ପ୍ରଥମ ସ୍ତ୍ରୀ ଗେହ୍ଲାମଣୀ ବେହେରା ତାଙ୍କ ସ୍ବାମୀଙ୍କୁ ନେଇ ଏହି ଖବର କହିଛନ୍ତି ।
Special report
ସେ କହିଛନ୍ତି ତିନିବର୍ଷ ହେବ ତାଙ୍କ ସ୍ବାମୀ ନୂଆଗାଁ ପ୍ରାଇମେରୀ ସ୍କୁଲର ଶିକ୍ଷୟତ୍ରୀ ନିବେଦିତା ଦାସଙ୍କ ସହିତ ରହି ଆସୁଛନ୍ତି । ସେହି ଶିକ୍ଷୟତ୍ରୀ ତାଙ୍କ ଅନୈତିକ ସମ୍ପର୍କ ରଖିଛନ୍ତି । ଆଉ ତାଙ୍କ ସ୍ବାମୀ ତାଙ୍କ ପାଖରେ ରହୁ ନାହାଁନ୍ତି ଆଉ ତାଙ୍କ ଅଫିସ ଯାଜପୁର ଟାଉନରେ ଅଛି କିନ୍ତୁ ସେ ଯାଜପୁର ରୋଡରେ ରହୁଛନ୍ତି ।
ତାଙ୍କର ଏକ ଶିଶୁ କନ୍ୟା ମଧ୍ୟ ଅଛି କିନ୍ତୁ ତାଙ୍କ ସ୍ଵାମୀ ତାଙ୍କ ସହିତ ରହୁ ନାହାଁନ୍ତି କି କୌଣସି ଭରଣପୋଷଣ ଦେଉ ନାହାନ୍ତି । ସେ ଯେତେବେଳେ ତାଙ୍କ ସ୍ୱାମୀଙ୍କୁ ଖୋଜିବାକୁ ଆସିଥିଲେ ସେତେବେଳେ ନିବେଦିତା ସହିତ ତାଙ୍କ ସ୍ଵାମୀଙ୍କୁ ଦେଖିଥିଲେ ।
Special report
ଆଉ ସେହି ସମୟରେ ରାସ୍ତା ଉପରେ ଏଭଳି ଘାଟନ ଘଟିଥିଲା । ନିବେଦିତା ଗେହ୍ଲାମଣୀଙ୍କୁ ମାଡ ମାରିଲେ ବୋଲି ଗେହ୍ଲାମଣୀ କହିଛନ୍ତି । ଆଉ ନିବେଦିତା କହିଛନ୍ତି ସେ ସ୍କୁଲ ଯିବା ସମୟରେ ତାଙ୍କୁ ଗେହ୍ଲାମଣୀ ବେହେରା ଅଟକାଇଥିଲେ ଆଉ ତାଙ୍କ ସ୍ବାମୀଙ୍କ ବିଷୟରେ ପଚାରିଥିଲେ ।
ସେ ଏହି ବିଷୟରେ ଜାଣି ନାହାନ୍ତି ବୋଲି କହିଥିଲେ ମଧ୍ଯ ଗେହ୍ଲାମଣୀ ବେହେରା କୌଣସି କଥା ଶୁଣି ନଥିଲେ । ଯାହାଫଳରେ ଏକ ଘଣ୍ଟା ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ଏଭଳି ଘଟଣା ଘଟିଥିଲା । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।