Movie prime

ଏମିତି ଜନ୍ମ ହେଇଥିଲେ ଦେବଙ୍କ ଦେବ ମହାଦେବ ଦେଖନ୍ତୁ ଏହି ରହସ୍ୟ ଅନେକ ଲୋକ ଜାଣି ନାହାନ୍ତି - Om Namaha Shivaya

 
Special report
ଭଗବାନ ଶିବ ଙ୍କ ବିଷୟରେ କୁହାଯାଏ ଯେ ଭଗବାନ ଶିବ ଙ୍କ ର ଆଦି ନାହିଁ କି ଅନ୍ତ ବି ନାହିଁ।ମହାଦେବ ଙ୍କ ଆଗରେ ଦୁନିଆର ସବୁ ଶକ୍ତି ଅସଫଳ ହୋଇଥାଏ।ଭଗବାନ ଶିବ ଙ୍କ ଜନ୍ମ କେଉଁଠି ହୋଇଥଲା,
Special report
ତାଙ୍କର ବାପାଙ୍କ ନାମ ଆଉ ମାଆ ନାମ କଣ,ସେ କାହା ପାଖରୁ ଶିକ୍ଷା ଲାଭ କରିଥିଲେ ଏବଂ କାହାକୁ ଶିକ୍ଷା ଦେଇଥିଲେ ଏହିପରି ଅନେକ ପ୍ରଶ୍ନ ଯାହାକି ଲୋକଙ୍କ ମନରେ ଉଙ୍କି ମାରିଥାଏ।
 ଶିବ ପୁରାଣ ଅନୁସାରେ ଭଗବାନ ଶିବ ଙ୍କୁ ସ୍ଵୟମ୍ଭୁ ମାନିଥାନ୍ତି।ଏହାର ଅର୍ଥ ହେଉଛି ଯେ ଭଗବାନ ଶିବ ଙ୍କ ଜନ୍ମ ସ୍ଵୟଂ ହିଁ ହୋଇଥିଲା।ତେଣୁ ତାଙ୍କର କେହି ବାପା ଆଉ ମା ନାହାନ୍ତି।ଭଗବାନ ଶିବ ଙ୍କୁ ମୃତ୍ୟୁ ର ମଧ୍ୟ ଭୟ ନଥାଏ।
Special report
ମହାଦେବ ଙ୍କ ର ମୃତ୍ୟୁ କେବେ ହେବନାହିଁ।କିନ୍ତୁ ବିଷ୍ଣୁ ପୁରାଣ ରେ କୁହାଯାଉଛି ଯେ ଭଗବାନ ବିଷ୍ଣୁ ଙ୍କ ମଥା ରୁ ବାହାରୁ ଥିବା ତେଜ ର କାରଣ ଯୋଗୁ ମହାଦେବ ଙ୍କ ଉତ୍ପତ୍ତି ହୋଇଥିଲା।ଏବଂ ତାଙ୍କ ନାଭି ରୁ ବାହାରୁ ଥିବା ତେଜ ରୁ ବ୍ରହ୍ମ ଦେବ ଜନ୍ମ ହୋଇଥିଲେ।
Special report
କିନ୍ତୁ ଭଗବାନ୍ ବିଷ୍ଣୁ ଙ୍କର ଜନ୍ମର କଥା ଶିବ ପୁରାଣରେ କୁହାଯାଇଛି କି ଏକ ଦିନର କଥା ଭଗବାନ୍ ଶିବ ନିଜର ଆଣ୍ଠୁକୁ ମଳୁଥିଲେ ଆଉ ତାଙ୍କ ଅଣ୍ଠୁରୁ ବାହାରୁଥିବା ମଳିରୁ ଭଗବାନ୍ ବିଷ୍ଣୁଙ୍କର ଜନ୍ମ ହୋଇଥିଲା। ଯଦି ଏହା ହୋଇଛି ତାହାହେଲେ ବିଷ୍ଣୁ ପୁରାଣ ଆଉ ଶିବ ପୁରାଣ ପୁରା ଅଲଗା ଅଟେ।
ଶିବ ପୁରାଣ ରେ କୁହାଯାଇଛି ଯେ ଯେଉଁ ଭଗବାନ ଜନ୍ମ ହୋଇ ନାହାଁନ୍ତି ଏବଂ ତାଙ୍କର ଅନ୍ତ ମଧ୍ୟ ନାହିଁ।ଭଗବାନ ଶିବ ଅମର ଅଟନ୍ତି।ଭଗବାନ ଶିବ ଙ୍କୁ ସ୍ଵୟମ୍ବୁ ମଧ୍ୟ କୁହାଯାଇଥାଏ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.