Movie prime

ଜନ୍ମରୁ ଦୃଷ୍ଟିହୀନ ହେଲେ ଗୀତ ବୋଲୁଛନ୍ତି ଏମିତି ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ କେବେ କଣ ଭାଇରାଲ ହୋଇଯାଏ ତାହା କେହି କହିପାରିବେ ନାହିଁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି।
Special report
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇ ପାରୁଛନ୍ତି। 
ଆଉ ଏମିତି କି ଭାଇରାଲ ହୋଇଥିବା ଲୋକଟି କେବେ କେବେ ସେଲିବ୍ରେଟି ବି ହୋଇଯାନ୍ତି। ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ କରିପାରୁଛନ୍ତି।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି। ଯାହାଙ୍କ ଗୀତ ଶୁଣି କେତେକ ସୋସିଆଲ୍ ମିଡିଆ ୟୁଜର୍ସ ପ୍ରଶଂସା କରୁଛନ୍ତି। ତେବେ ବନ୍ଧୁଗଣ ବନ୍ଧୁଗଣ ଜଣେ ବ୍ୟକ୍ତି ଜନ୍ମରୁ ଅନ୍ଧ କିନ୍ତୁ ତାଙ୍କ ତୁଣ୍ଡରୁ ବାହାରୁଛି ସୁମଧୁର ଗୀତ। 
Special report
୧୦ ବର୍ଷ ବୟସରେ ବାପା ମା ଙ୍କ ମୃତ୍ୟୁ ହୋଇଗଲା। ଆଉ ଏହାପରେ ଏକାକୀ ଜୀବନ ସହ ସଙ୍ଘର୍ଷ କରି ଜୀବନ ବିତାଉଛନ୍ତି, ସୁନ୍ଦରଗଡ ଜିଲ୍ଲାର ବାଲୀସଂଖରା ବ୍ଲକ କଲେଜପଡ଼ାର ରାଜେଶ୍। ଭଙ୍ଗା ଭାଟିରେ ଏକୁଟିଆ ବିତୁଛି ତାଙ୍କର ଜୀବନ।
ତାଙ୍କ ପଛରେ କେହି ନଥିବା ବେଳେ ଏବେ ଆବାସ ଯୋଜନାରେ ତାଙ୍କୁ ଘର ମିଳିଛି। ତାଙ୍କର ବିକଳାଙ୍ଗ ଭତ୍ତା ଏବେ ୭୦୦ ଟଙ୍କା ଏହାସହିତ ତାଙ୍କୁ ଚାଉଳ ମଧ୍ୟ ମିଳୁଛି। ହେଲେ ଏହା ତାଙ୍କ ପାଇଁ ବଞ୍ଚିବାର କଷ୍ଟକର ହୋଇପଡିଛି। 
ସେ ଅନ୍ଧ ହେଲେ ବି ବଦା ବଜାଇବା ଓ ଗୀତ ଗାଇବାରେ ସାରା ଅଞ୍ଚଳରେ ପରିଚିତ। ୨୦୨୦ ମସିହାରେ କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ ତାହା ଏପର୍ଯ୍ୟନ୍ତ ମିଳିନାହିଁ ତାଙ୍କୁ।
ତେବେ ବନ୍ଧୁଗଣ ସେ ସରକାରଙ୍କୁ ଗୁହାରି କରି କହିଛନ୍ତି ତାଙ୍କୁ ଆଉ କିଛି ସହାୟତା କରନ୍ତୁ ବୋଲି। ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ଆଉ ସମସ୍ତେ ଏହି ବ୍ୟକ୍ତିଙ୍କ ଗୀତ ଶୁଣି ଖୁବ୍ ପ୍ରଶଂସା କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.