Movie prime

ହେ ପ୍ରଭୁ, ଶିବଲିଙ୍ଗ ର ଚାରିପଟେ.. ବୁଲୁଛନ୍ତି ଖାଲି ଭୂତ ଆଉ ପ୍ରେତ..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hhh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବ୍ୟକ୍ତି ଜଣଙ୍କ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ପ୍ରତତ୍ମା ମାନେ ନିଜ ଅଧିନ ପର ଅଧିନ ନୁହଁନ୍ତି।
ବହୁତ ପୁରୁଣା ହଜାର ହଜାର ବର୍ଷ ତଳର ଶିବଲିଙ୍ଗ ପାଖରେ ଅଛି ଶ୍ମଶାନ ବୋଲି କୁହାଯାଏ। ଦିନରେ ବି ଯଦି କେହି ସେହି ସ୍ଥାନକୁ ଆସନ୍ତି ତେବେ ତାଙ୍କୁ ଜର ହେଇଯାଏ ବୋଲି କହିଛନ୍ତି ବ୍ୟକ୍ତି ଜଣଙ୍କ। ବ୍ୟକ୍ତି ଜଣଙ୍କ ପୁରୁଣା ଘର ଆଙ୍ଗୁଳ ଉପର ସାହିରେ ଥିଲା। ସେହି କିଆମୁଣ୍ଡିଆରେ ବ୍ୟକ୍ତି ଜଣଙ୍କ ଜମି ବି ଥିଲା। 
ଦିନେ ସେହି ବ୍ୟକ୍ତିଙ୍କ ସ୍ତ୍ରୀ ପାଖକୁ ଅନ୍ୟ ଜଣେ ସ୍ତ୍ରୀ ଲୋକ ଯାଇ କହିଥିଲେ- "ତମେ ଆସ ମୋ ପାଖରେ ରହିବ"। ତା'ପରେ ଏହି ପୁରୁଣା ଶ୍ମଶାନ ପାଖରେ ରହିବା ପାଇଁ ସେହି ସ୍ତ୍ରୀ ଲୋକ ଜଣଙ୍କ ସ୍ୱପ୍ନାଦେଶ ଦେଇଥିଲେ। ଅନ୍ୟ ଏକ ଗାଁରୁ ୧୫ ଫୁଟ ତଳ ବାହାରିଥିଲେ ବାବା ଭୂଷେଣ୍ଡେଶ୍ୱର।
Gh
ସେହି ବାବ ଭୂଷେଣ୍ଡେଶ୍ୱର ମଧ୍ୟ ନିଜେ ବ୍ୟକ୍ତି ଜଣଙ୍କୁ ସ୍ୱପ୍ନାଦେଶ ଦେଇଥିଲେ। ଆଉ ତାପରେ ସେହି ଶ୍ମଶାନରେ ବାବ ଭୂଷେଣ୍ଡେଶ୍ୱରଙ୍କୁ ସ୍ଥାପନା କରାଯାଇଛି। ସେଠିକାର ଲୋକ କୁହନ୍ତି ସେହି ଶ୍ମଶାନରେ ବହୁତ ଭୂତ୍ ପ୍ରେତ ମାନେ ଘୁରି ବୁଲନ୍ତି। ଏବଂ ସେହି ଶ୍ମଶାନରେ ଥିବା ଶିବଲିଙ୍ଗ ପାଖକୁ ବହୁତ ସାପ ମଧ୍ୟ ଆସନ୍ତି। ଶ୍ମଶାନଟି ବହୁତ ପୁରୁଣା ଶ୍ମଶାନ ଅଟେ। 
ଏବେ ସେହି ଶ୍ମଶାନରେ ବ୍ୟକ୍ତି ଜଣଙ୍କର ଘର ଅଛି ଆଉ ଶିବଲିଙ୍ଗକୁ ମଧ୍ୟ ପୂଜା ଅର୍ଚ୍ଚନା କରାଯାଉଛି ବୋଲି କହିଛନ୍ତି। ସନ୍ଧ୍ୟା ସମୟରେ ନହଲେ ଭୋର ସମୟରେ ଆତ୍ମା ମାନେ କାହାର ବେକ ନଥିବ, କିଏ ମଣିଷ ଛାୟା ଧରି ଆସି ସେଠାରେ ଥିବା ଏକ ବରଗଛ ମୂଳରେ ନିଲନ ହେଇଯାନ୍ତି ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।
ଆଉ ସେହି ବ୍ୟକ୍ତି ଜଣଙ୍କ କହିଛନ୍ତି, "ଆତ୍ମା ଏବଂ ସାପ ମାନେ ତାଙ୍କର କିଛି କ୍ଷତି କରନ୍ତି ନାହିଁ"। ବ୍ୟକ୍ତି ଜଣଙ୍କ କହିଛନ୍ତି ସେ ଆତ୍ମା ଉପରେ ବିଷୟ କରନ୍ତି କିନ୍ତୁ ନିଜେ ଆଖିରେ ଦେଖିବା ପରଠୁ ବିଶ୍ବାସ କରୁଛନ୍ତି। ମହାଦେବ ବା ଶିବଲିଙ୍ଗ ପାଖରେ ସବୁବେଳେ ଗୋଟେ କଟାମୁଣ୍ଡ ବୁଲୁଥିବାର ସମସ୍ତେ ଦେଖିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.