Movie prime

ସାବିତ୍ରୀ ଅପେରା ଅଧା ରୁ ହେଲା ବନ୍ଦ : କଟକିଆ ଙ୍କ ଯାତ୍ରା ଜମା ଆମେ ଚଲେଇ ଦବୁନି କହି ନାରା ଦେଲେ କୋଶଳ ସେନା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏବେ କିପରି କଳାକାର ଦୁନିଆ ରେ ଲାଗିଛି କଳହ।ବର୍ତ୍ତମାନ ସମୟ ରେ ଓଲିଉଡ ରେ ଲାଗି ଥିବା କଳହ ଦିନ କୁ ଦିନ ବଢ଼ିବାରେ ଲାଗିଛି।
Special Report
ମନୋଜ ମିଶ୍ର ଙ୍କ ସମର୍ଥକ ମାନେ ଏବେ କୌଣସି ଫିଲ୍ମ ଓ ଯାତ୍ରା କୁ ରିଲିଜ୍ ହେବାକୁ ଦେଉ ନାହାନ୍ତି।ନିକଟ ରେ ମନୋଜ ମିଶ୍ର ଙ୍କ ସମର୍ଥକ ତଥା କୋଶଳ ସେନା ମାନେ ଏକ ଯାତ୍ରା ଚାଲୁ ଥିବା ସମୟ ରେ ତାକୁ ବନ୍ଦ କରି ଦେଲେ।ଯାତ୍ରା କଳାକାର ମାନଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରିଥିଲେ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ସଇଁତଳ ଥାନାର ବିଣ୍ଡାପାଲି ଗାଁ ରେ।ଏଠାରେ ଏକ ଯାତ୍ରା ଚାରି ଦିନ ଚାଲିବା ପାଇଁ ଆୟୋଜନ କରା ଯାଇଥିଲା।ଲୋକ ମାନେ ବହୁତ ସଂଖ୍ୟା ରେ ଆସୁ ଥିଲେ।ହେଲେ ହଟାତ ପଶି ଆସି ଥିଲେ କିଛି କୋଶଳ ସେନା ପଶି ଆସିଥିଲେ।
ସେମାନେ ଏହି ଯାତ୍ରା କୁ ବିରୋଧ କରିଥିଲେ।ସେମାନେ ସମସ୍ତେ ମନୋଜ ମିଶ୍ର ଙ୍କ ସମର୍ଥକ ଥିଲେ।ମନୋଜ ମିଶ୍ର ଙ୍କ ଛଡା ଅନ୍ୟ କାହାରି ସିନେମା ଓ ଯାତ୍ରା ଚାଲି ବନି ବୋଲି ସେମାନେ କହିଥିଲେ।
Special report
ମନୋଜ ମିଶ୍ର ଏହାକୁ ନେଇ କିଛି ବି କଥା ହେଉ ନାହାନ୍ତି।ସେମାନେ ଅନେକ ଲୋକ ଙ୍କ ଜୀବିକା ଛଡାଇ ନେଉଛନ୍ତି।ଯାତ୍ରା ର ଲୋକ ମାନେ ବହୁ କଷ୍ଟ କରି ଯାତ୍ରା କରି ଥାଆନ୍ତି।
ହେଲେ କିଛି ଲୋକ ମାନଙ୍କ ପାଇଁ ଆଜି ସେମାନଙ୍କ ଜୀବିକା ତାଙ୍କ ଠାରୁ ଦୂରେଇ ଗଲା।କୋଶଳ ସେନା ମାନେ ଏହା ପୂର୍ବ ରୁ ଅନେକ ଫିଲ୍ମ କୁ ବନ୍ଦ କରି ଦେଇଥିଲେ।ପୋଷ୍ଟର ଚିରି ଦେଇଥିଲେ।
ପୋଲିସ ଏ ବିଷୟ ରେ କିଛି ତଦନ୍ତ କରିବା ଜରୁରୀ ଅଟେ।ଏବେ ଦେଖିବାକୁ ବାକି ରହିଲା କେବେ ପୋଲିସ ନିଜ ତଦନ୍ତ ଆରମ୍ଭ କରୁଛି।ଓ କିଛି କଳାକାର ମାନଙ୍କୁ ନ୍ୟାୟ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.