Movie prime

JCB ଚଢ଼ି ବାହା ହେବାକୁ ଆସିଲା ବର ଦେଖନ୍ତୁ ଏହି ଦୃଶ୍ୟ ଯୁଗ ହେଲାଣି ଏତେ ଆଧୁନିକ Viral ହେଉଛି ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ସମସ୍ତେ ନିଜ ବିବାହ କୁ ଭିନ୍ନ ପ୍ରକାର କରିବା ପାଇଁ ଚେଷ୍ଟା କରନ୍ତି।ସେଥିପାଇଁ ସେମାନେ ନିଜ ବିବାହ ରେ ବିଭିନ୍ନ ପ୍ରକାର ଯୋଜନା କରି ଥାନ୍ତି।
Special Report
ଆଜି ଆମେ ଏଭଳି ଏକ ବିବାହ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ କେବେ ବି ଶୁଣି ନ ଥିବେ।ପ୍ରାୟତଃ ଏଭଳି ବିବାହ ଅନ୍ୟ ରାଜ୍ୟ ରେ ହୋଇ ଥାଏ।ହେଲେ ପ୍ରଥମ ଥର ପାଇଁ ଏଭଳି ବିବାହ ଆମ ଓଡ଼ିଶା ରେ ଦେଖା ଯାଇଛି।
ଏଠାରେ ବର କୌଣସି କାର କିମ୍ବା ଘୋଡ଼ା ଚଢ଼ି ଆସୁ ନାହିଁ।ଏଠାରେ ବର ଜେଶିବି ଡବା ରେ ବସି ଆସୁଛି।ଯାହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳ ରୁ ଲୋକ ମାନେ ଆସୁଛନ୍ତି।
Special Report
ସେହି ବର କୁ ଦେଖିବା ପାଇଁ ଲୋକ ମାନଙ୍କ ଭିଡ ଜମି ବାକୁ ଲାଗି ଥିଲା।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ର କୋପ୍ତିପଦା ଗାଁ ରେ।ଏଠାରେ ରହୁଥିବା ଜ୍ଞାନ ବିଶ୍ଵାଳ ଙ୍କ ପୁଅ ଅଭିଜିତ ବିଶ୍ଵାଳ ନିକଟ ରେ ବିବାହ କରିଥିଲେ।
ସେ ପେଶା ରେ ଜଣେ ସାମ୍ବାଦିକ।ତାଙ୍କ ବିବାହ କୁ ଦେଖିବା ପାଇଁ ଅନେକ ଲୋକ ଙ୍କ ମଧ୍ୟରେ ଭିଡ ଜମି ଥିଲା।ସେ ଏକ ନିଆରା ଢଙ୍ଗ ରେ ବିବାହ କରିଥିଲେ।
Special Report
କାର ଓ ଘୋଡା ରେ ଆସିବା ପରିବର୍ତ୍ତେ ସେ ଜେସିବି ଡବା ରେ ବସି ଝିଅ ଘର କୁ ବିବାହ କରିବାକୁ ଆସିଥିଲେ।ଓ ସାଙ୍ଗ ରେ ଥିଲେ ତାଙ୍କ ଭଣଜା।ସେ ମାର୍କୁଣ୍ଡି ହୋଇ ଥିଲେ।ଅଭିଜିତ ଙ୍କ ସାଙ୍ଗ ମାନେ ତାଙ୍କୁ ଖୁବ୍ ନଚାଇ ଥିଲେ।
ଯାହାକୁ ଦେଖି ଲୋକ ମାନେ ଖୁବ୍ ଆନନ୍ଦିତ ହେଉ ଥିଲେ। ବର ଏହି ବିବାହ ରେ ଖୁବ୍ ଖୁସି ଥିବାର ଜଣା ପଡୁ ଥିଲେ।ତାଙ୍କର ଜେସିବି ରେ ବସି ବର ବେଶ ରେ ସଜାଇ ହେବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଚି।ଏହାକୁ ନେଇ ସମସ୍ତେ ଖୁବ୍ ଖୁସି ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.