Movie prime

ଝାରସୁଗୁଡା ରେ ଫୁଟିଛି ବିରଳ ଫୁଲ, ଦାମ ୩ ଲକ୍ଷ .. ଲୋକେ କହିଲେ ଏଥର ଝାରସୁଗୁଡ଼ା ବାସୀ ମାଲେମାଲ ହୋଇଯିବେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ କେଶର ମୋଗ୍ରା ଚାଷ ବିଷୟ ରେ ଜାଣି ଥିବେ।ଏହା କେବଳ କାଶ୍ମୀର ଅଞ୍ଚଳ ରେ ଚାଷ କରା ଯାଏ।ସେଠାରେ ଥିବା ଥଣ୍ଡା ଜଳବାୟୁ ରେ ଏହି ଚାଷ ଭଲ ହୁଏ।
ଏହି କେଶର କୁ ବିକ୍ରୀ କରି ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।ଏବେ ଓଡ଼ିଶା ରେ ମଧ୍ୟ ଏହି କେଶର ଚାଷ କରା ଗଲାଣି।ଝାରସୁଗୁଡ଼ା ଜିଲ୍ଲାର ସୁଜାତା ନାମକ ମହିଳା ଜଣକ ଏବେ କେଶର ଚାଷ ନିଜ ଘରେ ତିଆରି କରିଛନ୍ତି।
ସୁଜାତା ନିଜ ଘରେ ପ୍ଲାଷ୍ଟିକ କୁଣ୍ଡ ରେ ମାଟି ପକାଇ କେଶର ମୋଗ୍ରା ର ମଞ୍ଜି ପକାଇ ଥିଲେ।ଏହାର କିଛି ଦିନ ପରେ ସେ ଉକ୍ତ ରୁମ୍ କୁ ଥଣ୍ଡା ରଖିବା ପାଇଁ ସେହି ରୁମ୍ ରେ ଏକ ଏସି ଲଗାଇ ଥିଲେ।
Special report
ଯେପରି କାଶ୍ମୀର ରେ ଏହି ଗଛ ଗୁଡ଼ିକ ଭଲ ଭାବେ ହୋଇ ଥାଏ।ଏଠାରେ ମଧ୍ୟ ଧୀରେ ଧୀରେ ଗଜା ବାହାରିବା ଆରମ୍ଭ କଲା।ଶେଷ ରେ ଅନେକ। ସୁନ୍ଦର ଫୁଲ ସୃଷ୍ଟି ହେଲା।ଏହି ଫୁଲ କୁ ସେମାନେ ୩ ଲକ୍ଷ ରୁ ଅଧିକ ଟଙ୍କା ରେ ବିକ୍ରୀ କରୁଛନ୍ତି।
୧୦୦ ଗ୍ରାମ ଫୁଲ ର ମୂଲ୍ୟ ୩୦୦ ଟଙ୍କା।ଲୋକ ମାନେ ଏହି ଫୁଲ କୁ ନେବା ପାଇଁ ଅଧିକ ପସନ୍ଦ କରୁଛନ୍ତି।ପ୍ରଥମେ ଏହି ଫୁଲ ଓଡ଼ିଶା ରେ ହୋଇ ପାରିବ କି।ନାହିଁ ସମସ୍ତଙ୍କ ମନ ରେ ସନ୍ଦେହ ଥିଲା।
କିନ୍ତୁ ସୁଜାତା ନିଜ ପରିଶ୍ରମ ବଳ ରେ ଆଜି ବହୁତ ସଫଳତା ପାଇ ଛନ୍ତି।ଏହି ଫୁଲ ର କେଶର ଗୁଡ଼ିକ ସେ ଅନ ଲାଇନ୍ ରେ ବିକ୍ରୀ କରିବେ ବୋଲି ଶୁଣା ଯାଉଛି।ଏହା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର।
ଏହି ବ୍ୟବସାୟ ରେ ସୁଜାତା ମାସ କୁ ୨୪ ଲକ୍ଷ ଟଙ୍କା ରୋଜଗାର କରିବେ ବୋଲି ଆଶା କରୁଛନ୍ତି।ଏଥିରେ ତାଙ୍କୁ ତାଙ୍କ ପରିବାର ଲୋକେ ମଧ୍ୟ ଅନେକ ସାହାର୍ଯ୍ୟ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ତାଙ୍କର ସବୁ ସ୍ବପ୍ନ ପୂରଣ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.