Movie prime

ସାମାନ୍ୟ କିଛି ପଇସା ପାଇଁ ନିଜ ବଢିଲା ଝିଅ କୁ ବିକିଦେଲା ବାପା

 
Special Report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ ଏଭଳି କିଛି ଘଟଣା ଘଟୁଛି ଯାହା କୁ ଶୁଣି ସମସ୍ତେ ଆଶ୍ଚଯ୍ୟ ହେବେ।ଟଙ୍କା ପାଇଁ ଲୋକେ ପାଗଳ ହୋଇ ଯାଇଛନ୍ତି।ସମାଜ ରେ ଏମିତି ବହୁତ କିଛି ଘଟଣା ଘଟୁଛି।ଏମିତି ଏକ ଘଟଣା ବିଷୟ ରେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ।
Special Report
ଜଣେ ମା କିଛି ଟା ଟଙ୍କା ପାଇଁ ନିଜ ବଢିଲା ଝିଅ କୁ ଦଲାଲ ମାନଙ୍କୁ ବିକି ଦେଇଛି।ମା ସବୁବେଳେ ପିଲା ର ଭଲ ଚାହେଁ ।ହେଲେ ଏଠାରେ ମା ସାଜିଛି ନିଷ୍ଠୁର।ଭୁଲି ଗଲା ମା ଝିଅ ର ସମ୍ପର୍କ କୁ ବିକି ଦେଲା ନିଜ ଝିଅ ର ଇଜ୍ଜତ କୁ ଅନ୍ୟ ମାନଙ୍କ ଆଗରେ।
ଏହି ଘଟଣା ଟି ଆପଣ ମାନେ ଶୁଣିଲେ ଆପଣ ଙ୍କ ଆଖି ରୁ ଲୁହ ଆସି ଯିବ।ମା ଗୋଟେ ଯୁବକ ଙ୍କୁ କିଛି ଦିନ ହେଲାଣି ପ୍ରେମ କରୁଥିଲେ।ହେଲେ ଝିଅ ସେଥିରେ ବାଧା ସୃଷ୍ଟି କରୁଥିଲା ।ସେଥିପାଇଁ ମା ଚାହୁଁ ଥିଲା ଝିଅ କୁ ରାସ୍ତା ରୁ ହଟେଇବା ପାଇଁ ।
Special Report
ଏବଂ ସେ ମା ପ୍ରେମିକ ସହିତ ଫେରାର୍ ହୋଇ ଯିବାପାଇଁ ଚାହୁଁ ଥିଲା ହେଲେ କିଛି ଟଙ୍କା ବିନା ଏସବୁ ହୋଇ ପାରୁ ନ ଥିଲା।ଟଙ୍କା ର ଆବଶ୍ଯକ ରହିଥିଲା।ସେଥିପାଇଁ ମା ଝିଅ କୁ ଗୁଣ୍ଡା ମାନଙ୍କ ପାଖରେ ବିକି ଦେଲା।ନିଜ ଝିଅ ର ଇଜ୍ଜତ ଉପରେ ଟିକେ ବି ଧ୍ୟାନ ଦେଲା ନାହିଁ।
Special Report
ସେହି ଟଙ୍କା ରେ ମା ପ୍ରେମିକ ସହିତ ଫେରାର୍ ହୋଇ ଗଲା।ଝିଅ କୁ ବାହା କରାଇ ଶାଶୁ ଘର କୁ ପଠାଇବା ବଦଳ ରେ ଏଠି ମା ତା ନୂଆ ପ୍ରେମିକ କୁ ନେଇ ଫେରାର୍ ହୋଇ ଯାଇଛି।ଯେତେବେଳେ ବାପା କାମ ରୁ ଆସି ଦେଖେ ତ ଘରେ ସ୍ତ୍ରୀ ନାହିଁ କି ଝିଅ ନାହିଁ।ସେ କାନ୍ଦି ଏ କଥା ସମସ୍ତଙ୍କ ଆଗରେ ବର୍ଣ୍ଣନା କରିଛନ୍ତି।
ମା ନିଜର ଖର୍ଚ୍ଚ ଉଠାଇବାକୁ ଯାଇ ନିଜ ଜନ୍ମ କଲା ଝିଅ କୁ ୯୦ ହଜାର ଟଙ୍କା ରେ ବିକ୍ରି କରି ଦେଇଛି।ଏହି ଘଟଣା ଟି ଦେଖିବାକୁ ମିଳିଛି ଵଲାଙ୍ଗିର ଟିଟିଲାଗଡ ଅଞ୍ଚଳ ର ସିକ୍ରେ ଗ୍ରାମ ରେ।ଏହି ଗ୍ରାମ୍ ର ସୁଦାମ ସାହୁ ସେହି ଗ୍ରାମ ର ସେବତି ସାହୁ ଙ୍କୁ ବିବାହ କରିଥିଲେ।
Special Report
ଆଉ ତାଙ୍କର ୨୦ ବର୍ଷ ଭିନ୍ନକ୍ଷମ ଝିଅ ଟିଏ ଥିଲେ।ସେବତି ଜଣେ ଲୋକ ସହିତ ସନ୍ତୁଷ୍ଟ ହୋଇ ପାରି ନଥିଲେ।ସେଥିପାଇଁ ବାହାର ରାଜ୍ୟ ରୁ ଦାଦନ ଶ୍ରମିକ ଭାବେ ଆସି ଥିବା ଯୁବକ ଙ୍କ ପ୍ରେମ ରେ ପଡି ଯାଇଥିଲେ।
ତାଙ୍କରି ସହ ଫେରାର୍ ହୋଇଗଲେ।ନିଜ ଝିଅ କୁ ବିକ୍ରି କରି ୯୦୦୦୦ ଟଙ୍କା ପାଇଁ ଅନ୍ୟ ପୁରୁଷ ସହିତ ଚାଲି ଯାଇଥିଲେ।ଜଣେ ମା ଏପରି କଥା ଶୁଣି ସମସ୍ତେ ଆଶ୍ଚଯ୍ୟ ହୋଇଛନ୍ତି।ସୁଦାମ ଏହି ଘଟଣା ରେ ନିଜ ଝିଅ କୁ ଖୋଜୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.