Movie prime

ରାମ ନବମୀରେ ଝିଅକୁ ରାମ କଲେ ଶୁଭାଶିଷ ଏବଂ ଆନିଶା ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଶୁଭାଶିଷ ଶର୍ମା ଓ ଅନିଶା ଶର୍ମା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ଦୁହେଁ ହେଉଛନ୍ତି ଆଗ ଧାଡ଼ି ର ଅଭିନେତା ଓ ଅଭିନେତ୍ରୀ।
ଦୁହିଁଙ୍କୁ ଦର୍ଶକ ମାନେ ଖୁବ ପ୍ରଶଂସା ମଧ୍ୟ କରନ୍ତି। ଏବଂ ଦୁହିଁଙ୍କ ଯୋଡ଼ି ମଧ୍ଯ ଖୁବ ସୁନ୍ଦର୍ ଦେଖା ଯାଏ। ତେବେ ଆପଣ ମାନେ ଜାଣିଥିବେ କି ସ୍ୱାଭିମାନ ନାମକ ଏକ ଧାରାବାହିକ ରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।
ଏହାପରେ ଦୁହେଁ ଦୁହିଁଙ୍କୁ ବିବାହ ମଧ୍ୟ କରିଥିଲେ। ଏବଂ ଆପଣ ମାନେ ଜାଣିଥିବେ ଏବେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ଯ ହୋଇଛି। ଯାହାର ନାମ ହେଉଛି ଭିୟୋନା। ଭିୟୋନା ମଧ୍ୟ ଦେଖିବା ପାଇଁ ଖୁବ୍ ସୁନ୍ଦର୍ ହୋଇଛି।
ଶୁଭାଶିଷ ମଧ୍ଯ ଏବେ ଅନେକ ଆଲବମ ଓ ଧାରାବାହିକ ମାଧ୍ୟମରେ ନଜର ଆସୁଛନ୍ତି। ମାତ୍ର ଏବେ ଅନିଶା ଙ୍କୁ ଆଉ କୌଣସି ଫିଲ୍ମ୍ କି ଆଲବମ୍ ରେ ଦେଖିବାକୁ ମିଳୁ ନାହିଁ। ସେ ତାଙ୍କର ଝିଅ ସହ ସମୟ ବିତାଉ ଛନ୍ତି।
ପ୍ରାୟ ସମୟରେ ଅନିଶା ତାଙ୍କ ଝିଅ ସହ ସମୟ ବିତାଉ ଥିବାର ଦେଖିବାକୁ ମିଳେ। ସେ ତାଙ୍କ ଝିଅ ଙ୍କୁ ସୁନ୍ଦର୍ ସୁନ୍ଦର୍ ବେଶରେ ସଜାଇ ତାଙ୍କ ଫଟୋ କୁ ସେ ସୋସିଆଲ ମିଡ଼ିଆ ରେ ଅପଲୋଡ଼ ମଧ୍ଯ କରନ୍ତି।
ଏବଂ ସେହି ଫଟୋ ଓ ଭିଡିଓ ମଧ୍ୟ ଲୋକ ମାନଙ୍କୁ ଖୁବ୍ ପଶନ୍ଦ ମଧ୍ଯ ଆସିଥାଏ। ଅନେକ ସମୟରେ ସେ ସୋସିଆଲ ମିଡ଼ିଆ ଏକ୍ଟିଭ୍ ଥାଆନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଗତ କାଲି ରାମନବମୀ ହୋଇଥିଲା।
ସେଥିପାଇଁ ଅନିଶା ତାଙ୍କ ଝିଅ ଭିୟୋନା କୁ ରାମ ବେଶରେ ସଜାଇ ଥିଲେ। ଏବଂ ସେ ମଧ୍ୟ ଶ୍ରୀ ରାମ ଙ୍କ ବେଶରେ ଖୁବ ସୁନ୍ଦର ମଧ୍ଯ ଦେଖା ଯାଉଥିଲା।
ଏବେ ଭିୟୋନା ର ସେହି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଲୋକ ମାନେ ଏହାକୁ ଖୁବ ପଶନ୍ଦ ମଧ୍ଯ କରିଛନ୍ତି। ଆଉ ଆପଣଙ୍କୁ ଏହା କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.