Movie prime

ବାହାରେ ଝୁମ୍ପୁଡି ଘର ଭିତରେ ଖେଳ ପ୍ରବଳ ଏମିତି ଏକ ଘଟଣା ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ଭିତରେ କେମିତି ....

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଆଉ ଏହି ଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଛି ବୋଲି ମଧ୍ୟ କୁହାଯାଉଛି। ଆଜିକା ସୋସିଆଲ ମିଡ଼ିଆରେ ଆପଣମାନେ ସବୁ ପ୍ରକାରର ଘଟଣା , ଦୁର୍ଘଟଣା ଏବଂ ସବୁ ପ୍ରକାରର ଖବର ପାଇପାରିବେ। 
Special Report
ଏବେ ମାଳିସାହିକୁ ନେଇ କିଛି ଭିଡିଓ ଆସିଛି। ମାଳିସାହିରେ ଯୁବତୀ ଏବଂ ସ୍ତ୍ରୀ ଲୋକମାନେ ଏଭଳି କାମ କେହି ନିଜ ପରିସ୍ଥିତିରେ ପଡି କରିଥାନ୍ତି । ଆଉ କିଏ ନିଜ ଇଚ୍ଛାରେ ଏଭଳି କାମ କରିଥାନ୍ତି।
ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଏଭଳି ଏକ ଲଜ୍ୟା ଜଣଙ୍କ ଘଟଣା ଟି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ଆଉ ସେଠାରେ କଣ ହୋଇଥାଏ ତାହା ମଧ୍ୟ ସମସ୍ତଙ୍କୁ ବେଶ୍ ଭଲ ଭାବରେ ଜଣା। 
Special report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦର୍ଶକ ମାନେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ସେଠାରେ ଥିବା ଜଣେ ଯୁବକଙ୍କ ସହିତ ଦେହ ବେପାର ପାଇଁ ଡିଲ କରୁଛନ୍ତି
ଆଉ ତାଙ୍କ ପାଖରୁ ଟଙ୍କା ନେଉଛନ୍ତି। କିନ୍ତୁ ଏହା କିଛି ନୂଆ କଥା ନୁହେଁ। କାରଣ ଏହି ଭଳି ଦୃଶ୍ୟ ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। 
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ଗାଁ ଗହଳିରେ ମଧ୍ୟ ଚାଲିଛି ଦେହ ବେପାର। ଜଣେ ବୃଦ୍ଧା ମହିଳା ଏହି ସେକ୍ସ ରାକେଟ ଚଲାଇଥିବା ଦେଖିବାକୁ ମିଳିଛି।
ତେବେ ଯେଉଁ ଭଳି ଭାବେ ଗାଁ ଭିତରେ ଏକ ଝୁମ୍ପୁଡୁ ଘରେ ଦେହ ବେପାର ଚାଲିଛି ସେଥିପ୍ରତି ସ୍ଥାନୀୟ ପୋଲିସ ଦୃଷ୍ଟି ଦେବା ଆବଶ୍ୟକ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ସେକ୍ସ ବ୍ୟାପାରରେ ମାତିଛନ୍ତି ଗାଁ ମହିଳା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.