Movie prime

ଭାରତୀୟ ଯୁବକ ଙ୍କ ସହ ସଂପର୍କ ରଖିବାକୁ ପାଗଳ ହେଉଛନ୍ତି ବିଦେଶୀ ଯୁବତୀ, ପ୍ରତିବର୍ଷ ହଜାର ହଜାର ସଂଖ୍ୟା ରେ ଆସୁଛନ୍ତି ଭାରତ

 
Special report
ନମସ୍କାର ପାଠକ ବନ୍ଧୁ।ଭାରତ ହେଉଛି ଏକ ଏଭଳି ଦେଶ ଯିଏ କି ଆଜି ବି ନିଜ କଳା ସଂସ୍କୃତି ପାଇଁ ପ୍ରସିଦ୍ଧିଲାଭ କରିଛି।ଏହି ଦେଶ ରେ ଅନେକ ପ୍ରକାର ନିୟମ ସବୁ ରହିଛି।ଭାରତ ର ଏମିତି କିଛି ଗାଁ ଅଛି ଯାହାକି ଆପଣ ମାନେ କେବେ ଶୁଣି ନ ଥିବେ।
Special report
ଏଠାରେ ନିୟମ ଗୁଡିକ ମଧ୍ୟ ବହୁତ ଅଜବ ପ୍ରକାର ହୋଇ ଥାଏ।ଆମେ ଆପଣ ଙ୍କୁ ଲଦାଖ ର ଏପରି ଏକ ଗାଁ ବିଷୟ ରେ କହିବାକୁ ଯାଉଛୁ।ଯେଉଁ ଠାର ବିଦେଶୀ ମହିଳା ମାନେ ଗ-ର୍ଭ-ବ-ତୀ ହେବାକୁ ଆସି ଥାଆନ୍ତି।ସେଠାକାର ପୁରୁଷ ମାନଙ୍କ ର ଏକ ସ୍ୱତନ୍ତ୍ର ନିୟମ ରହିଛି।
ଲଦାଖ୍ ଅଞ୍ଚଳ ପ୍ରାକ୍ରୁତିକ ସୌନ୍ଦର୍ଯ୍ୟ ରେ ପରିପୁର୍ଣ୍ଣ।ଏଠାକାର ଲୋକ ମାନେ ମଧ୍ୟ ବହୁତ ଭଲ ।ଲଦାଖ୍ ର ଗୋଟିଏ ଗାଁ ହେଉଛି ଆର୍ଯ୍ୟବେଲି।ସେଠାରେ ଇଉରୋପ ମହାଦେଶ ର ମହିଳା ମାନେ ଗ-ର୍ଭ-ବ-ତୀ ହେବା ପାଇଁ ଆସନ୍ତି।
Special report
ଭାରତୀୟ ଇତିହାସ ଅନୁସାରେ ଆଲେକଜାଣ୍ଡର ଯେତେବେଳେ ଭାରତ ଠାରୁ ହାରି ନିଜ ଦେଶ କୁ ଫେରୁ ଥିଲେ। ତାଙ୍କର କିଛି ସୈନ୍ୟ ଭାରତ ର ଲଦାଖ୍ ରେ ରହି ଯାଇଥିଲେ।କୁହା ଯାଇ ଥାଏ ଯେ ଯେଉ ପିଲା ଏଠାରେ ଜନ୍ମ ହୁଏ ସେ ସାହସି ହୋଇ ଥାଏ।
Special report
ସେଥିପାଇଁ ବିଦେଶୀ ମହିଳା ମାନେ ଆର୍ଯ୍ଯବେଲି ଯାଇ ସେଠାକାର ପୁରୁଷ ମାନଙ୍କ ସହିତ ସମ୍ପର୍କ ରଖି ଥାନ୍ତି।ଏଠାରୁ ସେମାନେ ଗ-ର୍ଭ-ବ-ତୀ ହୋଇ ନିଜ ଦେଶ କୁ ଫେରି ଯାଆନ୍ତି।
ଆଉ ସେଠାକୁ ଯାଇ ନିଜ ପିଲା କୁ ଜନ୍ମ ଦିଅନ୍ତି।ସେମାନେ ଭାବନ୍ତି ଏଠାରେ ପିଲା ଜନ୍ମ ହେଲେ ଆଲେକଜାଣ୍ଡର ଙ୍କ ଭଳି ସାହସି ହେବେ।ଏହି ସ୍ଥାନ ଟି କାର୍ଗିଲ ଠାରୁ ୭୦ କିମି ଦୂର ରେ ଅବସ୍ଥିତ।
Special report
ଏବେ ବି ଲୋକ ମାନଙ୍କ ର ଏଭଳି ଚିନ୍ତା ଧାରା ରହିଛି।ଏହା ଖାଲି ଭାରତ ରେ ନୁହଁ ସମଗ୍ର ପୃଥିବୀ ରେ ଅନେକ ଭୁଲ ଚିନ୍ତାଧାରା ଲୋକ ଙ୍କ ମଧ୍ୟ ରେ ରହିଛି।ଏହାକୁ ଆଉ ଆମ ସମାଜ ରୁ ବାହାର କରିବା ଆଉ ସମ୍ଭବ ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.