Movie prime

କଣ ପାଇଁ ଏହି ଯୁବତୀ କ୍ୟାମେରା ସାମ୍ନା କୁ ଆସି ଅନ୍ୟ ଜଣେ ଯୁବତୀ କୁ ଓଡ଼ିଶା ର ସେକେଣ୍ଡ ଅର୍ଚ୍ଚନା ନାଗ କହିଲା, ଜାଣନ୍ତୁ ପୁରା ଘଟଣା !

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଆଜିର ମହିଳା ଓ ପୁରୁଷ ଉଭୟ କିଭଳି ଭାବେ ଖରାପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି।କାହାରି କଥା ସେମାନେ ଶୁଣୁ ନାହାନ୍ତି।ସାନ ବଡ ଟିକେ ବି ଭାବୁ ନାହାଁନ୍ତି।ଏବେ ଓଡ଼ିଶା ରେ ଅଭିନେତ୍ରୀ ମୌସୁମୀ ନାୟକ ଙ୍କୁ ନେଇ ଚର୍ଚ୍ଚା କରା ଯାଇଛି।
Special report
ଏବେ ସେ ବନସ୍ପତି ପତି ଙ୍କ ନା ରେ ଥାନା ରେ ଏତଲା ଦେଇଛନ୍ତି ସେ କହିଛନ୍ତି କି ବନସ୍ପତି ପତି ତାଙ୍କୁ ବ୍ଲାକ ମେଲ କରୁଛନ୍ତି।ସେ ଓଡ଼ିଶା ର ଦିତୀୟ ଅର୍ଚ୍ଚନା ନାଗ ବୋଲି ସେ କହିଛନ୍ତି।ଏହି ଦୁଇ ଜଣ ଙ୍କ କଳି କୁ ନେଇ ଏବେ ଖୁବ୍ ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଚି।ଲୋକ ମାନେ ଏହାକୁ ନେଇ ଅନେକ କଥା କହୁଛନ୍ତି।
ସୂଚନା ଅନୁସାରେ ମୌସୁମୀ ଙ୍କ ସହିତ ବନସ୍ପତି ପତି ଙ୍କ କିଛି ବର୍ଷ ତଳେ ଦେଖା ହୋଇ ଥିଲା।ବନସ୍ପତି ଜଣେ ସରକାରୀ କର୍ମଚାରି ହେବା ସହିତ ଜଣେ ଲେଖିକା।ତାଙ୍କର ତାଙ୍କ ପ୍ରଥମ ସ୍ଵାମୀ ଙ୍କ ସହିତ ଡିଭୋରସ ହୋଇ ଯାଇଥିଲା।ଏହା ପରେ ସେ ଦିତୀୟ ବିବାହ କରିଥିଲେ।
Special report
ବନସ୍ପତି ଙ୍କ ର ତାଙ୍କ ସହିତ ଦେଖା ହେବା ପରେ ସେ ମୋସୁମି ଙ୍କୁ ସେୟାର ମାର୍କେଟ ରେ କିଛି ଅର୍ଥ ଲଗାଇବା ପାଇଁ କହିଥିଲେ।ଏହା ଏକ ଭଲ ରୋଜଗାର ବୋଲି ସେ କହିଥିଲେ।କିନ୍ତୁ ରାଜି ହୋଇ ନ ଥିଲେ ମୌସୁମୀ।
ସେ କିନ୍ତୁ ମୌସୁମୀ ଙ୍କୁ ବାଧ୍ୟ କରିଥିଲେ।ତମେ କିଛି ଅର୍ଥ ଦିଅ ଏଥିରେ ଡବଲ ମିଳିବ।ମୌସୁମୀ ଙ୍କ କହିବା ଅନୁଯାୟୀ ପ୍ରକୃତରେ ବନସ୍ପତି ହେଉଛନ୍ତି ଜଣେ ପାଗଳ।ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ।ତାଙ୍କୁ କୌଣସି ପାଗଳ ଡାକ୍ତର ଙ୍କୁ ଦେଖାଇବା ଉଚିତ୍।
Special report
ସେ ମୋ ସହିତ ସମ୍ପର୍କ ରଖି ମୋତେ ଧୋକା ଦେଇ ଗଲେ।ମୁ ଭାବି ବି ପାରୁନି ଯେ ବନସ୍ପତି ମୋତେ ଧୋକା ଦେବେ।ତାଙ୍କ ପ୍ରଥମ ସ୍ଵାମୀ ମଧ୍ୟ କହିଛନ୍ତି କି ତାଙ୍କ ସ୍ତ୍ରୀ ଙ୍କ ର ମୁଣ୍ଡ ଖରାପ ଥିଲା।ସେ ପଇସା ପାଇଁ କିଛି ବି କରି ପାରିବେ।
ଖରାପ ପିଲା ଙ୍କ ସହିତ ବନସ୍ପତି ସମ୍ପର୍କ ରଖୁଥିଲେ।ତାଙ୍କ ସହିତ ସେକ୍ସ୍ କରୁଥିଲେ।ଯେଉଁ ପୁଅ ମାନେ ଗୋଟିଏ ହୋଇ ଥିବେ ଓ ତାଙ୍କ ପାଖରେ ଜୋରେ ପଇସା ଥିବ ସେ ସେହି ମାନଙ୍କୁ ନିଜ ପ୍ରେମ ଜାଲ ରେ ଫସେଇ ବାହା ହୋଇ ପଡୁ ଥିଲେ।
ଏହା ପରେ ତାଙ୍କ ଠାରୁ ପଇସା ନେଇ ତାଙ୍କୁ ଛାଡି ଦେଇ ଥିଲେ।ଏଭଳି ଅନେକ ଥର ସେ ଏଭଳି କରିଛନ୍ତି।ଏଭଳି ସ୍ତ୍ରୀ ଲୋକ ଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି ମୌସୁମୀ ପରାମର୍ଶ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.