Movie prime

ଯୁବତୀ ଙ୍କ ଏହି ଭୋକ କୁ କେହି ବି ମେଣ୍ଟାଇ ପାରିବେନି,ଦେଖନ୍ତୁ ନିଜକୁ ଖୁସି କରିବାକୁ ଏହି ସବୁ କାମ କରନ୍ତି ଯୁବତୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରାଜନୀତି କରିବାରେ ଶ୍ରେଷ୍ଠ ନାମ ଯଦି କାହାର ଆସିଥାଏ ତେବେ ସେ ହେଉଛନ୍ତି ଚାଣକ୍ୟ। ଚାଣକ୍ୟ ନୀତି କୁ ଆଜି ମଧ୍ୟ କେତେକ ଲୋକ ଅଛନ୍ତି ଯେଉଁ ମାନେ କି ଅକ୍ଷରେ ଅକ୍ଷରେ ପାଳନ କରନ୍ତି।
Special report
ଚାଣକ୍ୟ ମଧ୍ୟ ମହିଳା ଓ ପୁରୁଷ ଙ୍କ ସହ ତୁଳନା କରି ଅନେକ କଥା କହିଛନ୍ତି। କାରଣ କେତେକ କ୍ଷେତ୍ରରେ ମହିଳା ମାନେ ଆଗୁଆ ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ପୂରୂଷ ମାନେ ବେଶ ଆଗ୍ରହୀ ଅଟନ୍ତି।
ରାଜନୀତି ରେ ଚାଣକ୍ୟ ମହିଳା ଓ ପୁରୁଷ ଙ୍କୁ ସମ୍ମାନ ବୋଲି ତୁଳନା କରିଛନ୍ତି। କାରଣ ମହିଳା ଙ୍କ ନିକଟରେ ଯେତିକି ବୁଦ୍ଧି ରହିଛି ପୁରୁଷ ମାନଙ୍କ ନିକଟରେ ମଧ୍ୟ ସେତିକି ମାତ୍ରାରେ ବୁଦ୍ଧି ରହିଛି।
Special report
ଆଉ ମହିଳା ମାନଙ୍କର କ୍ଷୁଧା ପୁରୁଷ ମାନଙ୍କ ଠାରୁ ଯଥେଷ୍ଟ ଅଧିକ ବୋଲି ମଧ୍ୟ କୁହା ଯାଇଛି। ମାତ୍ର ମହିଳା ମାନେ ତାଙ୍କର କ୍ଷୁଧା କୁ ସହି ଯାଆନ୍ତି। ଯେତେବେଳେ କି ପୁରୁଷ ମାନେ ତାଙ୍କର କ୍ଷୁଧା କୁ ସହି ପାରି ନଥାନ୍ତି।
ଏଭଳି କି ମହିଳା ମାନେ ପୁରୁଷ ମାନଙ୍କ ତୁଳନାରେ ମଧ୍ଯ ଖୁବ୍ ସାହସୀ ଅଟନ୍ତି। ପ୍ରାୟତଃ ସମୟରେ ମହିଳା ମାନଙ୍କୁ ଖୁବ ସାହସିକତା ର ସହ କାମ କରୁଥିବାର ଦେଖିବାକୁ ମିଳିଥାଏ।ମହିଳା ମାନଙ୍କୁ ସେଥିପାଇଁ ମଧ୍ୟ ଶକ୍ତି ର ପ୍ରତୀକ ବୋଲି କୁହା ଯାଇଥାଏ।
Special report
ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କ ଖୁବ୍ ଇଚ୍ଛା ଶକ୍ତି ଥିବା ସହ ସେମାନଙ୍କ ନିକଟରେ ବହୁତ ଲଜ୍ୟା ଏବଂ ସହନଶୀଳତା ଶକ୍ତି ମଧ୍ଯ ରହିଥାଏ। କାମ ବାସନା ପ୍ରତି ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କ ୮ ଗୁଣ ଅଧିକ ଇଚ୍ଛା ଶକ୍ତି ଥାଏ।
ହେଲେ ମହିଳା ମାନଙ୍କ ମନରେ ଥିବା ଏହି ଇଚ୍ଛା କୁ ସେମାନେ ପ୍ରକାଶ କରି ପାରନ୍ତି ନାହିଁ। ଆଉ ସବୁ ସହି ସେମାନେ ଚୁପ୍ ଚାପ୍ ରହି ଥାଆନ୍ତି। ଏଭଳି ମହିଳା ଙ୍କ ବିଷୟରେ ଅନେକ କଥା ଚାଣକ୍ୟ ନୀତି ରେ ଉଲ୍ଲେଖ କରା ଯାଇଛି।
Special report
ଯାହା ସମ୍ପର୍କରେ ଆପଣ ମାନେ ଚାଣକ୍ୟ ନୀତି ରୁ ଜାଣି ପାରିବେ। ତେବେ ଆପଣ ଏହି ସମ୍ପର୍କରେ କିଛି ଜାଣିଛନ୍ତି ତେବେ ଆପଣ ଏହା ଆମକୁ କମେଣ୍ଟ ମାଧ୍ଯମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.