Movie prime

ଯୁବତୀ ଙ୍କୁ ଆସୁଚି ଖରାପ କଲ୍ : ଏବେ ଯୁବତୀମାନେ ବି ସୁରକ୍ଷିତ ନୁହନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ଅଜଣା ନମ୍ବର୍ ରୁ ଯୁବତୀଙ୍କ ମୋବାଇଲ କୁ ଆସିଲା ଏକ ଭିଡିଓ କଲ୍। ଯୁବକ ଜଣକ ଯୁବତୀଙ୍କୁ ପଚାରିଥିଲେ "କଣ କରୁଛ ବ୍ୟସ୍ତ ଅଛ କି?"
Special Report
ପରେ ପରେ ଯୁବକ ଜଣକ ତାଙ୍କୁ ଅଶ୍ରିଳ କଥା କହିବା ଆରମ୍ଭ କରି ଦେଇଥିଲେ। ପରେ ପରେ ଏହା ନଜାଣି ପାରି ଯୁବତୀ ଜଣକ ସେହି ଯୁବକଙ୍କୁ ତାଙ୍କର ପରିଚୟ ମଧ୍ୟ ମାଗି ଥିଲେ। ଏହାପରେ ସେ କିଏ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।
ହେଲେ ଯୁବକ ଜଣକ ନିଜର ପରିଚୟ ନଦେଇ ଓଲଟା ସେ ଏହି ଭିଡିଓ କଲ୍ ରେ ଖରାପ୍ କାର୍ଯ୍ୟରେ ବ୍ୟସ୍ତ ରହିଲେ।୧୪ ତାରିଖରେ ଏଭଳି ଏକ ଅଦ୍ଭୁତ ଜନକ ଘଟଣା ସାମ୍ନା କୁ ଆସିଛି।
ଜଣେ ୨୬ ବର୍ଷୀୟ ଯୁବତୀ ଜଣେ ଅଜଣା ଯୁବକର ଏଭଳି ବ୍ୟବହାରକୁ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଏହି ଅଭିଯୋଗ ଆଧାରରେ ପୋଲିସ ମଧ୍ୟ ଏହାର ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ମଧ୍ୟ ଧରିବାକୁ ଚେଷ୍ଟା ଚଳାଇଛି।
Special Report
ସୁଚନା ମୁତାବକ ଯୁବତୀ ଜଣକ ଜଣେ ଉଚ୍ଚ ଶିକ୍ଷିତା ସେ ସିକୋଲୋଜୀ ରେ ସ୍ନାତକ ହାସଲ କରିଛନ୍ତି। ସେ କହିଥିଲେ କି ତାଙ୍କ ନିକଟକୁ ଜଣେ ଅଜଣା ଯୁବକ ପ୍ରଥମେ ହ୍ୱାଟ ସପ୍ ରେ କଲ୍ କରିଥିଲେ।
ଏହାପରେ କଲ୍ ଉଠାଇ ଯୁବତୀ ଜଣକ କିଏ ବୋଲି ପ୍ରଶ୍ନ କରିଥିଲେ। ହେଲେ ଉତ୍ତର ନଦେଇ ଯୁବକ ଜଣକ ଅଶ୍ରିଳ ଆଚରଣ କରିବା ଆରମ୍ଭ କରି ଦେଇଥିଲେ। ପରେ ପରେ ତାଙ୍କ ନିକଟକୁ ଖରାପ୍ ଫଟୋ ପଠାଇ ଥିଲେ।
ଯୁବତୀ ଜଣକ ତାଙ୍କୁ ସମ୍ମାନ ଜନକ ବ୍ଯବହାର ଦେଖାଇବା ସହ ତାଙ୍କୁ ବାରମ୍ବାର ପରିଚୟ ମଧ୍ୟ ପଚାରୁ ଥିଲେ। ହେଲେ ସେ ପରିଚୟ ଦେବା ବଦଳରେ ପୁଣି ଖରାପ୍ ଭିଡିଓ ତାଙ୍କ ନିକଟକୁ ପଠାଇବା ଆରମ୍ଭ କରି ଦେଇଥିଲେ।
ଯୁବକଙ୍କ ଏଭଳି ବାରମ୍ବାର ବ୍ୟବହାର ପରେ ଯୁବତୀ ଜଣକ ଏନେଇ ଯାଇ ଥାନାରେ ଅଭିଯୋଗ କରିଛନ୍ତି। ଆଉ ଏନେଇ ପୋଲିସ ମଧ୍ୟ ଏହି ଘଟଣା ର ତଦନ୍ତ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.