Movie prime

ଯୁବତୀ କୁ ଟିଉସନ୍ କରିବା ବାହାନା ରେ ବଳାତ୍କାର କଲା ମାଷ୍ଟର, ପରେ ତାଙ୍କ ମାଆ କୁ ବି ଛାଡ଼ିଲାନି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ମହିଳା ମାନଙ୍କ ସହିତ କିଭଳି ଘଟଣା ମାନ ଘଟୁଛି।ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ।ହେଲେ ବର୍ତ୍ତମାନ ସମୟ ରେ କିଛି ଯୁବକ ଓ ଯୁବତୀ ଏହାକୁ ନଷ୍ଟ କରି ଦେଉଛନ୍ତି।
Special report
ନିଜର ସାମାନ୍ୟ ଭୁଲ ପାଇଁ ସେମାନେ କେତେ ଜୀବନ ନେଇ ଯାଉଛନ୍ତି।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେହି ଝିଅ ର ନାମ ହେଉଚି ମିକି।ଯିଏ କି ରାଜ କୁ ଖୁବ୍ ଭଲ ପାଉଥିଲା।ତା ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲା।
ଶେଷ ରେ ସେ ହିଁ ତାକୁ ଅଧା ବାଟ ରେ ଛାଡି ଚାଲି ଗଲା।ଯାହାକୁ ନେଇ ଏବେ ଅନେକ ତାକୁ ଶୁଣିବାକୁ ପଡିଚି।ଗୋଟେ ଝିଅ ଯଦି ଭୁଲ କରେ ତେବେ ସମାଜ କେବଳ ସେ ଝିଅ କୁ ହିଁ ଦୋଷ ଦେଇ ଥାଏ।ଏଥିରେ ପୁଅ ର କିଛି ବି ଭୁଲ ନ ଥାଏ। ମିକି ହେଉଚି ସେଭଳି ଗୋଟିଏ କମ୍ ବୟସ ର ଝିଅ।ଯିଏ କି ରାଜ କୁ ଖୁବ୍ ଭଲ ପାଉଥିଲା।
ତା ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲା।ହେଲେ ପରବର୍ତ୍ତୀ ସମୟ ରେ ମିକୀ ଗ-ର୍ଭ-ବ-ତୀ ହୋଇଚି।ଏହି କଥା ଯେତେବେଳେ ସେ ରାଜ କୁ କହିଛି।ଏଥିରେ ରାଜ ଆଶ୍ଚର୍ଯ୍ୟ ହୋଇ ଯାଇଚି। ମୀକି ରାଜ କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଚି।
Special report
ଏଥିରେ ରାଜ ରାଜି ହୋଇ ନାହିଁ।ଏହା ଛଡ଼ା ସେହି ପିଲା କୁ ନଷ୍ଟ କରି ଦେବା ପାଇଁ ପରାମର୍ଶ ଦେଇଛି।ଏହାକୁ ଶୁଣି ସେ ବହୁତ କାନ୍ଦି ଥିଲା।ରାଜ ତାକୁ ଏପରି ଅଧା ବାଟ ରେ ଛାଡି ଚାଲି ଯିବ ବୋଲି ସେ ବିଶ୍ଵାସ କରି ନ ଥିଲା।ତାର କାନ୍ଦ ଦେଖି ମିକି ର ବୋଉ ଓ ଭଉଣୀ ତାକୁ ଏ ବିଷୟ ରେ ପଚାରି ଛନ୍ତି।
ପରେ ସେମାନେ ସବୁ ସତ କଥା ଜାଣିବାକୁ ପାଇଛନ୍ତି।ଏ କଥା ସମସ୍ତେ ଜାଣିବା ପରେ ମିକି କୁ ସମସ୍ତ ଙ୍କ ଠାରୁ ଅନେକ କଥା ଶୁଣିବାକୁ ପଡିଚି।ଏହି ପିଲା କୁ ନଷ୍ଟ କରିବା ପାଇଁ ସମସ୍ତେ କହିଛନ୍ତି।ହେଲେ ଏଥିରେ ମିକି ରାଜି ହୋଇ ନାହିଁ।
ଶେଷ ରେ ସେ ତାର ଗ-ର୍ଭ ନଷ୍ଟ କରିବ ବୋଲି ଠିକ୍ କଲା।ଆପଣ ମାନେ ଥରେ ଭାବନ୍ତୁ ଯେପରି ମିକି ଯେପରି ଗୋଟିଏ ଜୀବନ କୁ ମାରି ଦେଲା।ସେପରି ବର୍ତ୍ତମାନ ସମୟ ରେ କେତେ ଯୁବତୀ ମାନଙ୍କ ସହିତ ହେଉଚି।
ଏଥିରେ ଭୁଲ କାହାର ଥିଲା।ବର୍ତ୍ତମାନ ସମୟ ରେ ଭଲ ପାଇବା ଟା କଣ ଭୁଲ।ଏ ବିଷୟ ରେ ଆପଣ ମାନେ ଭାବନ୍ତୁ।ଗୋଟିଏ ଛୋଟ ଛୁଆ ଟି ଦୁନିଆ ଦେଖିବା ଆଗରୁ ଚାଲି ଗଲା।ଏଥିରେ କାହାର ଭୁଲ ରହିଲା ଆପଣ ମାନେ ବିଚାର କରନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.