Movie prime

ଯୁବତୀ ଙ୍କ ଶବ କୁ ଲ-ଙ୍ଗ-ଳା କରି ବାରମ୍ବାର ଦୁ-ଷ୍କ-ର୍ମ କରିଦେଲା ଏହି ଯୁବକ

 
Special report
ନମସ୍କାର ପାଠକ ବନ୍ଧୁ। ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ସମାଜ ରେ କିଭଳି ଅଭାବନିୟ ଘଟଣା ମାନ ଘଟୁଛି।କିଛି ବ୍ୟକ୍ତି ଙ୍କ ପାଇଁ ସମାଜ କଳଙ୍କିତ ହେବାକୁ ଲାଗୁଚି।ଜଣେ ମହିଳା ଙ୍କୁ ମାରି ଦେଇଥିଲେ ଜଣେ ଯୁବକ।ଏହା ପରେ ତାଙ୍କ ଶବ ସହିତ କଲେ ଦୁ-ଷ୍କ-ର୍ମ।
Special report
ନିଜ ଶରିର ର ଇଚ୍ଚା କୁ ପୂରଣ କରିବା ପାଇଁ ଏଭଳି କାମ କରି ଥିବାରୁ ତାଙ୍କୁ ସମସ୍ତେ ନିନ୍ଦା କରିଛନ୍ତି।ଏଭଳି।ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ର ଚନ୍ଦନନଗର୍ ଅଞ୍ଚଳରେ।ସେଠାରେ ରଶ୍ମିତା ନାମ୍ନି ଜଣେ ଝିଅ ବାହରେ ରହି କାମ କରୁଥିଲେ।ଛୁଟି ରେ ଘର କୁ ବୁଲିବାକୁ ଆସି ଥିଲେ।
ହେଲେ ହଟାତ କୌଣସି କାରଣ ପାଇଁ ତାଙ୍କ ବାପା ଙ୍କ ସହିତ ରଶ୍ମିତା ଙ୍କ ଝଗଡା ହୋଇ ଗଲା।ରଶ୍ମିତା ଏହା ପରେ ମାମୁଁ ଘର କୁ ଯିବା ପାଇଁ ବାହା ରିଲେ।ଯେତେବେଳେ ସେ ବସ୍ ଷ୍ଟାଣ୍ଡ ରେ ଅପେକ୍ଷା କରିଥିଲେ ସେହି ଗ୍ରାମ ର ପୁପୁନ ନାମକ ଜଣେ ବ୍ୟକ୍ତି ଆସି ତାଙ୍କୁ ବାଇକ୍ ଯୋଗେ ମାମୁ ଘରେ ଛାଡି ଦେବେ ବୋଲି
Special report
 କହିଲେ ଏହି କଥା ରେ ରଷ୍ମିତା ରାଜି ହୋଇ ଗଲେ।ହେଲେ ପୁପୁନ ତାଙ୍କୁ ଏକ ଜଙ୍ଗଲ ଅଞ୍ଚଳ କୁ ନେଇ ତାଙ୍କ ସହିତ ଦୁ-ଷ୍କ-ର୍ମ କରିବାକୁ ଚାହିଁଲେ।ଏହା କୁ।ରଶ୍ମିତା ଅଟକାଇଲେ ହେଲେ ସେ ଶୁଣି ନ ଥିଲେ।ଶେଷ ରେ ଝିଅ ର ଓଢଣୀ ରେ ପୁପୁନ ତାକୁ ହ-ତ୍ୟା କଲା।
ରଶ୍ମିତା ମରିଯିବା ପରେ ପୁପୁନ ତା ସହିତ ଦୁ-ଷ୍କ-ର୍ମ କରି ଚାଲିଲା।ଯେମିତି ସେ ଝିଅ କୁ କେହି ଜାଣି ପାରିବେନି ସେଥିପାଇଁ ପୁପୁନ ଝିଅ ର ମୁହଁ କୁ ପଥର ରେ ଛେଚି ଦେଇଥିଲା।ଓ ତାକୁ ସେଠାରେ ଛାଡି ଦେଇ ପଳାଇ ଥିଲା।
Special report
ଲୋକମାନେ ସକାଳେ ରଷ୍ମିତା ର ଶବ କୁ ପାଇଁ ପୋଲିସ୍ କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରି ଥିଲା।ଯାଞ୍ଚ ପରେ ଜଣା ପଡି ଥିଲା ପୁପୁନ ନାମକ ବ୍ୟକ୍ତି ଏଥିରେ ଦୋଷି।ତାଙ୍କୁ ପୋଲିସ ଗିରଫ କରି ଜେଲ ପଠାଇ ଦେଇଛି।
ଏଭଳି ଦୋଷୀ ମାନଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରିବା ପାଇଁ ଜଣେ ମହିଳା କହିଛନ୍ତି।ସେ କହିଛନ୍ତି।ଏହା ନାରୀ ଜାତି ପାଇଁ ଏକ ଅପମାନ।କେବଳ ଜେଲ ଦଣ୍ଡାଦେଶ ଦେଲେ କୌଣସି ଲାଭ ନାହିଁ।ଏମାନଙ୍କୁ କଠିନ ରୁ କଠିନ ଶାସ୍ତି ଦିଆ ଯିବା ଉଚିତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.