Movie prime

ଜଙ୍ଗଲ ମଝିରେ ବିକିନି ପିନ୍ଧି ବାହାରେ ବୁଲିଲେ ସାମନ୍ଥା,ଜଙ୍ଗଲି ଭାଲୁ ମାନେ ଆସି ତାଙ୍କୁ କଲେ ହଇରାଣ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଛାଡ଼ପତ୍ର ପରେ ବିକିନି ପିନ୍ଧି ଛୁଟି ମନାଉ ଛନ୍ତି ସାମନ୍ଥା। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଫଟୋ ଦେଖିବା ପରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି।
Special report
ସାମନ୍ଥା ସେୟାର କରିଥିବା ଏହି ଫଟୋ ରେ ସେ ଏକ ବାଦାମୀ ରଙ୍ଗର ବିକିନୀ ପିନ୍ଧି ପୋଜ୍ ଦେଉଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ରେ ତାଙ୍କର ହଟ ଅନ୍ଦାଜ ଦେଖିବାକୁ ମିଳିଛି।
ସାମନ୍ଥା ଙ୍କ ହଟ ଅନ୍ଦାଜ ଏବେ ଇଣ୍ଟରନେଟ ରେ ହଇଚଇ ସୃଷ୍ଟି କରିଛି। ସିନେମା ଜଗତରୁ କିଛି ସମୟ ବ୍ରେକ ନେବା ପରେ ଏବେ କାମକୁ ଫେରିଛନ୍ତି ସାମନ୍ଥା। ଆଉ ଏହା ପରେ ସେ ଏବେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି।
ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ବ୍ୟକ୍ତିଗତ ଜୀବନ ଓ ତାଙ୍କର କାମ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥାନ୍ତି। ଏହି ଅଭିନେତ୍ରୀ ଏବେ ତାଙ୍କର ଫ୍ୟାନ ଙ୍କ ସହ ଭାକେସନ୍ ର କିଛି ଫଟୋ ସେୟାର କରିଛନ୍ତି।
Special report
ଏହି ଫଟୋ ରେ ତାଙ୍କର ଏଭଳି ଲୁକ୍ ଦେଖିବା ପରେ ତାଙ୍କର ଫ୍ୟାନ ମାନେ ପାଗଳ ହୋଇ ଯାଇଛନ୍ତି। ଅଭିନେତ୍ରୀ ଙ୍କ ଏହି ହଟ ଲୁକ ତାଙ୍କର ଫ୍ୟାନ ମାନଙ୍କୁ ଖୁବ ପଶନ୍ଦ ଆସିଛି। ଏଭଳି ଲୁକ ରେ ସେ ପୂର୍ବରୁ କେବେ ଆସି ନଥିବା ମଧ୍ୟ କୁହା ଯାଉଛି।
ସୁଚନା ମୁତାବକ ସେ ତାଙ୍କର ସ୍ବାସ୍ଥ୍ୟ କାରଣରୁ କିଛି ସମୟ ପର୍ଯ୍ୟନ୍ତ ବ୍ରେକ ନେଇଥିଲେ। ହେଲେ ଏବେ ସେ ଆମେରିକାରେ ଚିକିତ୍ସିତ ହେବା ପରେ ସମ୍ପୁର୍ଣ୍ଣ ଭଲ ହୋଇ ଯାଇଛନ୍ତି।
ଏବଂ ସାତ ମାସ ହେବ ସେ ବିରତି ନେବା ପରେ ଏବେ ପୁଣି ଥରେ ସେ ଫିଲ୍ମ ଦୁନିଆ କୁ ଫେରି ଆସିଛନ୍ତି। ଯାହାକୁ ନେଇ ତାଙ୍କ ଫ୍ୟାନ ମାନେ ଖୁବ ଖୁସୀ ମଧ୍ୟ ଅଛନ୍ତି।କାରଣ ଅନେକ ଦିନର ଅପେକ୍ଷା ପରେ ତାଙ୍କୁ ବଡ଼ ପରଦା ରେ ଦେଖିବାକୁ ମିଳିବ।
ଏଥିପାଇଁ ସାମନ୍ଥା ମଧ୍ୟ ଖୁବ ଖୁସୀ ଅଛନ୍ତି। ତେବେ ସାମନ୍ଥା ଙ୍କ ଏଭଳି ପ୍ରତ୍ୟାବର୍ତ୍ତନ କୁ ନେଇ ଆପଣ ମାନେ କେତେ ଖୁସୀ ଅଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.