Movie prime

ହଠାତ ଜଙ୍ଗଲ ଭିତରେ ଶୁଭିଲା ଏମିତି ଚିତ୍କାର ଦେଖି ଧାଇଁ ଆସିଲେ ଲୋକେ ଆଉ ତା ପରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଏହି ଖବର ହେଉଛି ଜଙ୍ଗଲରେ କିଛି ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ହଠାତ୍ ଜଙ୍ଗଲରେ ଏଭଳି କିଛି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାରଲୋକେ । 
ଗାଁ ପାଖ ଜଙ୍ଗଲ ସମୟ ସନ୍ଧ୍ୟା ୫.୩୦ ହୋଇଥିଲା ସେତେବେଳେ ଘଟିଥିଲା କିଛି ଘଟଣା । ଶୁନଶାନ୍ ଜଙ୍ଗଲ ଭିତରେ ଏଭଳି କିଛି ଶବ୍ଦ ଶୁଭିଥିଲା । ଜିଲ୍ଲାର ଜଙ୍ଗଲରେ ହଠାତ୍ ଏକ ଶବ୍ଦ ଶୁଭିଲା । ହଠାତ୍ କେହି କାନ୍ଦିବାର ଶବ୍ଦ ଶୁଭିଲା ।
Special report
ଆଉ ଏହି ଶବ୍ଦ ଶୁଣି ସେଠାକୁ ଲୋକମାନେ ଧାଇଁ ଯାଇଥିଲେ । ଜଣେ କି ଦୁଇଜଣ ନୁହେଁ ବରଂ ପରିବାର ଲୋକେ ସମସ୍ତେ ସେଠାରେ କାନ୍ଦୁଥିଲେ । ପରିବାର ଲୋକେ ଜଙ୍ଗଲର ରାସ୍ତା ଉପରେ କାନ୍ଦି କାନ୍ଦି ଗଡି ଯାଉଛନ୍ତି । 
ସମସ୍ତେ ସେଠାରେ ବିକଲ ହୋଇ କାନ୍ଦୁଛନ୍ତି । ଏଭଳି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହଠାତ୍ ସେହି ସ୍ଥାନରେ କାହାର ମୃତଦେହ ପଡିଥିବାର ଜଣାପଡିଛି । ଏହି ମୃତଦେହ ହେଉଛି ଜଣେ ମହିଳାଙ୍କର ।
Special report
ଏହି ମହିଳା ଜଣଙ୍କର ମୃତ ଶରୀର ଦେଖିବା ପରେ ତାଙ୍କର ପରିବାରଲୋକେ କାନ୍ଦି ପକାଇଛନ୍ତି । ଏବେ ଏହି ମାକୁ ଝୁରି ଝୁରି କାନ୍ଦି ପକାଇଛନ୍ତି ଦୁଇଝିଅ । ଦୁଇ ଝିଅ ଏବେ କଣ ବା କରିବେ ତାଙ୍କର ମାଆ ତାଙ୍କ ପାଖରେ ନାହିଁ । 
Special report
ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଏଫସିଆର ଗୋଦାମ ନିକଟରେ ଥିବା କାଜୁ ଜଙ୍ଗଲରେ ଏହି ଘଟଣା ଘଟିଛି । ଏହି ମହିଳା ଜଣକ ଆନ୍ଧ୍ର ଅଞ୍ଚଳର । ମୃତ ମହିଳାଙ୍କର ଦୁଇଟି ଝିଅ ଅଛନ୍ତି । ସେ ଅପରାହ୍ନରୁ ଘରୁ ବାହାରି ଯାଇଥିଲେ ଆଉ ଘରକୁ ଫେରି ନଥିଲେ ।
ଏହାପରେ ତାଙ୍କର ମୃତଦେହ ଜଙ୍ଗଲ ଭିତରେ ଦେଖିବାକୁ ମିଳିଛି । ଏବେ ଏହି ଘଟଣାର ତଦନ୍ତ ଚାଲିଛି । ସାଇଣ୍ଟିଫିକ ଟିମ୍ ଏହି ଘଟଣାସ୍ଥଳରେ ପହଞ୍ଚିଛି । ଏବେ ଏହି ଘଟଣାର ତଦନ୍ତ ଚାଲୁଛି ।