Movie prime

କାନ୍ଦି କାନ୍ଦି ଚେତା ହରାଇଲେଣି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଆଉ ଫେରିବେନି ସ୍ଵାମୀ ଦେଖନ୍ତୁ Exclusive Visual

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାଁନ୍ତି। ତାଙ୍କ ପାର୍ଥିବ ଶରୀର ମଧ୍ୟ ଆସି ଓଡିଶାରେ ପହଞ୍ଚି ସାରିଲାଣି।
ଆଉ ଏବେ ତାଙ୍କ ଶେଷକୃତ୍ୟ ପାଇଁ ତାଙ୍କ ପାର୍ଥିବ ଶରୀର ଯାଇ ପୁରୀ ରେ ପହଞ୍ଚି ଯାଇଛି। ଏବଂ ସେଠାରେ ଯାଇ ପହଞ୍ଚି ଛନ୍ତି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ।
ଯେତେବେଳେ ପିଣ୍ଟୁ ନନ୍ଦ ଙ୍କୁ ସମସ୍ତେ ବିଦାୟ ଦେଉଛନ୍ତି ସେହି ସମୟରେ ଗୋଟେ କୋଣରେ ବସି ଗୁମୁରି ଗୁମୁରି କାନ୍ଦୁଛନ୍ତି ତାଙ୍କ ସ୍ତ୍ରୀ।
ଆଉ ନିଜ କୋଳରେ କୁଣ୍ଡାଇ ଧରିଛନ୍ତି ତାଙ୍କର ସାନ ପୁଅ ଙ୍କୁ। ଆଖିରୁ ତାଙ୍କର ଅଶ୍ରୁ ଧାର ବୋହି ଯାଉଛି। ତାଙ୍କ ମନ କହୁଚି ହୁଏତ ତାଙ୍କ ସ୍ବାମୀ ଙ୍କ ଶେଷ ସମୟରେ ସେ ତାଙ୍କ ସ୍ଵାମୀ ଙ୍କ ନିକଟରେ ଥାଆନ୍ତେ।
ସେ ରାଗିକି କିଛି ଲାଭ ପାଇଲେ ନାହିଁ ବରଂ ସେ ତାଙ୍କ ସ୍ଵାମୀ ଙ୍କୁ ହରାଇ ଦେଲେ। ସେ ଆଉ ଯେତେ ରାଗିବେନି ବୋଲି ଭାବିଲେ ମଧ୍ୟ ତାଙ୍କ ସ୍ଵାମୀ କିନ୍ତୁ ଆଉ ତାଙ୍କ ନିକଟକୁ ଫେରି ପାରିବେ ନାହିଁ। ସେ ସବୁ ଦିନ ପାଇଁ ଆରପାରି କୁ ଚାଲି ଯାଇଛନ୍ତି।
ହେଲେ ଏହା କିନ୍ତୁ ସତ ଯେ ସେ ବାକି ତକ ଜୀବନ ତାଙ୍କ ପୁଅ ମାନଙ୍କୁ ନେଇ ହିଁ ଚାଲିବେ। ହେଲେ ତାଙ୍କ ଜୀବନ ମଧ୍ୟରେ କେବେ ହେଲେ ମଧ୍ୟ ସେ ନିଜକୁ କ୍ଷମା କରି ପାରିବେ ନାହିଁ।
ତେବେ ଆପଣ ମାନେ ଜାଣିଥିବେ କି ସଂସାର ମଧ୍ୟରେ ଘର କରିଥିଲେ ଛୋଟ ମୋଟ ଝଗଡ଼ା ହୋଇଥାଏ। ହେଲେ ଝଗଡ଼ା ପାଇଁ ଅଲଗା ହୋଇ ଯିବା ଏକ ବଡ଼ ନିଷ୍ପତ୍ତି ଅଟେ। ଦେଖନ୍ତୁ କିଭଳି ଭାବରେ ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ତାଙ୍କ ସାନ ପୁଅ କୁ ନେଇ ବାହାରେ ରହୁଥିଲେ।
ଆଉ ପିଣ୍ଟୁ ନନ୍ଦ ଙ୍କ ବଡ଼ ପୁଅ ତାଙ୍କ ନିକଟରେ ଥିଲେ। ହେଲେ ଏବେ ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଭାବୁଛନ୍ତି କି ତାଙ୍କ ସ୍ଵାମୀ ଙ୍କୁ କେତେ କଷ୍ଟ ହେଉ ନଥିବ। ଯେତେବେଳେ କି ସେ ତାଙ୍କ ସାନ ପୁଅ କଥା ଭାବୁଥିବେ।
ଆଜ୍ଞା ହଁ ବର୍ତ୍ତମାନ୍ ଏ ସମସ୍ତ କଥା ଭାବି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏବେ ସୋସିଆଲ ମିଡ଼ିଆରେ ଏହି ଭିଜୁଆଲ ଖୁବ ଭାଇରାଲ୍ ହେବାରେ ଲାଗିଛି।