Movie prime

କାନ୍ଦିଲେ ରାହୁଲ ! ମୋ କଥା କୁ ଭୁଲ ଭାବେ ଉପସ୍ଥାପନ କରି ମତେ ଜେଲ୍ କରେଇ ଦେଲେ, ମୋର ଦୋଷ କଣ? ଭଗବାନ୍ ଦେଖୁଛନ୍ତି, ମୁଁ ସବୁ ବେଳେ ନରମ ହୋଇ ପରିସ୍ଥିତି ସାମ୍ନା କରିଚି, ଯଦି ଆପଣ ସବୁ ଖୁସି ତାହାଲେ ଜେଲ୍ ବି ଯିବି

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦୁଇ ବର୍ଷ ପରେ ଜେଲ ଦୁଇ ମିନିଟ ପରେ ବେଲ।ରାହୁଲ ଗାନ୍ଧୀ ଙ୍କୁ ଜାମିନ ମିଳିଛି।ମୋଦି ସାଙ୍ଗିଆ କୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁରଟ ଜିଲ୍ଲା କୋର୍ଟ।ତେବେ ଦଣ୍ଡାଦେଶ ପରେ ତାଙ୍କୁ ତୁରନ୍ତ ବେଲ ମିଳିଛି।ଉପର କୋର୍ଟ ଯିବାକୁ ତାଙ୍କୁ ତିରିଶି ଦିନ ର ସମୟ ଦିଆଯାଇଛି।
୨୦୧୯ ନିର୍ବାଚନ ରାଲି ବେଳେ କର୍ଣାଟକ ରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।ସେ କହିଥିଲେ ନୀରବ ମୋଦି,ଲଳିତ ମୋଦି ଏବଂ
 ନରେନ୍ଦ୍ର ମୋଦି ଙ୍କ ସାଙ୍ଗିଆ କାହିଁକି ଏକା ଭଳି।ଏଭଳି ବୟାନ କୁ ନେଉ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁନେଶ ମୋଦି ରାହୁଲ ଙ୍କ ବିରୋଧ ରେ ଅପରାଧିକ ମାନହାନି ମୋକଦ୍ଦମା ଦାୟର କରିଥିଲେ।
ବର୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ପାଇଁ ତିରିଶି ଦିନ ର ଆଶ୍ୱସ୍ତି ରହିଛି।ରାହୁଲ ଗାନ୍ଧୀ ଙ୍କୁ ଦୁଇ ବର୍ଷ ଦଣ୍ଡ ଦିଆଯାଇଥିଲା।ଏଥିରେ ଯେତେବେଳେ ଦଣ୍ଡ ଦିଆଯାଇଥାଏ ସେତେବେଳେ ବେଲ ଅଫର୍ କରାଯାଇଥାଏ।
ଏବଂ ସେହି ବେଲ ଟି କୁ ତିରିଶି ଦିନ ଯାଏଁ ସେମାନେ ଦେଇଥାନ୍ତି ଯେଉଁ ପର୍ଯ୍ୟନ୍ତ ଅପିଲ ପିରିୟଡ଼ ଟା ଶେଷ ହୋଇନାହିଁ।ତେଣୁ ଅପିଲ ପିରିୟଡ଼ ଟି ତିରିଶି ଦିନ ଭିତରେ କୋର୍ଟ ରେ ଅପିଲ ଫାଇଲ କରିବେ।
ଏବଂ ସେଠୀ ବେଲ ନେବେ।ଆଉ ଗୋଟିଏ ପିଟିସନ ଦାଖଲ କରିବେ।ଏଥିରେ ଜଣଙ୍କର ସମ୍ମାନ ହାନି ହୋଇଥିବାରୁ ସେହି ହିସାବରେ ଜଣେ ବ୍ୟକ୍ତି ସୁରଟ କେଶ ରେ ଅଭିଯୋଗ କରିଥିଲେ।
ସୁରଟ କୋର୍ଟ କଂଗ୍ରେସ ନେତା ଙ୍କୁ ଦୁଇ ବର୍ଷ ଦଣ୍ଡ ବିଧାନ କରିଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.