Movie prime

ଓଡ଼ିଶା ଲୋକ ଙ୍କ ପାଇଁ ସଲମାନ୍ ଙ୍କ କୁମ୍ଭୀର କାନ୍ଦଣା, କହିଲେ ଦୁର୍ଘଟଣା ରେ କେହି ମରିଗଲେ ମତେ ଭାରି କଷ୍ଟ ହୁଏ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସଲମାନ୍ ଖାନ ହେଉଛନ୍ତି ଏକ ଧାଡ଼ିର ଅଭିନେତା। ସେ ବଲିଉଡ୍ ରେ ବେଶ ନାମ ଓ ଖ୍ୟାତି ମଧ୍ୟ ଅର୍ଜନର କରିଛନ୍ତି। ତାଙ୍କର ସିନେମା ମାଧ୍ୟମରେ ସେ ଲୋକ ମାନଙ୍କୁ ଖୁବ୍ ମନରୋଞ୍ଜନ ମଧ୍ୟ କରିଛନ୍ତି।
ଆଉ ତାଙ୍କୁ ଦର୍ଶକ ମାନେ ଖୁବ୍ ଭଲ ପାଇବା ମଧ୍ୟ ଦେଇଛନ୍ତି। ସେ ଏବେ ମଧ୍ୟ ସିନେମାରେ ନଜର ଆସୁଛନ୍ତି। ତାଙ୍କର ଫିଲ୍ମ୍ ଦେଖିବା ପାଇଁ ସିନେମା ହଲ ରେ ଖୁବ ଭିଡ଼ ମଧ୍ୟ ଲାଗିଥାଏ।
Special Report
ତେବେ ଆଜି ଆମେ ସଲମାନ୍ ଖାନ ଙ୍କ ସମ୍ପର୍କରେ ଆପଣଙ୍କୁ ଏଭଳି କଥା କହିବାକୁ ଯାଉଛୁ ଯାହାକି ଆପଣ ପୁର୍ବରୁ କେବେ ହେଲେ ମଧ୍ୟ ଶୁଣି ନଥିବେ। ସଲମାନ୍ ଖାନ ଙ୍କ ଜୀବନରେ ଏଭଳି ଏକ ସମୟ ଆସି ପହଞ୍ଚି ଥିଲା ଯେତେବେଳେ କି
ସେ ସିନେମା ଜଗତରୁ ପୂରା ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ସେ କେବେ ହେଲେ ମଧ୍ୟ ସିନେମା କରିବେନି ବୋଲି ମଧ୍ୟ ସ୍ଥିର କରି ଦେଇଥିଲେ। ଏହି କଥା ଆପଣ ମାନଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ।
Special Report
୨୦୦୫ ରୁ ୨୦୦୮ ମଧ୍ୟରେ ସଲମାନ୍ ଖାନ ଆଠ ଟି ସିନେମା କରିଥିଲେ ଆଉ ସେହି ସିନେମା ଗୁଡିକ ମଧ୍ୟ ଦର୍ଶକ ମାନଙ୍କ ନିକଟରୁ ଏତେ ମାତ୍ରାରେ ଭଲ ପାଇବା ପାଇ ନଥିଲା।
ଏହା ପରେ ସଲମାନ୍ ଫିଲ୍ମ୍ ଜଗତକୁ ବା ବଲିଉଡ ରୁ ସବୁ ଦିନ ପାଇଁ ବିଦାୟ ନେଇ ଯିବେ ବୋଲି ମଧ୍ୟ ସ୍ଥିର କରି ଦେଇଥିଲେ। ମାତ୍ର ଯେତେବେଳେ ସଲମାନ୍ ଙ୍କ ଡେଭିଡ ଧୱନ୍ ଙ୍କ ସହ ଦେଖା ହୋଇଥିଲା ସେତେବେଳେ ତାଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥିଲା।
Special Report
କାରଣ ଯେତେବେଳେ ସଲମାନ୍ ଖରାପ୍ ସମୟ ଦେଇ ଗତି କରୁଥିଲେ ସେତେବେଳେ ତାଙ୍କୁ ଡେଭିଡ ଧୱନ ହିଁ ସାହାଯ୍ୟ କରିଥିଲେ। ସେ ତାଙ୍କର ଫିଲ୍ମ ରେ ସଲମାନ୍ ଖାନ ଙ୍କୁ ଅଭିନୟ କରିବାର ସୁଯୋଗ ପ୍ରଦାନ କରିଥିଲେ।
Special Report
ତାଙ୍କର ଫିଲ୍ମ୍ "ପାର୍ଟନର" ରେ ଉଭୟ ସଲମାନ୍ ଓ ଗୋବିନ୍ଦା ଲୋକ ମାନଙ୍କୁ ଖୁବ ପଶନ୍ଦ ଆସିଥିଲା। ଆଉ ଏହି ଫିଲ୍ମ୍ ସୁପରହିଟ ମଧ୍ୟ ହୋଇଥିଲା। ଏହାପରେ ହଁ ସଲମାନ୍ ଅନେକ ଫିଲ୍ମ ରେ ନଜର ଆସିଲେ।