Movie prime

କାରଖାନା ଭାଉଜଙ୍କୁ ମିଳିଲା ଦୁବାଇରୁ ଅଫର ଦେଖନ୍ତୁ ଏଥର ଦୁବାଇ ଯିବେକି ଦୁଇ ଯାଆ - Exclusive

 
Vhj
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ପାଇପାରିବେ ।
ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି । ଏବେ ଜଣେ ମହିଳାଙ୍କୁ ନେଇ କିଛି ଖବର ଆସିଛି । ଏହି ମହିଳାଙ୍କ ନାମ ହେଉଛି ନେହା ପାଣିଗ୍ରାହୀ । ସେ ଖାଇବା ବିଜନେସ କରୁଛନ୍ତି ।
Hjkj
ଏବେ ତାଙ୍କୁ ଦୁବାଇ ରୁ ଅଫର୍ ଆସିଛି । ଏବେ ଏହି ଭିଡିଓ ମାଧ୍ୟମରେ ଏହି ମହିଳା ଜଣକ କହିଛନ୍ତି ଅନେକ କଥା । ସେ କହିଛନ୍ତି ସେ ପୂର୍ବରୁ କର୍ପୋରେସନ ଚାକିରୀ କରୁଥିଲେ । ତାଙ୍କୁ ଏବେବି ଅଫର୍ ଆସିଥିଲା କିନ୍ତୁ ସେ ଯିବେ ନାହିଁ ।
ଲୋକମାନେ ଯାହା ଭାବିବା କଥା ଭାବନ୍ତୁ । ରଶ୍ମିତା ଦିଦି ଭଲ ନା ନେହା ଦିଦି ଭଲ ଯିଏ ଯାହା କହୁଛି କହୁ ଥାଉ । ସେ ବିଜନେସ କରିବା ସହ ଅନେକ ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି ।
Yhh
ସେହି ମହିଳାମାନେ ତାଙ୍କ ସହ ମିଶି କାମ କରୁଛନ୍ତି । ସେ ନାରୀ ସଶକ୍ତି କରଣକୁ ବିଶ୍ବାସ କରନ୍ତି । ସେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି । ଏହି ମହିଳା ଜଣକ ଖାଦ୍ୟ ବନାଇ ଥାଆନ୍ତି ।
ଆଉ ଏବେ ତାଙ୍କର ବ୍ୟାପାର ଖରାପ ଚାଲିଛି ସେଥିପାଇଁ ସେ ମହିଳାଙ୍କ ସଂଖ୍ୟା କମାଇ ଦେଇଛନ୍ତି କିନ୍ତୁ ଯେତେବେଳେ ପିଠା ଅର୍ଡର ଆସୁଛି ସେ ସମସ୍ତଙ୍କୁ ଡାକୁଛନ୍ତି । ଏହି ମହିଳା ଜଣଙ୍କ ନିଜ ବିଜନେସ ନିଜେ ଆରମ୍ଭ କରିଛନ୍ତି । 
Hjj
ମହିଳା ଜଣକ କାରରେ ଖାଇବା ବିକ୍ରି କରୁଛନ୍ତି । କାରର ଡିକିରେ ଖାଇବା ରଖି ସେ ବ୍ୟାପାର କରୁଛନ୍ତି । ସେ ଭଲ ମୂଲ୍ୟରେ ଖାଇବା ବିକ୍ରି କରୁଛନ୍ତି । ସେ BMc କୁ ଭୟ କରୁ ନାହାନ୍ତି । ତାଙ୍କୁ ଦୁବାଇ ରୁ 
ଅଫର ଆସିଛି କିନ୍ତୁ ସେ ଓଡ଼ିଶା ଛାଡ଼ି ଯିବେ ନାହିଁ ବୋଲି କହିଛନ୍ତି ।
ତାଙ୍କ ପାଖକୁ ଅନେକ ପିଠାପଣାର ଅର୍ଡର ଆସୁଛି । ସେ ଓଡ଼ିଶା ଛାଡ଼ୁ କେଉଁ ଆଡ଼କୁ ଯିବେ ନାହିଁ ବୋଲି କହିଛନ୍ତି । ଏଭଳି ଅନେକ କଥା ଏହି ମହିଳା ଜଣକ କହିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।