Movie prime

ଭାରତ - ପାକ ସୀମା ରେ ପାକିସ୍ତାନୀ ସେନା କୁ ରାକ୍ଷୀ ବାନ୍ଧିଲେ ଭାରତୀୟ ଝିଅ, ଖୁସି ରେ କାନ୍ଦିଲେ ପାକିସ୍ତାନୀ ସେନାସହ ଆଉ କମାଣ୍ଡର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ସମଗ୍ର ଦେଶ ରାକ୍ଷୀ ପୂର୍ଣ୍ଣିମା ପାଳନ କରୁଛି। ଆଉ ଏହି ରାକ୍ଷୀ ପୂର୍ଣ୍ଣିମା ର ପବିତ୍ର ପର୍ବ ମଧ୍ୟ କାଶ୍ମୀର ରେ ଖୁବ ଧୁମ୍ ଧାମରେ ପାଳନ କରାଯାଇଛି।
Special report
ମୁସଲିମ ମହିଳା ମାନେ ଭାରତୀୟ ସେନାର ଯବାନ ମାନଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି। ଏହି ମୁସଲିମ ମହିଳା ମାନେ ରାକ୍ଷୀ ପୂର୍ଣ୍ଣିମା କୁ ପାଳନ କରିବା ଏକ ନିଆରା ଅଟେ।
ସେମାନେ ଭାରତୀୟ ସୈନିକ ମାନଙ୍କ ହାତରେ ଆସି ଯେଉଁ ରାକ୍ଷୀ ବାନ୍ଧିଛନ୍ତି ତାହା ସାରା ଦେଶ ର ଲୋକ ମାନଙ୍କ ହୃଦୟକୁ ସ୍ପର୍ଶ କରିଛି। ପୂର୍ବ MLC ଶହାନାଜ୍ ଗନାଇ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିଲେ।
ସାରା ଦେଶରେ ଆଜି ସମସ୍ତେ ମିଶି ଏହି ରାକ୍ଷୀ ପୂର୍ଣ୍ଣିମା କୁ ବେଶ ଭଲ ଭାବରେ ପାଳନ କରୁଛନ୍ତି। ଏଥି ସହ କାଶ୍ମୀର ରେ ଥିବା ଭାରତୀୟ ମୁସଲିମ ମାନେ ରାକ୍ଷୀ ବାନ୍ଧିବା ସହ ସେମାନେ ଭାରତ ମାତା ଙ୍କ ଜୟ ଜୟକାର କରିଥିଲେ।
Special report
ତାଙ୍କର ଏହି ଜୟ ଜୟକାର ଧ୍ବନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଛି। ସତରେ ତାଙ୍କର ଏଭଳି ରାକ୍ଷୀ ବାନ୍ଧିବା ର ଦୃଶ୍ୟ ଦେଖିବା ପରେ ଆଜି ଏହା ସ୍ପଷ୍ଟ ହୋଇ ଯାଇଛି ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଆମ ଭାରତ ହେଉଛି ଏକ।
ଆଉ ଭାରତରେ ସମସ୍ତେ ଏକାଠି ହୋଇ ଚଳିବା ଶିଖି ଛନ୍ତି। ସେଥିପାଇଁ ତ ସବୁ ପର୍ବକୁ ଭାରତୀୟ ମାନେ ପରସ୍ପର ସହ ଭାତୃତ୍ବ ଭାବ ରଖି ଏକାଠି ପାଳନ କରି ଥାଆନ୍ତି। ଆଉ ଏହା ଆମକୁ ଗୌରବାନିତ କରିଥାଏ।
ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହାକୁ ଅନେକ ଲୋକ ମାନେ ମଧ୍ଯ ଦେଖି ସାରିଛନ୍ତି। ଏହି ଦୃଶ୍ୟ କୁ ଦେଖିବା ପରେ ସମସ୍ତେ କହିଛନ୍ତି କି
 ସତରେ ଏହା ହେଉଛି ଆମ ଭାରତ ଯେଉଁଠି କିଛି ଭେଦଭାବ ନଥାଏ। ତେବେ ଏହି ଭିଡିଓ ଦେଖି ସାରିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.